Press "Enter" to skip to content

ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା ମିଳିବ ବିଜୁ ପକା ଘର ଏମିତି କରନ୍ତୁ ଆବେଦନ ଆପଣଙ୍କୁ ବି ମିଳିବ ଘର – Special report

ଆପଣ ଜାଣିବାକୁ ଚାହୁଁଛନ୍ତି କି ବିଜୁ ପକ୍କାଘର ପାଇଁ ଆପଣ କିପରି ଆବେଦନ କରିବେ,ଏହା ସହ ଆପଣ କିପରି ଭାବରେ ଅନ୍ୟ ସବୁ ସରକାରୀ ସୁବିଧା କିପରି ଭାବରେ ନିଜ ମୋବାଇଲରେ ପାଇ ପାରିବେ।ତେବେ ଏହି ଆର୍ଟିକଲଟିକୁ ଶେଷ ଯାଏଁ ପଢନ୍ତୁ ଆପଣ ଅନେକ ଜରୁରୀ ତଥ୍ୟ ପାଇବେ।

ତେବେ ପ୍ରଥମେ ଆପଣ ନିଜ ମୋବାଇଲରେ କ୍ରୋମ ବ୍ରାଉଜରକୁ ଯାଇ ଇ ଅଭିଯୋଗ ସର୍ଚ କରନ୍ତୁ।ଏହାପରେ ଏକ ପେଜ ଆସିବ ସେଥିରେ ଉପରେ ଲେଖା ଥିବ ଇ ଅଭିଯୋଗ ଗଭର୍ନମେଣ୍ଟ ଅଫ ଓଡ଼ିଶା, ତେବେ ଏହା ଉପରେ କ୍ଲିକ କରନ୍ତୁ।ଏହାପରେ ଏକ ପେଜ ଆସିବ ଯେଉଁଥିରେ ଲେଖାଥିବ ଫର ସିଟିଯେନ ଲଜ ଗ୍ରିବାନ୍ସ ଏହା ଉପରେ କ୍ଲିକ କରନ୍ତୁ।

ଏହାପରେ ଆପଣଙ୍କ ପାଇଁ ଏକ ବଡ଼ ଫର୍ମ ଆସିଯିବ ଏହାକୁ ପଢ଼ି ଆପଣ ଧୀରେ ଧୀରେ ଭରିପାରିବେ।ତେବେ ଆପଣ ଏହି ଫର୍ମକୁ ଯେକୌଣସି ଭାଷାରେ ଭାରି ପାରିବେ।ଏହି ଫର୍ମରେ ପ୍ରଥମେ ଲେଖାଥିବ କି ଆପଣ କାହାକୁ ଅଭିଯୋଗ କରିବାକୁ ଚାହୁଁଛନ୍ତି।ଆପଣ ଏହାପରେ ଅଭିଯୋଗ ସମ୍ବନ୍ଧୀୟ ବିଭାଗରେ କ୍ଲିକ କରିଯାହାକୁ ଅଭିଯୋଗ ଦେବାର ତା ନାମ ଉପରେ କ୍ଲିକ କରିବେ।

ତେବେ ବିଜୁ ପକ୍କା ଘର ପାଇଁ ଆପଣ କଲେକ୍ଟରଙ୍କ ପାଖରେ ଅଭିଯୋଗ ରଖିବେ।ତେବେ ଏହା ପରେ ଆପଣ ନିଜର ଜିଲ୍ଲା ଚୟନ କରିବେ।ଏହାପରେ ଆସିବ କି ଆପଣ ଏହା ପୂର୍ବରୁ କେବେ ଆପଣ ଅଭିଯୋଗ କରିଛନ୍ତି କି ଯଦି ଆପଣ କରିଥିବେ ସେ ଜାଗାରେ ହଁ ନଚେତ ନାରେ କ୍ଲିକ କରିଦେବେ।

ଏହାପରେ ଆସିବ ଆପଣଙ୍କ ନାମ, ଆପଣ ନିଜର ନାମଟିକୁ ଠିକ ଭାବରେ ଭରିଦେବେ।ଲି-ଙ୍ଗ ଜାଗାରେ ଆପଣ ମହିଳା କି ପୁରୁଷ ତାହା ଲେଖିବେ।ଶ୍ରେଣୀ ଜାଗାରେ ଆପଣ ଜେନେରାଲ ଲେଖିବେ କିନ୍ତୁ ଯଦି ଆପଣ ସିନିୟର୍ ସିଟିଯେନ ହେଇଥିବେ ତେବେ ଆପଣ ତାହା ଭରିବେ।

ଏହାପରେ ଆପଣ ନିଜର ସମ୍ପୂର୍ଣ୍ଣ ଠିକଣା ଭରିଦେବେ।ତେବେ ଏହାପରେ ଆପଣ ନିଜର ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦେବେ।ଏହାପରେ ଆପଣ ନିଜର ପରିଚୟ ପ୍ରମାଣ ପତ୍ର ଜାଗାରେ ନିଜର ଯେକୌଣସି ପ୍ରମାଣପତ୍ର ଦେଇ ପାରିବେ।

ତେବେ ଆପଣଙ୍କ ଫର୍ମଟି ଭରିବା ସରିଯାଇଛି। ସର୍ଵ ଶେଷରେ ଆପଣ ନିଜର ଯାହା ବି ଅଭିଯୋଗ ଥିବ ତଳେ ଥିବା ବାକ୍ସ ଭିତରେ ଲେଖି ଦେବେ।ଏହାପରେ ଏଥିପାଇଁ କଣ ଚାହୁଛନ୍ତି କରିବାକୁ ସେଟା ମଧ୍ୟ ଲେଖିଦେବେ।ଏହାପରେ କ୍ୟାପଚା ଦେଇ ଆପଣ ସବ୍ମିଟ ଉପରେ କ୍ଲିକ କରନ୍ତୁ ଏବଂ ଆପଣଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ପଳାଇଗଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *