ବନ୍ଧୁଗଣ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତକୁ ସୁଧ ଏବଂ ସ୍ଵଛ ରଖିବା ପାଇଁ ଭିର୍ନ ଭିର୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି l ଚାଷୀ ମାନଙ୍କ ପାଇଁ ଭିର୍ନ ଭିର୍ନ ବ୍ୟବସ୍ତା ତଥା ଗୃହିଣୀ ମାନଙ୍କ ପାଇଁ ନିମ୍ନ ଡରରେ ଗ୍ୟାସ ଆଦି ଯୋଗାଇ ଦେଉଛନ୍ତି ଉଜ୍ବଳା ଯୋଜନାରେ l ପୁଣି ପ୍ରଧାନମନ୍ତ୍ରୀ ଏବେ ସ୍ୱଛ ଭାରତ ମିଶନ ରେ ଗ୍ରାମ ଏବଂ ଜନବସତି ଅଞ୍ଚଳ ରେ ସୁଧାର ଆଣିବା ପାଇଁ ଚେଷ୍ଟା କରୁଛନ୍ତି l
ସରକାର ଗାଁ ଲୋକଙ୍କ ପାଇଁ ଅଫଲାଇନ ଦ୍ୱାରା ଆବେଦନ ପ୍ରକ୍ରିୟା ଏବଂ ସହରାଞ୍ଚଳ ରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଅନଲାଇନ ପ୍ରକ୍ରିୟା ତିଆରି କରିଛନ୍ତି l ଗାଁ ଅଞ୍ଚଳରେ ରହୁଥିବା ବ୍ୟକ୍ତି ନିକଟସ୍ଥ ପଞ୍ଚାୟତ ତଥା ବ୍ଲକ ଅଫିସ ରେ ଆବେଦନ କରିପାରିବେ l ଏହି ଫର୍ମ ସମ୍ପୂର୍ଣ୍ଣ ଓଡ଼ିଆରେ ଆପଣ ପାଇପାରିବେ ଏବଂ ଏହାକୁ ଆବେଦନ କରିବା ଖୁବ ସହଜ ମଧ୍ୟ l
ଆପଣ ଆପଣଙ୍କ ଆଧାର କାର୍ଡ ଏବଂ ଆପଣଙ୍କ ବ୍ୟାଙ୍କ ପାସବୁକ ନେଇ ପଞ୍ଚାୟତ ଅଫିସ କୁ ଯାଇ ଆବେଦନ କରିପାରିବେ l
ଯଦି ଆପଣ ଅଗରୁ ଶୌଚାଳୟ ପାଇଁ ଆବେଦନ କରିଛନ୍ତି ଏବଂ ଆପଣଙ୍କ ନାଁ ଆସିଛି ନା ନାହିଁ ଜାଣିବବାକୁ ହେଲେ ମୋବାଇଲ ଫୋନ କ୍ରୋମ ବ୍ରାଉଜର ଖୋଲି ସର୍ଚ୍ଚ କରିବେ – SVM
ଏହାପରେ ପ୍ରଥମ ଆସିବ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ l ଏହା ଉପରେ କ୍ଲିକ କରିବେ l ଏହାପରେ ରିପୋର୍ଟ କୁ ଯାଇ ସ୍ଵଛ ଭାରତ ମିଶନ ଟାର୍ଗେଟ କୁ କ୍ଲିକ କରିବେ l ଏହା ପରେ ଆସିବ ଅଲ ଷ୍ଟେଟ l ଏହାପରେ ଆପଣ ଓଡିଶା ସିଲେକ୍ଟ କରି ଡିଷ୍ଟିକ ସିଲେକ୍ଟ କରିବେ l
ଏହାପରେ ଆପଣ ବ୍ଲକ କୁ ଯାଇ ନିଜ ବ୍ଲକ କୁ କ୍ଲିକ କରିବେ l ଏହାପରେ ଭିୟୁ ରିପୋର୍ଟ ରେ କ୍ଲିକ କଲେ ପଞ୍ଚାୟତ କୁ କ୍ଲିକ କଲେ ଆପଣଙ୍କ ନାମ ଦେଖାଯିବ l ଏହାପରେ ଆପଣ ସମ୍ପୂର୍ଣ୍ଣ ବିବରଣି ପାଇପାରିବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment