Press "Enter" to skip to content

ଏହି ମହିଳା ମାନଙ୍କ ସହ ଭୁଲ ରେ ବି ରଖନ୍ତୁ ନାହିଁ ସମ୍ପର୍କ ନହେଲେ ପସ୍ତେଇବେ ଦେଖନ୍ତୁ କଣ କୁହେ ଶାସ୍ତ୍ର – Adhyatmika

ଏହି ସମ୍ପୂର୍ଣ ସଂସାରରେ ହିନ୍ଦୁ ଧର୍ମକୁ ପବିତ୍ର ଧର୍ମ ବୋଲି କୁହାଯାଇଥାଏ।ଯେଉଁକଥା ଏହି ଗ୍ରନ୍ଥରେ ହଜାର ହଜାର ବର୍ଷ ପୂର୍ବରୁ କୁହାଯାଇଥିଲା।ଏବେ ବିଜ୍ଞାନ ସେହିକଥାକୁ ଲୋକଙ୍କ ସମ୍ନାକୁ ଆଣୁଛି।ହିନ୍ଦୁ ଧର୍ମରେ ଏପରି ଅନେକ ଜ୍ଞାନ ଅଛି ଯାହାକୁ ପାଇବାପାଇଁ ଅନେକ ଲୋକ ଚେଷ୍ଟା କରୁଛନ୍ତି।

କୁହାଯାଇଛିକି ଯଦି ଆମେ ହିନ୍ଦୁ ଧର୍ମର ଗ୍ରନ୍ଥରେ ଯାହା ଲେଖାଅଛି ତାକୁ ପାଳନ କରିବା ତେବେ ଆମ ଜୀବନରେ କେବେବି ଦୁଖଃ ଆସିବନି।ଶାସ୍ତ୍ରରେ କୁହାଯାଇଛି ଯଦି କୌଣସି ପୁରୁଷ ନିଜ ସାଙ୍ଗର ପତ୍ନୀ ସହିତ ତାଙ୍କ ଇଚ୍ଛାରେ ବା ଜବରଦସ୍ତ ଖରାପ ସମ୍ପର୍କ ରଖିଥାଏ ତେବେ ସେହି ପୁରୁଷ ମରିବାପରେବି ବହୁତ ଯନ୍ତ୍ରଣା ପାଇଥାଏ।ଏମିତି କୁହାଯାଇଛିକି କୌଣସି ପୁରୁଷ କୌଣସି ଅନ୍ୟ ମହିଳାଙ୍କ ସହିତ ଖରାପ ସମ୍ପର୍କ ରଖିବା ଅନୁଚିତ।

ଯେଉଁମାନେ ଏହାଠୁ ଦୁରେଇ ରହିଥାନ୍ତି ସେମାନେ ବହୁତ ଖୁସିରେ ରହିଥାନ୍ତି।ପୁରାଣରେ କୁହାଯାଇଛି ଜଣେ ପୁରୁଷ ବିନା ବିବାହ ପୂର୍ବରୁ ନିଜ ହେବାକୁ ଥିବା ପତ୍ନୀଙ୍କ ସହିତବି ଶାରୀରିକ ସମ୍ପର୍କ ରହିବା ପାପ ଅଟେ।ଯଦି ଆପଣ ଭଲରେବି କୌଣସି ବି ଝିଅ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି ତେବେ ବହୁତ ଶୀଘ୍ର ସେହି ଝିଅ ସହିତ ବିବାହ କରିନେବା ଆବଶ୍ୟକ।

ନଚେତ ଆପଣ ମହାପାପର ଅଧିକାରୀ ହୋଇଥାନ୍ତି।ଯେଉଁ ମହିଳାଙ୍କ ଚରିତ୍ର ଖରାପ ହୋଇଥାଏ ବା ସେହି ମହିଳା ବେଶ୍ୟା ହୋଇଥାଏ ତେବେ ସେହିପରି ମହିଳାଙ୍କ ସଙ୍ଗେ ସମ୍ପର୍କ ରାଖନ୍ତୁନି ଓ ସେମାନଙ୍କ ଠୁ ଦୁରେଇ ରୁହନ୍ତୁ।ଏହା ସହିତ ଏପରି ମହିଳାଙ୍କ ସହିତ ସମ୍ପର୍କ ରାଖନ୍ତୁନି ଯାହାର ସ୍ୱାମୀ ମରିଯାଇଥିବା ଏପରି ମହିଳାଙ୍କ ଉପରେ ଖରାପ ନଜର ପକାଇବା ମଧ୍ୟ ପାପ ହୋଇଥାଏ।

ହିନ୍ଦୁ ଧର୍ମ ଏକ ପବିତ୍ର ଧର୍ମ ଅଟେ।ହିନ୍ଦୁ ଧର୍ମରେ ନିଜ ରକ୍ତ ଥିବା କୌଣସି ମହିଳାଙ୍କ ସହ ଖରାପ ସମ୍ପର୍କ ରଖନ୍ତୁନାହିଁ କି ଖରାପ ଚିନ୍ତା କରନ୍ତୁ ନାହିଁ।ଏହା ଅକ୍ଷମ ପାପ ହୋଇଥାଏ।ନିଜର ଗୁରୁ ବା ନିଜଠୁ ବଡ଼ ମହିଳାଙ୍କ ସହିତ ଖରାପ ସମ୍ପର୍କ ଦେଖିବା ଉଚିତ ନୁହେଁ ଏହାବି ପାପ ବୋଲି ଶାସ୍ତ୍ରରେ କୁହାଯାଇଛି।

କାରଣ ଗୁରୁଙ୍କୁ ଶାସ୍ତ୍ରରେ ଭଗବାନ କୁହାଯାଇଛି।ପୁରୁଷମାନଙ୍କୁ କେବେବି ନିଜ ବିବାହିତ ପତ୍ନୀ ଛଡା ଆଉ କୌଣସି ଅନ୍ୟ ମହିଳାଙ୍କ ସହ ଖରାପ ସମ୍ପର୍କ ରଖିବା ଉଚିତ ନୁହେଁ ଓ ସେମାନଙ୍କ ଉପରେ ଖରାପ ନଜର ପକାଇବା ବା ଭାବିବା ମଧ୍ୟ ପାପ ଅଟେ।ଏପରି କରିବା ଦ୍ଵାରା ଆପଣ ବଡ଼ ପାପରେ ଭାଗୀ ହୋଇଥାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published. Required fields are marked *