Press "Enter" to skip to content

ଆସନ୍ତା କାଲିଠୁ ଛେଚିବ ବର୍ଷା ଏହି ଜିଲ୍ଲା କୁ ବିପଦ ସଂକେତ ଦେଲା ଭାରତୀୟ ପାଣିପାଗ ବିଭାଗ – Weather update

ବନ୍ଧୁଗଣ ବର୍ତ୍ତମାନ ଓଡ଼ିଶାରେ ମୌସୁମୀ ପହଞ୍ଚିବାକୁ ଯାଉଛି l ଆସନ୍ତା କାଲିଠାରୁ ଲଗାତାର ବର୍ଷା ସମ୍ଭାବନା ଦେଇ ସାରିଛି ଭାରତୀୟ ପାଣିପାଗ ବିଭାଗ l ପ୍ରତି ବର୍ଷ ସାରା ଭାରତରେ ଅଲଗା ଅଲଗା ସମୟରେ ମୌସୁମୀ ଆସୁଥିବା ବେଳେ ଓଡ଼ିଶାରେ ରଜ ପୂର୍ବ ଏବଂ ପରବର୍ତୀ ସମୟରେ ଆସି ପହଁଞ୍ଚି ଥାଏ l

ଏବର୍ଷ ମଧ୍ୟ ପାଣିପାଗ ବିଭାଗ ଠିକ ସେହିପରି ସୂଚନା ଦେଇଛନ୍ତି l ଜଳବାୟୁ ର ପରିବର୍ତନ ଗତ କିଛି ବର୍ଷ ମଧ୍ୟରେ ଦେଖା ଦେଇଥିବା ବେଳେ ଏଥର ସଠିକ ସମୟରେ ଓଡ଼ିଶାରେ ପହଁଚିଛି ମୌସୁମୀ l କେରଳ ଠାରେ ମେ ମାସ ରେ ମୌସୁମୀ ପହଁଞ୍ଚି ସାରିଛି ଏବଂ ତାର ପ୍ରଥମ ଲହରୀ ର କୋପ ଦେଖାଇ ସାରିଛି l

ବର୍ତ୍ତମାନ ଓଡ଼ିଶାରେ ପ୍ରଥମ ଲହରୀ ଭାବେ ସୃଷ୍ଟି ହେବ ଲଘୁଚାପ l ଏହି ଲଘୁଚାପ ଅଧିକ ମାତ୍ରା ରେ ହୋଇ ବର୍ଷା ଅଧିକ ଭାବରେ ହୋଇପାରେ ଏବଂ ଏହାର ମାତ୍ରା ବଢିଲେ କୂଆ ପଥର ଦ୍ୱାରା ମଧ୍ୟ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ l

ଆସନ୍ତା କାଲି ସାମାନ୍ୟ ହେଉ କିମ୍ବା ଉଗ୍ର ଧରଣର ମୌସୁମୀ ଆସନ୍ତା କାଲି ସମସ୍ତ ଜିଲ୍ଲାକୁ ଛୁଇଁବ l ଭାରତୀୟ ପାଣିପାଗ ବିଭାଗ ଏହା ଅଗରୁ ସୂଚାଇ ଦେଇଥିଲା l ଭାରତର ସମସ୍ତ କ୍ଷେତ୍ରରେ ମୌସୁମୀ ପହଁଞ୍ଚିଥିବା ବେଳେ କିଛି କିଛି କ୍ଷେତ୍ରରେ ପହଞ୍ଚିବା ବାକି ଥିଲା l ଓଡ଼ିଶାରେ ପ୍ରତିବର୍ଷ ମୌସୁମୀ ଜୁନ 11 ରୁ 17 ମଧ୍ୟରେ ଆସିଥାଏ ବୋଲି ପୂର୍ବରୁ ସୂଚନା ଅଛି l

ଆସନ୍ତା କାଲି ସମସ୍ତ ଜିଲାରେ ପ୍ରକୋପ ଦେଖାଇବ ମୌସୁମୀ l ସ୍ଥାନେ ସ୍ଥାନେ ଘଡଘଡି ସହ ବର୍ଷା ହେବା ସହ ଅନ୍ୟାନ୍ୟ ଯାଗାରେ ସାମାନ୍ୟ ବେଗରେ ବର୍ଷା ଏବଂ ପବନ ର ବେଗ ରହିବ l ବ୍ୟାପକ ପ୍ରସ୍ତୁତି ସହ ସମସ୍ତେ ସତର୍କ ରହିବାକୁ ସରକାର ଙ୍କ ଅନୁରୋଧ ଏବଂ ଆବଶ୍ୟକୀୟ ସାମଗ୍ରୀ ତଥା ଜରୁରୀ କାଳୀନ ସାମଗ୍ରୀ ପାଖରେ ରଖିବାକୁ ନିର୍ଦେଶ ଦିଆଯାଇଛି l ଆସନ୍ତା କାଲି ସମସ୍ତ ଓଡିଶା ବାସି ମୌସୁମୀ ର ପ୍ରଥମ ପରସ ପାଇବେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *