Press "Enter" to skip to content

ଘୋର କଳିକାଳ ଶେଷରେ କଳିଯୁଗରେ ଏଇଆ ହେବାକୁ ବାକି ଥିଲା ଶଶୁର ବୋହୁ ଙ୍କ ବାହାଘର ଦେଖନ୍ତୁ VIDEO

ନମସ୍କାର,ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ ଆଜି ଆମେ ଏଠାରେ କିଛି ବିଶେଷ ଓ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା କରିବାକୁ ଯାଉଛେ।ଆଉ ସାଧାରଣତଃ ଏହି ବିଷୟଟି ଆଧାରିତ ହେଉଛି ପ୍ରେମ ଉପରେ।

ସାଧାରଣତ ପ୍ରେମ ଆମ ବୟସରେ ହେଉ ଅବା ଆମ ଜୀବନରେ କେତେବେଳେବି ହୋଇପାରେ।ଆଉ ଆପଣ ମାନେ ଜାଣିଛନ୍ତି ଯେ ପ୍ରେମ ଅନ୍ଧ ହୋଇଥାଏ ଏହା ନା ଜାତି ଦେଖେ ନା କେବେ ଵର୍ଣ୍ଣ ଦେଖେ ନା କେବେ ଆଉ କୌଣସି ଜିନିଷ ଦେଖିଥାଏ ଆଉ ଯାହା ସହିତ ନାହିଁ ତାସହିତ ଆମର ପ୍ରଥମ ନଜରରେ ପ୍ରେମ ହୋଇଥାଏ।ଆଉ ଥରେ ପ୍ରେମ ହେଲା ମାନେ ଏହାକୁ ଭୁଲିବା ଆମ ମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାଏ।

ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି ଆଶ୍ଚର୍ଯ୍ୟ କର ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହାଦ୍ୱରା ଆପଣମାନେ ନିଜ ଆଖିରେ ନିଜେ ବିଶ୍ୱାସ କରି ପାରିବେ ନାହିଁ।ଆଉ ଆପଣ ଏହିଠାରୁ ପ୍ରମାଣ ପାଇଯିବେକି ପ୍ରେମ ସତରେ ଅନ୍ଧ ହୋଇଥାଏ।ଆଉ ଆମକୁ ପ୍ରେମ କରିବା ପାଇଁ କେବେ ହେଲେ ଜାତି ଧର୍ମ ଵର୍ଣ୍ଣ କିମ୍ବା ରଙ୍ଗ ରୂପ ଭେକର ଆଵଶ୍ୟକତା ହୋଇନଥାଏ।

ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଥାଏ ଆଉ ଏହାର ଅନୁଭବ ଆପଣ ଆପଣ ଜୀବନ ସାରା ଭୁଲି ପାରିବ୍ର ନାହିଁ।ଆଜି ଆମେ ଆପଣଙ୍କୁ ସେହି ଭଳି ଏକ ପ୍ରେମ କାହାଣୀ ଶୁଣାଇବାକୁ ଯାଉଛୁ ଯାହାକୁ ଶୁଣି ଆପଣମାନେ ନିଶ୍ଚିତଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ କାହାଣୀ ବିଷୟରେ ବିସ୍ତାରରେ।

ଆଜ୍ଞା ଆପଣ ମାନେ ବିଶ୍ୱାସ କରିବେନି ପ୍ରେମ କରି ଅନ୍ଧ ଯେକି ପ୍ରାୟ ୨୦ ବର୍ଷର ସୁନ୍ଦରି ଝିଅକୁ ବିବାହ କରିବେ ୬୦ ବର୍ଷର ଜଣେ ବୃଦ୍ଧ ବ୍ୟକ୍ତି।ଆଉ ସୋସିଆଲ ମେଡିଆରେ ଏହି ଫୋଟୋଟି ବହୁତ ଭାଇରାଲ ହେବାରେ ଲାଗିଛି।

ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ।ବିବାହ ହେଉଛି ଏକ ପବିତ୍ର ସମ୍ପର୍କ ଯାହାକି ସ୍ୱାମୀ ଓ ସ୍ତ୍ରୀ ଭିତରେ ବହୁତ ଭଲ ଭାବରେ ଗଢ଼ା ଯାଇଥାଏ।ସେମାନଙ୍କ ଭୁଲ ପାଇଁ ଏହା ଭାଙ୍ଗିଥାଏ ଓ ସେମାନଙ୍କ ଠିକ ପାଇଁ ଏହା ଆଗକୁ ବହୁତ ଭଲ ଭାବରେ ବଢିଥାଏ।କୁହାଯାଏ ଯୋଡି ଉପରବାଲା ଗଢ଼ିଥାଏ ଆଉ ଯିଏ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ଭାଙ୍ଗି ପାରିନଥାଏ।

ଏବେ ସୋସିଆଲ ମେଡିଆରେ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି,ଯାହା ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏହାର କାରଣ ହେଲା ଏହି ଭାଇରାଲ ଫୋଟୋ ଦେଖିଲେ ମିଳିଛିକି ବାପା ବୟସର ଜଣେ ପୁଅଙ୍କୁ ବିବାହ କରିଛନ୍ତି ଜଣେ ଝିଅ।

ଏହି ଫୋଟରେ ସ୍ୱାମୀର ବୟସ ହେଉଛି ୬୦ ବର୍ଷ ଓ ସ୍ତ୍ରୀର ବୟସ ହେଉଛି ୨୦ ବର୍ଷ।ଆଉ ଏହି ସୂଚନା ଅନୁସାରେ ଘଟଣାଟି ଘଟିଛି ପାକିସ୍ତାନରେ।ଏହି ଯୁବତୀ ହେଉଛନ୍ତି ଜଣେ ଲୋକ ପ୍ରିୟ ଟିକଟକ ଷ୍ଟାର ଓ ଏହି ମହିଳା ବହୁତ ଅଭିନୟ କରି ଅଳ୍ପ ସମୟରେ ବହୁତ ଭାଇରାଲ ହୋଇଥିଲେ।

ପୁରୁଷ ଜଣଙ୍କ ନାମ ହେଉଛି ଯେମି ଯେ ହେଉଛନ୍ତି ସାତଟି ପିଲାର ବାପା।ଆଉ ସେ ବିବାହ କରିଥିବା ଝିଅର ନାମ ହେଉଛି କରିନା।ତଥ୍ୟ ଅନୁସାରେ ଦୁହେଁ ଦୁହିଁଙ୍କୁ ଅନେକ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ ଆଉ ଅଳ୍ପ ଦିନ ହେଲା ବିବାହ କରିଛନ୍ତି।

ତାପରେ ତାଙ୍କ ପ୍ରଥମ ସ୍ତ୍ରୀ ଏ ସବୁ ଜାଣିଲା ପରେ ମା ପୁଅ ବାପାଙ୍କୁ ଘରୁ ବାହାର କରିଦେଲେ ଆଉ ତାପରେ ସେ ନୂଆ ବାହା ହୋଇଥିବା ଝିଅକୁ ନେଇ ଘର ଛାଡ଼ି ପଳେଇଲେ।ଏହି ଫୋଟକୁ ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published. Required fields are marked *