Press "Enter" to skip to content

ଅଭିଷେକ ପହଁଚିଲେ ଭୁବନେଶ୍ୱର ବିମାନ ବନ୍ଦର ରେ ସମସ୍ତଙ୍କ ସହଯୋଗ ନିହାତି ଦରକାର – Breaking news

ବନ୍ଧୁଗଣ ମାସେ ହେଲା ବିବାହ ହେଇଛି ଅଭିଷେକ ଙ୍କର l ଆଖିରେ ଆଖିଏ ସ୍ୱପ୍ନ ପତ୍ନୀ ଙ୍କର l ସେହି ଆଖିର ସ୍ବପ୍ନ ମୁହୂର୍ତ୍ତକେ ଧୂଳିସାତ ହେବାକୁ ବସିଛି ସଭିଏଁ ଏବେ ତାଙ୍କ ସ୍ବପ୍ନ କୁ ଫେରାଇ ଆଣିବାର ଦାଇତ୍ୱ ଧୀରେ ଧୀରେ ନେଉଛନ୍ତି l

ଲୋକେ ଆଗେଇ ଆସୁଛନ୍ତି ଅଭିଷେକ ଙ୍କ ଚିକିତ୍ସା ପାଇଁ l କିନ୍ତୁ ଯେତିକି ଅର୍ଥ ଯୋଗାଡ଼ ହୋଇଛି ସେଥିରେ କେବଳ ଗୋଟିଏଦିନ ର ଚିକିତ୍ସା ହୋଇପାରିବ l ଅଭିଷେକ ହେଉଛନ୍ତି ଘରର ଏକମାତ୍ର ରୋଜଗାରିଆ ପୁଅ l

ଭଦ୍ରକ ସ୍ଥିତ ବାସୁଦେବପୁର ର ଅଭିଷେକ ମହାପାତ୍ର ମାତ୍ର 33 ଦିନ ତଳେ ତାଙ୍କର ବିବାହ ସମ୍ପର୍ଣ ହୋଇଥିଲା l ହଠାତ କ-ରୋନା ଜାଲରେ ଛନ୍ଦୀ ହୋଇଗଲେ ଅଭିଷେକ ତାଙ୍କ ଦେହ ଅତ୍ୟନ୍ତ ଖରାପ ହେବାବେଳେ ତାଙ୍କୁ ନିହାତି ଭାବେ ଏକମୋ ଚିକିତ୍ସା ଦରକାର ହେଉଅଛି ଯାହା ଫଳରେ ପତ୍ନୀ ଅଣ୍ଟା ଭିଡ଼ିଛନ୍ତି ସ୍ୱାମୀ ଙ୍କ ଅବସ୍ଥା ସୁଧାରିବା ନିମନ୍ତେ l

ବର୍ତ୍ତମାନ ସୁଦ୍ଧା ଏକ ଭାଗ ମଧ୍ୟ ଟଙ୍କା ସଂଗୃହିତ ହୋଇନାହିଁ l ଲୋକେ ଧୀରେ ଧୀରେ ସାହାର୍ଯ୍ୟ କରୁଥିବା ବେଳେ ଗୋଟିଏ ଦିନର ଚିକିତ୍ସା ଟଙ୍କା ସଂଗୃହିତ ହୋଇପାରିଛି l ସମସ୍ତେ ଟଙ୍କା ଯୋଗାଡ଼ ରେ ଲାଗି ଯାଇଥିବା ବେଳେ ପତ୍ନୀ ସାରା ଓଡିଶା ବାସୀଙ୍କ ଠାରୁ ଏକ ଟଙ୍କା ମଧ୍ୟ ସହାୟତା ମାଗିଛନ୍ତି l

ତାଙ୍କ ବିବାହ ରେ ତାଙ୍କ ସ୍ୱାମୀ ଙ୍କ ସହ ବହୁତ ସ୍ବପ୍ନ ଦେଖିଥିଲେ ପତ୍ନୀ ମାତ୍ର ବିବାହ ର ମାସେ ନ ପୂରୁଣୁ ସ୍ୱାମୀଙ୍କର ଏଭଳି ଅବସ୍ଥାରେ ଭାଙ୍ଗିପଡିଛନ୍ତନ୍ତି ପତ୍ନୀ l ଆଜି ଅଭିଷେକ ଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଏୟାରପୋଟ କୁ ନିଆଯାଇଛି ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ପାଖରେ ଉପସ୍ଥିତ ଅଛନ୍ତି l

ପତ୍ନୀ ପୁଣିଥରେ ସାହାର୍ଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ଏବଂ ତାଙ୍କ ସିନ୍ଦୁର କୁ ବଞ୍ଚାଇ ଦେବାପାଇଁ ସମସ୍ତଙ୍କୁ ନେହୁରା ହୋଇଛନ୍ତି l ତେଣୁକରି ବହୁତ ମାତ୍ରା ରେ ସେଆର କରି ମଧ୍ୟ ଆପଣ ଅଭିଷେକ ଙ୍କୁ ବଞ୍ଚାଇ ପାରିବେ l

ତଳ ନମ୍ବରରେ ସାହାଯ୍ୟ କରନ୍ତୁ ।
PHONE PAY/ GOOGLE PAY NO-9583596886, Name-Roshan Mohantyକିମ୍ବା ଅନ୍ୟ ଏକ ଗୁଗଲ ନମ୍ବର8956394401

ଅଧିକ ରୁ ଅଧିକ ସେଆର କରନ୍ତୁ… ଜୟ ଜଗନ୍ନାଥ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published. Required fields are marked *