Press "Enter" to skip to content

ଏହି କାରଣ ପାଇଁ ଅସୀମା ପଣ୍ଡା ପିନ୍ଧନ୍ତି ନାହିଁ ସିନ୍ଦୁର ସତ ଜାଣିଲେ ଆପଣଙ୍କର ହୋସ ଉଡିଯିବ – OLLYWOOD

ଆପଣମାନେ ଜାଣିଥିବେ ଯେ ଆମର ସମସ୍ତଙ୍କର ପ୍ରିୟ ଗାୟିକା ଅସୀମା ପଣ୍ଡା ବିବାହିତା ଅଟନ୍ତି । ଯଦି ଆମେ ଓଡ଼ିଆ ଗୀତରେ ଆଗ୍ରହ ରଖୁଥିବେ ତ ଆପଣ ମଧ୍ୟ ତାଙ୍କର ଜଣେ ପ୍ରଶଂସକ ନିହାତି ହୋଇଥିବେ ।

ସାଧାରଣତଃ ଭାବେ ତାଙ୍କର ଓଡ଼ିଶାରେ ବହୁତ ମାତ୍ରାରେ ପ୍ରଶଂସକ ଅଛନ୍ତି । ତାଙ୍କର ହୃଦୟସ୍ପର୍ଶୀ, ସୁମଧୁର ସ୍ବରରେ ସେ ସମସ୍ତଙ୍କୁ ମନ ମଧ୍ୟ କିଣି ପାରିଛନ୍ତି । କିନ୍ତୁ ତାଙ୍କର ପ୍ରଶଂସକ ମନରେ ଗୋଟିଏ ପ୍ରଶ୍ନ ……

ସେ ଜଣେ ଓଡ଼ିଆ ଘରର ବୋହୂ ହୋଇ ମଧ୍ୟ ସେ ମଥାରେ ସିନ୍ଦୁର କଣ ପାଇଁ ପିନ୍ଧନ୍ତି ନାହିଁ । ଏ ବିଷୟରେ ତାଙ୍କର ପ୍ରଶଂସକ ମାନେ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି । ଯେ କୌଣସି ଟିଭି ଶୋ ହେଉ କିମ୍ବା ଅଫ ସ୍କ୍ରିନ ରେ ସିନ୍ଦୁର କଣ ପାଇଁ ପିନ୍ଧନ୍ତିନି । ଉତ୍ତର କିଛି ବି ହୋଇପାରେ କିନ୍ତୁ ଏ କଥାକୁ ନେଇ ତାଙ୍କ ଉପରେ ପ୍ରଶ୍ନ ଉଠେଇବା ନିହାତି ଭାବେ ଭୁଲ ।

ଜଣେ ଓଡ଼ିଆ ଭାବେ ତାଙ୍କର ପରମ୍ପରା ସିଏ ଜାଣିଛନ୍ତି ଏଥିରେ କିଛି ସନ୍ଧେହ ନାହିଁ । କାରଣ କିଛି ବି ହେଉଥାଉ, ଆପଣମାନେ ତାଙ୍କ ନିଷ୍ପତ୍ତିକୁ ସଂମାନ ଦେବା ଉଚିତ ।

ହୋଇଥାଇପାରେ ନିଜର ଵ୍ୟସ୍ତବହୁଳ ଜୀବନ କିମ୍ବା କୌଣସି ପ୍ରକାର ଆଲର୍ଜି ପାଇଁ ସେ ଏପରି କରିଥାଇପାରନ୍ତି । ତେବେ ଆମାର ଭଲପାଇବା ତାଙ୍କ ସହିତ ଏମିତି ରହିବ । ଆସକରୁଛୁ ଆଗକୁ ବି ସେ ଆମକୁ ଆହୁରି ମିଠା ମିଠା ଗୀତ ଭବିଷ୍ୟତରେ ଭେଟି ଦେବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published. Required fields are marked *