Press "Enter" to skip to content

ସାବିତ୍ରୀ ଅମାବାସ୍ୟାରେ ଭୁଲରେ ବି କରନ୍ତୁ ନାହିଁ ଏହି ୬ଟି କାମ ନହେଲେ ଖୁବ ଶୀଘ୍ର ହେବ ସ୍ୱାମୀ ଙ୍କ ମୃ-ତ୍ୟୁ Astrology

ବନ୍ଧୁଗଣ ସାବିତ୍ରୀ ବ୍ରତ ମା ସାବିତ୍ରି ଙ୍କ ପାଇଁ ପୂଜା କରାଯାଏ l ସାବିତ୍ରୀ ସତ୍ୟବାନ ଙ୍କୁ ନିଜର ପୂଜା ବଳରେ ଯମ ଙ୍କ ପାଖରୁ ଫେରାଇ ଆଣିଥିଲେ l ଯେ ପର୍ଯ୍ୟନ୍ତ ଯମ ତାଙ୍କ ସ୍ୱାମୀ ଙ୍କୁ ଫେରାଇ ନଥିଲେ ସେ ପର୍ଯ୍ୟନ୍ତ ସାବିତ୍ରୀ ସଂଘର୍ଷ ଜାରି ରଖିଥିଲେ l

ଶେଷରେ ଯମ ତାଙ୍କ ପୂଜା ରେ ସନ୍ତୁଷ୍ଟ ହୋଇ ତାଙ୍କୁ ସୌଭାଗ୍ୟବତୀ ର ଆଶ୍ରିବାଦ ଦେଇଥିଲେ l ସାବିତ୍ରୀ ଙ୍କ ପରି ଦୁନିଆରେ ସମସ୍ତ ନାରୀ ତାଙ୍କ ସ୍ୱାମୀ ଙ୍କୁ ରକ୍ଷା କରିବାର ଉଦେଶ୍ୟରେ ସାବିତ୍ରୀ ବ୍ରତ ପାଳନ କରନ୍ତି l

ସାବିତ୍ରୀ ବ୍ରତ ଯେହେତୁ ସ୍ୱାମୀ ଙ୍କ ପାଇଁ କରାଯାଏ ତେବେ ସାବିତ୍ରୀ ବ୍ରତ ଦିନ ଭୁଲରେ ବି ଏହିସବୁ ଭୁଲ କରିବା ଉଚିତ ନୁହେଁ ଯାହାଦ୍ୱାରା ସ୍ୱାମୀ ଙ୍କ ଆୟୁ ହାନି ହେବ l ତେଣୁକରି ଏହି ୬ ଟି ଭୁଲ ସାବିତ୍ରୀ ବ୍ରତରେ କେଭେ ମଧ୍ୟ କରନ୍ତୁ ନାହିଁ l ତେବେ ଆସନ୍ତୁ ଜାଣିବା ଭୁଲ ଗୁଡିକ କଣ କଣ l

ସାବିତ୍ରୀ ବ୍ରତଦିନ ମହିଳା କୌଣସି ମତେ ଭୁଲରେ ବି ସାମାନ୍ୟ ଚିରା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ l ନାଲି ରଙ୍ଗର ସମ୍ପୂର୍ଣ ବସ୍ତ୍ର ପିନ୍ଧିବା ଉଚିତ ସାମାନ୍ୟ ଚିରା ଫଟା ହେଲେ ମଧ୍ୟ ଏହାକୁ ପରିତ୍ୟାଗ କରିବା ଉଚିତ l ଭୁଲରେ ବି ଏହିଦିନ କଳା ରଙ୍ଗର ବସ୍ତ୍ର ପୁନ୍ଧିବା ଉଚିତ ନୁହେଁ l

ଏହିଦିନ ଅନ୍ୟ ମହିଳାଙ୍କ ଜିନିଷ ଆଣି ଘରେ ରଖନ୍ତୁ ନାହିଁ ନହେଲେ ଦାମ୍ପତ୍ୟ ଜୀବନ କଳହରେ ପରିପୂର୍ଣ ହେବା ସହ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମତ ଭେଦ ଅତ୍ୟଧିକ ହେବ l ଅନ୍ୟ ମହିଳାଙ୍କ ଜିନିଷ ଘରେ ରଖିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ l

ସାବିତ୍ରୀ ଅମାବାସ୍ୟା ଦିନ ନିଜର କିମ୍ବା ସ୍ୱାମୀଙ୍କର ବସ୍ତ୍ର ସଫା କରି ବାହାରେ ସୁଖାନ୍ତୁ ନାହିଁ l ଏହାଦ୍ୱାରା ପାପ ଶକ୍ତି ଘରେ ପ୍ରବେଶ କରିପାରେ l ଏହା ବିଶେଷ ରୂପେ ରାତିରେ ଧରାଯାଏ l

ସାବିତ୍ରୀ ଅମାବାସ୍ୟାରେ ଭାଙ୍ଗି ଯାଇଥିବା ଚୁଡ଼ି କିମ୍ବା ଫଟା ଚୁଡ଼ି ଏହିଦିନ ପିନ୍ଧନ୍ତୁ ନାହିଁ l ଏହାକୁ ବାହାର କରି ଘର ଭିତରେ ମଧ୍ୟ ରଖନ୍ତୁ ନାହିଁ l ଏହାଦ୍ୱାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧିପାଇଥାଏ l ଏବଂ ନିଜର ସନ୍ତାନ ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ l

ଏହିଦିନ କେଭେ ମଧ୍ୟ ସ୍ୱାମୀ ଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ l ଏପରି କରିବା ଦ୍ୱାରା ସ୍ୱାମୀଙ୍କର ଏବଂ ସ୍ତ୍ରୀ ଉଭୟ ଙ୍କର ଆୟୁଷ ହାନୀ ହୋଇଥାଏ l

ସ୍ୱାମୀ ଙ୍କୁ ଏହିଦିନ କୌଣସି ମତରେ କଟୁ କଥା କୁହନ୍ତୁ ନାହିଁ ଯାହା ଫଳରେ ସ୍ୱାମୀ ଆପଣଙ୍କ ଉପରେ କ୍ରୋଧିତ ହେବେ l ସ୍ୱାମୀ ଙ୍କୁ ପୂର୍ଣ ମନରେ ଭକ୍ତି କରିବା ସହ ତାଙ୍କୁ ସର୍ବଦା ସଂମ୍ମାନ କରନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *