Press "Enter" to skip to content

ଏହି 5 ନାମ ଥିବା ପୁରୁଷ ଜନ୍ମ ରୁ ହିଁ ହୋଇଥାନ୍ତି ଭାଗ୍ୟବାନ – chanakya niti

ଚାଣକ୍ୟ ନୀତି ଗ୍ରନ୍ଥ ଏପରି ଏକ ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନକୁ କିପରି ସରଳ ଭାବରେ ବଞ୍ଚିହେବ ତାହା ସମ୍ପୂର୍ଣ୍ଣ ରୂପରେ ବର୍ଣନା ହୋଇଛି l ଆଚାର୍ଯ୍ୟ ଚାଣକ୍ୟ ଏହି ଗ୍ରନ୍ଥ ମାନବ ସମାଜ କଲ୍ୟାଣ ଉଦେଶ୍ୟରେ ଲେଖି ଯାଇଛନ୍ତି l ଚାଣକ୍ୟ ଜଣେ ଜ୍ଞାନୀ ପଣ୍ଡିତ ଏବଂ ମହାନ ରାଜନୈତିଜ୍ଞ ଥିଲେ l

ଚାଣକ୍ୟ ଏଭଳି ଏକ ଚରିତ୍ର ଥିଲେ ଯିଏ କି ତାଙ୍କ ବୁଦ୍ଧି ଏବଂ ଉପଦେଶ ବଳରେ ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରାଇଦେଇଥିଲେ l ଚାଣକ୍ୟ ଙ୍କ ପ୍ରଶଂସା ଯେତେବି କରାଯାଏ ତାହା କମ ହୋଇଯିବ l ଚାଣକ୍ୟ ନୀତି ଜୀବନରେ ଆଗକୁ ଯିବାକୁ ଏବଂ ବଂଚିବାର ଶୈଳୀ ଶିଖାଇଥାଏ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ଲେଖା ଯାଇଥିବା ଏହି 5 ଟି ଭାଗ୍ୟଶାଳୀ ପୁରୁଷଙ୍କୁ ବିଷୟରେ କହିବାକୁ ଯାଉଛୁ l

ଜଣେ ଶିଶୁଟିଏ ଜନ୍ମ ହେଵା ମାତ୍ରେ ହିଁ ତାର ନାମକରଣ କରିଦିଆ ଯାଏ l ଏବଂ ଯେଉଁ ନାମ ତାର ରଖାଯାଏ ତାକୁ ସାରା ଦୁନିଆରେ ସେହି ନାମ ରେ ପରିଚୟ ମିଳିଥାଏ l ତେଣୁକରି ନାମ ର ଏହି ପ୍ରଥମ ଅକ୍ଷରରୁ ଚମତ୍କାରୀ ତଥ୍ୟ ମିଳିଥାଏ l

ପିଲାଟି ଛୋଟବେଳୁ ଯେ କୌଣସି ସ୍ଥାନକୁ ଯିବାପରେ ପ୍ରଥମେ ତାକୁ ପ୍ରଥମେ ତାର ନାମ ପଚାରଯାଏ l ବନ୍ଧୁଗଣ ବ୍ୟକ୍ତି ନିଜର କର୍ମ ଅନୁସାରେ ସଫଳତା ପ୍ରାପ୍ତି କରିଥିବାର ସମସ୍ତେ ଜାଣନ୍ତି ମାତ୍ର ଏହି 5 ଜଣ ନିଜ ଜନ୍ମମାତ୍ରରୁ ହିଁ ଭାଗ୍ୟଶାଳୀ ହୋଇଥାନ୍ତି l ଏମାନେ ହେଲେ :- C, H, M, S, ଏବଂ V, ଅଟନ୍ତି l

ଏହି ବ୍ୟକ୍ତି ମାନେ ମା ଲକ୍ଷ୍ମୀ ଙ୍କର ଆଶ୍ରିବାଦ ସ୍ୱରୂପ ହୋଇଥାନ୍ତି l ଏହି ବ୍ୟକ୍ତିମାନେ ଛୋଟ ବେଳୁ ହିଁ ସମସ୍ତଙ୍କୁ ଖୁସିରେ ରଖିବାକୁ ଏବଂ ଖୁସିରେ ରହିବାକୁ ଚେଷ୍ଟା କରନ୍ତି l ଛୋଟବେଳୁ ହିଁ ଏହିପରି ନାମର ବ୍ୟକ୍ତି ମାନେ ପାଠ ପଢାପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି l

ଯାହାକି ତାଙ୍କର ସ୍ଵଭାଵ ରୂପେ ସାରାଜୀବନ ତାଙ୍କୁ ସମସ୍ତ ପଦକ୍ଷେପ ଏକ ଚା୍ୟାଲେଞ୍ଜ ସ୍ୱରୂପ ମନେ କରି ଆଗକୁ ଯାଇଥାନ୍ତି l ଯାହାଫଳରେ ଜୀବନରେ ପ୍ରତେକ ଟି କ୍ଷେତ୍ରରେ ସଫଳତାର ଶୀର୍ଷକ ଭାବେ ଉପଯୁକ୍ତ ହୋଇଥାନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published. Required fields are marked *