ବନ୍ଧୁଗଣ କ-ରୋନା ମହାମାରୀ ପ୍ରକୋପ ଧୀରେ ଧୀରେ କମିବାକୁ ଲାଗୁଛି ଯାହା ଫଳରେ ସରକାର
ତାଲାବନ୍ଦ ନିଷ୍ପତିକୁ ଧୀରେ ଧୀରେ କୋହଳ କରିବାକୁ ଯାଉଛନ୍ତି l
କ-ରୋନା ମହାମାରୀ ପାଇଁ ଓଡ଼ିଶାବାସୀ ଦୀର୍ଘ ଦିନ ଧରି ସମସ୍ତ କାର୍ଯ୍ୟବସ୍ଥା ତଥା ସମସ୍ତ ପ୍ରକାର ର ସାମାଜିକ ସୁବିଧା ଠାରୁ ବଞ୍ଚିତ ହେଉଥିବା ବେଳେ ବର୍ତ୍ତମାନ 6 ଟି ଜିଲାରେ ତାଲାବନ୍ଦ ଖୋଲିବାକୁ ନିଷ୍ପତି ନେଉଛନ୍ତି ସରକାର l
ଅନେକ ଜିଲାରେ କ-ରୋନା ମହାମାରୀ ର ପ୍ରକୋପ ବଢିଥିବା ବେଳେ ଅନ୍ୟାନ୍ୟ ଜିଲାରେ ସାମାନ୍ୟ ତମ କୋହଳ ପାଇବ ବୋଲି ସୂଚନା ମିଳିଛି l ସରକାର ତଳବନ୍ଦ ସ୍ଥିତି କୁ ଦେଖିବାକୁ ଯାଇ କଟକଣା କୋହଳ କରିବାକୁ ଯାଉଛନ୍ତି ଏବଂ ଯେଉଁସ୍ଥାନରେ ପୁଣି ଅଧିକ କରୋନା ଆକ୍ରାନ୍ତ ହେବେସେହିଠାରେ ଆଗପରି ତାଲାବନ୍ଦ କରାଯିବବୋଲି ନିଷ୍ପତି ନିଆଯାଉଛି l
6 ଟି ଜିଲ୍ଲା ହେଲା ଗଞ୍ଜାମ, ବଲାଙ୍ଗୀର,ନୂଆପଡା, ଝାରସୁଗୁଡା,ସୋନପୁର, ଦେବଗଡ଼ l
ଏହି 6 ଟି ଜିଲାରେ ଅନଲକ କରାଯିବାର ଆଶା କରାଯାଉଛି l ଏହି 6 ଜିଲାରେ ଶତକଡା ବହୁତ କମ କ-ରୋନା ସଂକ୍ରମଣ ରୋଗୀ ଥିବାରୁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର l ଅନ୍ୟାନ୍ୟ ଜିଲାରେ କ-ରୋନା ସ୍ଥିତି ଧୀରେ ଧୀରେ ହ୍ରାସ ପାଇଲେ ସମ୍ପୂର୍ଣ ତଳବାନ୍ଦ ଖୋଲିଯିବାର ସୂଚନା ମିଳିଛି l
ରାଜ୍ୟରେ 5 ଶତକଡା ତଳେ ଅଛନ୍ତି ଏହି 9 ଜିଲ୍ଲା – ଗଞ୍ଜାମ, ଗଜପତି,ମାଲକାନଗିରି, ନୂଆପଡା,ବଲାଙ୍ଗୀର, ସୋନପୁର,ଦେବଗଡ଼, ଝାରସୁଗୁଡା, କନ୍ଧମାଳ l
ସଂକ୍ରମଣ ର ସ୍ଥିତି ରେ ଧୀରେ ଧୀରେ ସୁଧାର ଆସିଲେ ସମସ୍ତ ଜିଲାରେ ତାଲାବନ୍ଦ ଖୋଲିପାରେ ବୋଲି ସୂଚନା ରହିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment