Press "Enter" to skip to content

ଏମିତି କେଉଁ କାମ ଯାହା କେବଳ ଝିଅମାନେ କରିପାରିବେ ? 99% ଲୋକ ଫେଲ IAS QUESTION

ସମସ୍ତଙ୍କ ଜୀବନରେ ଚତୁର ପ୍ରଶ୍ନ ଉତ୍ତର ର ଅନେକ ମହତ୍ୱ ରହିଛି ଯାହା ଫଳରେ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ଠୁ ମୂର୍ଖାମୀ ହେବା ହାବୁଡ଼ରୁ ବଞ୍ଚିଯିବି l ସମସ୍ତେ ଚତୁର ପ୍ରଶ୍ନ ଉତ୍ତର ପ୍ରତି ଧ୍ୟାନ ଦେବା ଉଚିତ l ଯାହାଫଳରେ ଜୀବନରେ ଆପଣଙ୍କୁ କେହି ଅପଦସ୍ତ କରିପାରିବେ ନାହିଁ l ତେବେ ଅସନ୍ତୁ ଆରମ୍ଭ କରିବା l

ପ୍ରଶ୍ନ – ବୁଢ଼ା ବୁଢ଼ୀ ଙ୍କର ଖଶି ଯାଉଛି ଟୋକା ଟୋକି ଙ୍କର ପସିଯାଉଛି ସେଟା କଣ ?

ଉତ୍ତର – ଛୁଞ୍ଚି ରେ ସୁତା

ପ୍ରଶ୍ନ – ମଣିଷ ଦେଖିବାକୁ ଗେଡିଟିଏ ଲୁଗା ପିନ୍ଧିଛି ପେଡିଟିଏ ?

ଉତ୍ତର – ପିଆଜ

ପ୍ରଶ୍ନ – ସ୍ତ୍ରୀ ର ସ୍ୱାମୀ କଣ ଦେଖିପାରେ ନାହିଁ

ଉତ୍ତର – ବିଧବା

ପ୍ରଶ୍ନ – ଏମିତି କେଉଁ କାମ ଯାହା କେବଳ ଝିଅ ମାନେ କରି ପାରନ୍ତି ?

ଉତ୍ତର – ପିଲା ଜନ୍ମ

ପ୍ରଶ୍ନ – କିଏ ଆସିଲେ ତାକୁ କେହି ଦେଖି ପାରନ୍ତି ନାହିଁ ?

ଉତ୍ତର – ଆତ୍ମା ବା ଭୁତ

ପ୍ରଶ୍ନ – ଖାଇଲେ ସେ ଫଳଟିଏ ଡାକିଲେ ସେ ଝିଅଟିଏ ବୋଳିଲେ ସେ ରଙ୍ଗଟିଏ କହିଲ ଦେଖି ସିଏ କିଏ

ଉତ୍ତର – କମଳା

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from IAS Questions OdiaMore posts in IAS Questions Odia »

Be First to Comment

Leave a Reply

Your email address will not be published. Required fields are marked *