Press "Enter" to skip to content

ଓଡ଼ିଆ ଅଭିନେତ୍ରୀ ମାନେ କିପରି ସାବିତ୍ରୀ ବ୍ରତ ପାଳନ କଲେ ଦେଖନ୍ତୁ ଭିଡ଼ିଓ – Ollywood

ଦର୍ଶକ ବନ୍ଧୁ ସାବିତ୍ରୀ ବ୍ରତରେ ସ୍ୱାମୀ ଙ୍କ ଆଗାମୀ ଭବିଷ୍ୟତ କୁ ସୁନ୍ଦର କରିବା ନିମନ୍ତେ ସ୍ତ୍ରୀ ମାନେ ଉପବାସ ରହି ସ୍ୱାମୀଙ୍କ ପାଇଁ ପୂଜା କରିଥାନ୍ତି l ଏହି ବ୍ରତରେ ସମ୍ପୂର୍ଣ୍ଣ ନିଷ୍ଠା ର ସହ ପାଳନ କରିଥାନ୍ତି l

ଅଲିଉଡ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସାବିତ୍ରୀ ବ୍ରତ ବଡ଼ ଆରମ୍ବର ର ସହ ପାଳନ ହୋଇଛି l ଏହି ବ୍ରତ କେବଳ ଓଡ଼ିଶାରେ ନୁହେଁ, ବିହାର, ଉତ୍ତର ପ୍ରଦେଶ ରେ ମଧ୍ୟ ଏହି ଓଷା ପାଳନ କରାଯାଏ l ଭାରତ ବାହାରେ ନେପାଳ ରେ ଏହି ବ୍ରତ ପାଳନ କରାଯାଏ ମଧ୍ୟ l

ତେବେ ଆସନ୍ତୁ ଜାଣିବା ଅଲିଉଡ ଇଣ୍ଡଷ୍ଟ୍ରି ର ଓଡ଼ିଆଣୀ ମାନେ କିପରି ସାବିତ୍ରୀ ବ୍ରତ ପାଳନ କଲେ l

ଝିଲିକ – ଝିଲିକ ଏକବର୍ଷ ପୂର୍ବେ ବିବାହ କରିଥିଲେ l ସେ ଏବେ ମଧ୍ୟ ତାଙ୍କ ଶାଶୁଘରେ ବହୁତ ଖୁସିରେ ଥିବାର ଜଣା ଯାଉଛି l ଝିଲିକ ସାବିତ୍ରୀ ବ୍ରତ ରୀତି ନୀତି ସହ ପାଳନ କରିଛନ୍ତି ଏବଂ ସୋସିଆଲ ମିଡ଼ିଆ ଫୋଟୋ ଛାଡିଛନ୍ତି l

ରଚନା ବାନାର୍ଜୀ – ରଚନା ଙ୍କୁ ତ ଓଡ଼ିଶାରେ ସମସ୍ତେ ଜାଣିଥିବେ l ଝିଲିକ ଧୁମ ଧାମ ରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଯାହାକୁ ଆପଣ ତଳେ ଦିଆଯାଇଥିବା ଭିଡ଼ିଓ ରେ ଦେଖି ପାରିବେ l

ମନିସା ସୁଭାଶିଷ – ଏହି ଯୋଡି ଅଲିଉଡ ରେ ଖୁବ ପ୍ରଶଂସିତ ହୋଇଛି ଏବଂ ସମସ୍ତଙ୍କ ମନ୍ତବ୍ୟ ଅନୁସାରେ ଏହି ଯୋଡି ଙ୍କ ମଧ୍ୟରେ ଅନେକ ପ୍ରେମ ଅଛି l ଆପଣ ତାଙ୍କ ସାବିତ୍ରୀ ର ଫୋଟୋ ତଳ ଭିଡ଼ିଓ ରେ ଦେଖି ପାରିବେ l

ଏଲି ପାଢ଼ୀ – ଏଲି ପାଢ଼ୀ ମଧ୍ୟ ଧୁମ ଧାମ ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସମସ୍ତ ରୀତିନୀତି ଅନୁସାରେ l ଆପଣ ତାଙ୍କ ସାବିତ୍ରୀ ବ୍ରତ ର ଫୋଟ ଦେଖିପାରିବେ ତଳ ଭିଡ଼ିଓ ରେ l

ପଲବି – ପଲବି ଙ୍କର ଏବେ ଏବେ ବିବାହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସେ ପିତାଙ୍କ ମୃ-ତ୍ୟୁ ପରେ ବହୁତ ଦୁଃଖ ରେ ଥିଲେ l ଏହି ବର୍ଷ ସାବିତ୍ରୀ ରେ ସେ ରୀତିନୀତି ସହ ପାଳନ କରି ତାଙ୍କ ଫୋଟ ସୋସିଆଲ ମିଡିଆରେ ଛାଡିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Be First to Comment

Leave a Reply

Your email address will not be published.