Press "Enter" to skip to content

ମହିଳା ମାନଙ୍କର ସ୍ତ-ନ ବୃଦ୍ଧି ହେବାର ପ୍ରମୁଖ କାରଣ କଣ ହୋଇଥାଏ ଜାଣନ୍ତୁ – Health tips

ବନ୍ଧୁଗଣ ମହିଳାମାନଙ୍କ ବ୍ରେ-ଶ-ଟ କେଉଁ କାରଣରୁ ବୃଦ୍ଧି ପାଏ କଣ ଆପଣ ଜାଣିଛନ୍ତି, ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।
ସାଧାରଣ ତ ମହିଳା ମାନଙ୍କ ଶରୀର ବୃଦ୍ଧି ହେବା ସଂଗେ ସଂଗେ ସେମାନଙ୍କ ବ୍ରେ-ଶ-ଟର ଆକାର ମଧ୍ୟ ବଢିଥାଏ। ମହିଳା ମାନଙ୍କ ଶରୀରରେ ସଠିକ ପରିମାଣର ଏଷ୍ଟ୍ରୋଜେନ ହରମୋନ କ୍ଷରଣ ହେଉଥିଲେ ଶରୀର ବୟସ ଅନୁସାରେ ବଢ଼ିବା ସହ ବ୍ରେ-ଶ-ଟର ଆକାର ମଧ୍ୟ ବୃଦ୍ଧି ପାଇଥାଏ।

ହେଲେ ଏହା ସମସ୍ତଙ୍କ ଶରୀରେ ଠିକ ଭାବରେ ଆସିନଥାଏ ଯାହାଫଳରେ କେତେକ ମହିଳାଙ୍କ ଶରୀର ବୟସ ଅନୁସାରେ ବଡ଼ ହେଲେ ମଧ୍ୟ ଏମାନଙ୍କ ସ୍ତନ ବଢି ନଥାଏ, ଏବଂ ଅନ୍ୟ କେତେକ କ୍ଷେତ୍ରରେ ବୟସ ଅନୁସାରେ ଶରୀର ଅପେକ୍ଷାକୃତ ବ୍ରେ-ଶ-ଟ ବଡ଼ ହୋଇଥାଏ।

ଅନେକ କୁଆଁରୀ ଝିଅମାନଙ୍କ ବ୍ରେ-ଶ-ଟ ଆଦୋୖ ବୃଦ୍ଧି ହୋଇନଥାଏ ଏମାନେ ରିଲେସନ ରେ ରହିଲା ପରେ ବୃଦ୍ଧି ହୁଏ।ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁ ବ୍ରେ-ଶ-ଟ ବୃଦ୍ଧି ପାଇଥାଏ।

ବନ୍ଧୁଗଣ କୁଆଁରୀ ଝିଅମାନଙ୍କ ବୟସ ବୃଦ୍ଧି ହେବା ସହ ସେମାନଙ୍କ ମଧ୍ୟରେ ବହୁତ କିଛି ପରିବର୍ତ୍ତନ ଦେଖାଦେଇଥାଏ। ଏମିତିକି ସେମାନଙ୍କ ବ୍ରେ-ଶ-ଟ ମଧ୍ୟ ବୃଦ୍ଧି ପାଇଥାଏ, ହେଲେ ତାହା ସାମାନ୍ୟ ଥାଏ।

ନମ୍ବର ୧: ଗୋଟିଏ ରିସର୍ଚ୍ଚରୁ ଜଣାପଡିଛି ଯେ, ଯେଉଁମାନଙ୍କ ଶରୀର ଅପେକ୍ଷା ସେମାନଙ୍କ ସ୍ତନର ଆକୃତି ବଡ଼ ହୋଇଥାଏ, ସେମାନେ ଅଧିକ ଖଟା ଖାଇବାକୁ ପସନ୍ଦ କରିଥାନ୍ତି, ଆଜ୍ଞା ହଁ ଖଟା ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ୱାରା ବ୍ରେ-ଶ-ଟ ବଢିଥାଏ।

ନମ୍ବର ୨: କୁଆଁରୀ ଝିଅମାନେ ବିବାହ ପୂର୍ବରୁ ରେଲସନରେ ରହିଲେ ଏମାନଙ୍କ ସ୍ତନ ଅଧିକ ଶୀଘ୍ର ବୃଦ୍ଧି ହୁଏ ଯାହାକି ତାଙ୍କୁ ଗର୍ଭବତୀ କରେନି ଆଉ କେବଳ ବ୍ରେ-ଶ-ଟ ବୃଦ୍ଧି କରାଏ, ଏବଂ ବିବାହ ପରେ ସେମାନଙ୍କ ସ୍ତନର ଆକାର ମଧ୍ୟ ବୃଦ୍ଧି ପଇଥାଏ, କାରଣ ବିବାହ ପରେ ଶାରୀରିକ ସ-ମ୍ବ-ନ୍ଧ ଯୋଗୁଁ ମହିଳାମାନଙ୍କ ଶରୀରେ ଅନେକ ହରମୋନ କ୍ଷରଣ ହୁଏ ଏବଂ ଏମାନେ ଅଧିକ କ୍ୟାଲୋରୀ ଗ୍ରହଣ କରନ୍ତି। ଯାହାଫଳରେ ଏମାନଙ୍କ ବ୍ରେ-ଶ-ଟ ବୃଦ୍ଧି ପାଇଥାଏ।

ନମ୍ବର ୩: ମହିଳାମାନେ ଗର୍ଭବତୀ ହେବା ସମୟରେ ସେମାନଙ୍କ ବ୍ରେ-ଶ-ଟ ର ଆକୃତି ବୃଦ୍ଧି ପାଇଥାଏ। ପିରିୟଡ଼ ହେଉନଥିବାରୁ ସେମାନଙ୍କ ବ୍ରେ-ଶ-ଟ ଆହୁରି ଢିଲା ଏବଂ ନରମ ହୋଇଯାଏ। ଯାହାକି ଆହୁରି ବଡ଼ ହୋଇଥାଏ। ପିଲା ଜନ୍ମ ପରେ ବ୍ରେ-ଶ-ଟ ମଧ୍ୟ ବୃଦ୍ଧି ପାଇଥାଏ, କାରଣ ପିଲା ବ୍ରେ-ଶ-ଟ ସରୁ ଶୋଷି କ୍ଷୀର ଖାଇଥାଏ ଯାହା ଦ୍ୱାରା ବ୍ରେ-ଶ-ଟ ମାଂସପେଶୀ ଫୁଲିବାରେ ଲାଗିଥାଏ ଏବଂ ବ୍ରେ-ଶ-ଟ ଭୁ-ଣ୍ଡି ମଧ୍ୟ ବୃଦ୍ଧି ହୁଏ।

କେତେକ କ୍ଷେତ୍ରରେ ବିବାହ ପରେ ଓ ପିଲା ହେବା ପରେ ବ୍ରେ-ଶ-ଟ ଆକୃତି ଧୀରେ ଧୀରେ ଢିଲା ହୋଇଆସେ ଏବଂ ଆକୃତି କମିଯିବାର ମଧ୍ୟ ଦେଖାଯାଏ, ଏହା କେବଳ ଏଷ୍ଟ୍ରୋଜେନ ହରମୋନ କ୍ଷର ଅଭାଵ ଯୋଗୁ ହୋଇଥାଏ। ଶରୀରରେ ଭିଟାମିନ ଅଭାବ ବା ଖାଦ୍ୟରୁ ପୋଷଣ ଠିକସେ ନ ମିଳିଲେ ମହିଳାମାନେ ବହୁତ ଜଲ୍ଦି କମଜୋର ହୋଇଯାନ୍ତି।

ଶରୀର ସବଳ ରହିଲେ ବ୍ରେ-ଶ-ଟ ସତେଜ ରହିଥାଏ। ଶାରୀରିକ ସମ୍ପର୍କରେ ସେ ଅନେକ କ୍ୟାଲୋରୀ ଗ୍ରହଣ କରନ୍ତି ବୋଲି ବହୁତ ହରମୋନ ମଧ୍ୟ ଆପେ ଆପେ ଗ୍ରହଣ ହୋଇଯାଏ, ଯାହା ତାଙ୍କୁ ସୁସ୍ଥ ଏବଂ ସୁସୌନ୍ଦର୍ଯ୍ୟ ରହିବାରେ ସାହାଯ୍ୟ କରିଥାଏ ଓ ବ୍ରେ-ଶ-ଟ ର ଆକୃତି ଶରୀର ତୁଳନାରେ ଠିକ ରହିଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published.