Press "Enter" to skip to content

ଯାକଲୀନ ପାଳିଲେ ବିବାହ ର ପ୍ରଥମ ସାବିତ୍ରୀ ଦେଖନ୍ତୁ ଭିଡ଼ିଓ – Ollywood

ବନ୍ଧୁଗଣ ଯାକଲିନ ଙ୍କୁ ତ ଆପଣ ରଜ କୁଇନ ଦ୍ୱାରା ଚିହିଁ ଥିବେ l ଦୁଇ ଭଉଣୀ ଯାକଲିନ ସୋମାଲୀନ ରଜ କୁଇନ ଅଡିସନ କୁ ଆସି ନିଜର ପରିଚୟ ସୃଷ୍ଟି କରିପାରିଥିଲେ l ଏହା ପରେ ଯାକଲିନ ଧୀରେ ଧୀରେ ସିରିଏଲ ଦୁନିଆରେ ପାଦ ଦେଇଥିଲେ ଏବଂ ଲୋକପ୍ରିୟତା ଅର୍ଜନ କରିଥିଲେ l

ଯାକଲିନ ଗତ କିଛିଦିନ ତଳେ ବିବାହ କରିଥିଲେ l ପ୍ରେମ ବିବାହ ରେ ବାନ୍ଧି ହେଲେ ଯାକଲିନ l ଯାକଲିନ ଅଭିନେତ୍ରୀ ହୋଇ ମଧ୍ୟ ଓଡ଼ିଆ ଘର ପରମ୍ପରା ଅନୁସାରେ ସାବିତ୍ରୀ ବ୍ରତ ଆଜି ତାଙ୍କ ସ୍ୱାମୀ ଙ୍କ ପାଇଁ ପାଳନ କରିଛନ୍ତି l

ବିବାହ ର ପ୍ରଥମ ସାବିତ୍ରୀ ଭାବେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ପାଳନ କରିଛନ୍ତି ଯାକଲିନ l ଯାକଲିନ ସବୁବେଳେ ତାଙ୍କ ଅଭିନୟ ପାଇଁ ଚର୍ଚ୍ଚା ରେ ଥାନ୍ତି l ତାଙ୍କ ସାବିତ୍ରୀ ବ୍ରତ ର ଫୋଟୋ ଭିଡ଼ିଓ ଦେଖି ସାରିବା ପରେ ସମସ୍ତେ ତାଙ୍କୁ ସୌଭାଗ୍ୟବତୀ ହେବାର ଶୁଭକାମନା ତଥା ଆଶ୍ରିବାଦ ଦେଇଛନ୍ତି l

ସକାଳୁ ସକାଳୁ ନୂଆବୋହୁ ଯାକଲିନ ସାବିତ୍ରୀ ବ୍ରତ ପୂଜା ସାରି ଘରେ ବୈବାହିକ ଜୀବନ ରେ ଖୁସି ପାଇଁ ସାରା ପରିବାର ତଥା ସ୍ୱାମୀ ଙ୍କ ଆଶ୍ରିବାଦ କାମନା କରିଥିଲେ l ଯାକଲିନ ଅଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଅଲିଉଡ ଇଣ୍ଡଷ୍ଟ୍ରି ର କଳାକାର l ଏହି ଦୁଇ ଯୋଡି ଲୋକପ୍ରିୟତା ସମସ୍ତଙ୍କ ମନରେ ହାସଲ କରିପାରିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *