Press "Enter" to skip to content

ସାବିତ୍ରୀ ରେ ମିଳିଲା ରାକ୍ଷସ ର ସନ୍ଧାନ ସ୍ୱାମୀ ଶବ୍ଦ ରେ ଲାଗିଲା କଳଙ୍କ ଜାଣନ୍ତୁ ପୁରା ସତ – breaking news

ବନ୍ଧୁଗଣ ଯେତେବେଳେ ଝିଅଟି ବିବାହ କରି ଆସେ ସେତେବେଳେ ଝିଅଟି ମନରେ ଅନେକ ଆଶା ଆକାଂକ୍ଷା ରହିଥାଏ l ଅନେକ ସ୍ବପ୍ନ ନେଇ ଆସିଥାଏ ସ୍ୱାମୀ ହାତ ଧରି ଶାଶୁ ଘରକୁ ମାତ୍ର ଭୁଲ ମଣିଷ ଜୀବନ ସାଥି ହେଲେ ପ୍ରତିଦିନ ହୋଇଯାଏ ଜୀବନ ନର୍କ ସଦୃଶ l

ଆଜି ଆମେ କହିବାକୁ ଯାଉଛୁ ଏପରି ଏକ ରାକ୍ଷସ ସ୍ୱାମୀ ଙ୍କ ବିଷୟରେ ଯିଏ ନିଜ ପତ୍ନୀ ଙ୍କୁ ନିଜର ସ୍ୱାର୍ଥ ନିମନ୍ତେ ଅନ୍ୟ ସହ ଶା-ରୀରିକ ସ-ମ୍ବନ୍ଧ ରଖିବାକୁ ବାଧ୍ୟ କରିଛନ୍ତି l ସେ ପୁଣି ଅନ୍ୟ କେହି ନୁହେଁ ଯେଉଁଠାରେ କାର୍ଯ୍ୟକରନ୍ତି ତାଙ୍କରି ବସ ଙ୍କ ସହ l ଚାକିରୀ ରେ ପଦୋନ୍ନତି ପାଇବା ପାଇଁ ସ୍ତ୍ରୀ ଙ୍କୁ ଫାସରେ ପକାଇଲେ ସ୍ୱାମୀ l ସ୍ତ୍ରୀ ରାଜି ନ ହେବାରୁ ଅ-ସଦାଚରଣ ଉଦ୍ୟମ କଲେ ଉପରୋକ୍ତ କର୍ମଚାରି

ରାଗ ରଖି ସ୍ୱାମୀ ଦୁଇ ଥର ଗ-ର୍ଭ ମଧ୍ୟ ନଷ୍ଟ କରିଛନ୍ତି ପତ୍ନୀ ର l ଶେଷରେ ଅସହାୟ ଅବସ୍ଥାରେ ସ୍ତ୍ରୀ କୁ ବାପ ଘରେ ଛାଡି ଚାଲିଗଲେ ସ୍ୱାମୀ l ବର୍ତ୍ତମାନ ଅନ୍ୟତ୍ର ବିବାହ ନିମନ୍ତେ ଚେଷ୍ଟା କରୁଥିବାର ଜାଣି ପତ୍ନୀ ଦ୍ୱାରସ୍ତ ହୋଇଛନ୍ତି ଥାନା କୁ l ପୁରୀ ତାଳ ବଣିଆ ସ୍ଥାନ ଅଞ୍ଚଳ ରେ ଘଟି ଯାଇଛି ଏଭଳି ଅଭାବନିୟ ଘଟଣା l

ବାଲିଘାଟ ସୁଭଦ୍ରା ନଗର ର ଅଜିତ ମହାନ୍ତି ପୀଡିତାଙ୍କୁ କୋର୍ଟ ରେ ବିବାହ କରି ଭଡାଘରେ ରଖିଥିଲେ l କିନ୍ତୁ ସଦର ଜିଲ୍ଲା ଚିକିତ୍ସାଳୟ ରେ ଜଣେ ଡାକ୍ତର ଙ୍କ ସହ ଶା-ରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ପୀଡିତା ଏଥିରେ ରାଜି ନହେବାରୁ ତାଙ୍କ ଗ-ର୍ଭ ନଷ୍ଟ କରିଥିଲେ ସ୍ୱାମୀ l

ଏସପି ଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ l ପୂର୍ବରୁ ଏ ନେଇ ତାଳ ବଣିଆ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ ତଦନ୍ତ କରିନଥିବାର ଅଭିଯୋଗ କରିଛନ୍ତି ପୀଡିତା l ତଦନ୍ତ ପରେ ପ୍ରତିକ୍ରିୟା ରଖିବେ ବୋଲି ଏସପି କହିଛନ୍ତି l ନ୍ୟାୟ ପାଇବା ଆଶାରେ ପୀଡିତା l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published. Required fields are marked *