Press "Enter" to skip to content

ବିବାହିତ ମହିଳା ମାନେ କାହିଁକି ଅନ୍ୟ ପୁରୁଷ ଙ୍କ ସହ ରଖନ୍ତି ସ-ମ୍ବନ୍ଧ ଜାଣନ୍ତୁ ସତ – special report

ବନ୍ଧୁଗଣ ବିବାହିତ ମହିଳା ମାନେ ସବୁବେଳେ ଅନ୍ୟ ପୁରୁଷ ଏବଂ ପୁରୁଷ ମାନେ ମଧ୍ୟ ଅନ୍ୟ ନାରୀ ଙ୍କ ସହ ଦେଖାଯାଇଥାନ୍ତି l କିନ୍ତୁ ସାଧାରଣତଃ ଅନ୍ୟାନ୍ୟ ଯାଗାରେ ପତ୍ନୀ ଙ୍କୁ ଅନ୍ୟ ଯାଗାରେ ସ-ମ୍ବନ୍ଧରେ ଜଡିତ ଥିବାର ସୂଚନା ମିଳେ l କିନ୍ତୁ ଏହାର ପଛରେ କାରଣ କଣ ହୋଇଥାଏ ତାହା ଖୁବ କମ ଲୋକ ଜାଣିଥାନ୍ତି l ଆଜି ଆମେ ସେହି ବିଷୟରେ ଜାଣିବା l

ଜୀବନସାଥୀ ପ୍ରତେକ କଥାରେ ରାଗିଲେ –

ବନ୍ଧୁଗଣ ଯଦି ଜୀବନସାଥୀ ପ୍ରତେକ କ୍ଷେତ୍ରରେ ରାଗନ୍ତି ଏବଂ ପତ୍ନୀ ଙ୍କୁ ବୁଝିପାରନ୍ତି ନାହିଁ ସେହି ସମୟରେ ମହିଳା ନିଜକୁ ଏକୁଟିଆ ମନେ କରନ୍ତି ଏବଂ ଯିଏ ତାଙ୍କ କଥା ବୁଝିବାକୁ ଚେଷ୍ଟା କରେ ଏବଂ ସମ୍ପୂର୍ଣ୍ଣ ମତେ ତାଙ୍କୁ ବୁଝେ ତାଙ୍କୁ ସେ ଭଲପାଇ ବସନ୍ତି l ଭଲପାଇବା ଥରେ ଆସିଗଲେ ସ-ମ୍ବନ୍ଧ ରଖିବା ବେଶୀ ଦୂର ନୁହେଁ l

ପତ୍ନୀ ଙ୍କୁ ମିଛ କହିଲେ –

ଯଦି କେହି ନିଜ ପତ୍ନୀ ଙ୍କୁ ବାରମ୍ବାର ଅନ୍ଧାର ରେ ରଖି ତାଙ୍କୁ ମିଛ କହିଥାନ୍ତି ଏବଂ ତାଙ୍କ ପ୍ରତେକ ଟି କଥାକୁ ଅମାନ୍ୟ କରି ତାଙ୍କୁ କଷ୍ଟ ଦେଲାଭଳି କାର୍ଯ୍ୟ କରନ୍ତି l ସେତେବେଳେ ପତ୍ନୀ ଅନ୍ୟ ଆଡେ ଆକର୍ଷିତ ହୁଅନ୍ତି l

ପତ୍ନୀ ଙ୍କୁ ବିଶ୍ୱାସ ନକଲେ ବା ହାତ ଉଠାଇଲେ –

ବାରମ୍ବାର ପତ୍ନୀ ଙ୍କୁ ସନ୍ଦେହ ଚକ୍ଷୁ ରେ ଦେଖିବା ଅନେକ ପୁରୁଷ ଙ୍କ ଅଭ୍ୟାସ ହୋଇଥାଏ l ପତ୍ନୀ କୌଣସି କ୍ଷେତ୍ରରେ ଭୁଲ ଥାଇ ପାରନ୍ତି ମାତ୍ର ଠିକ ଥାଇ ମଧ୍ୟ ତାଙ୍କୁ ସନ୍ଦେହ ଚକ୍ଷୁ ରେ ଦେଖିଲେ ମହିଳା ଅନ୍ୟ ଆଡେ ସମ୍ବନ୍ଧ ରଖନ୍ତି l

ଅନେକ ସମୟରେ ଅନେକ ପତି ନିଜ ପତ୍ନୀ ଙ୍କ ଉପରେ ହାତ ଉଠାଇଥାନ୍ତି l ଯାହା ଫଳରେ ପତ୍ନୀ ସ୍ୱାମୀ ଙ୍କ ସହ ରହିବାକୁ ପସନ୍ଦ କରନ୍ତିନି ଏବଂ ବାଧ୍ୟ ହୋଇ ଅନ୍ୟତ୍ର ସ-ମ୍ବନ୍ଧ ରଖନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *