ବନ୍ଧୁଗଣ ଜୁନ 10 ତାରିଖରେ ହେବାକୁ ଯାଉଛି ସୂର୍ଯ୍ୟ ପରାଗ l ଆଗାମୀ ଗୁରୁବାର ଦିନ ଏହା ହେବ l ଏହା ଓଡ଼ିଶାରେ ଅଦୃଶ୍ୟ ହେଇଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ମାନ୍ୟ ହେବନାହିଁ l ତେଣୁକରି ଏହା ଓଡ଼ିଶାରେ ମାନ୍ୟ ହେବନାହିଁ l
କିନ୍ତୁ ସେହିଦିନ ରାଜଯୋଗ ହେବାକୁ ଯାଉଛି 6 ଟି ରାଶି ଉପରେ l ଯେଉଁଥିରେ ସକାଳ କାର୍ଯ୍ୟ ଶୁଭ ହେବ ଏବଂ 6 ଟି ରାଶି ନିଜର ସବୁଦୁଃଖ କଷ୍ଟ ରୁ ମୁକ୍ତି ପାଇବେ l ତେବେ ଆସନ୍ତୁ ଜାଣିବା ଏହି 6 ଟି ଭାଗ୍ୟଶାଳୀ ଙ୍କ ରାଶି ଙ୍କର ବିଷୟରେ l
ମେଷ – ଏହି ସୂର୍ଯ୍ୟ ପରାଗରେ ମେଷ ରସିଙ୍କର ଭାଗ୍ୟଦୟ ହେବାକୁ ଯାଉଛି l ଯେତେ ସବୁ କାର୍ଯ୍ୟ ଅଧା ହୋଇ ପଡି ରହିଛି ସେ ସବୁକିଛି ଉତ୍ତମ ଭାବେ ସମାଧାନ ର ସମୟ ଆସିଯାଇଛି l ସୂର୍ଯ୍ୟ ପରାଗଠାରୁ ଉତ୍ତମ ଧନପ୍ରାପ୍ତି ର ଯୋଗ ହେଉଅଛି ଏହି ରାଶିଙ୍କର l
ସିଂହ – ଏହି ଦିନଠାରୁ ସିଂହ ରାଶି ସଫଳତାର ଶୀର୍ଷ ରେ ପହଁଚିବେ l କୋର୍ଟ କଚେରୀ କାମଠାରୁ ମୁକ୍ତି ପାଇବେ l ସବୁ କ୍ଷେତ୍ରରେ ସଫଳତାର ପାଇବାର ଶୁଭ ଯୋଗ ହେଉଅଛି ଏହି ରାଶି ଙ୍କର l
ତୁଳା – ଆପଣଙ୍କ ଅଟକିଥିବା କାମ ସଫଳ ହେବ l ଆପଣଙ୍କ ସ୍ୱାଭାବ ଆଚରଣ ରେ ପରିବର୍ତ୍ତନ ହେବ l କୌଣସି ଯାଗାରେ ସଂମ୍ମାନିତ ହୋଇପାରନ୍ତି l ଆପଣ ଅବିବାହିତ ହୋଇଥିଲେ ଆପଣଙ୍କ ବିବାହ ର ଉତ୍ତମ ମାର୍ଗ ଖୋଲିବାକୁ ଯାଉଛି l ଆପଣଙ୍କ ଆଗାମୀ ଭବିଷ୍ୟତ ମଧ୍ୟ ଉଜ୍ବଳ ହେବାକୁ ଯାଉଛି l
କର୍କଟ – ସୂର୍ଯ୍ୟ ପରାଗଠାରୁ ଏହି ରାଶି ଧନବାନ ହେବାକୁ ଯାଉଛନ୍ତି ଅଗରୁ ଚାକିରୀ କ୍ଷେତ୍ରରେ ସମ୍ଭଧିତ ଥିଲେ ଅଚାନକ ଆପଣଙ୍କର ପଦୋନ୍ନତି ହେଇପାରେ ଏବଂ ପ୍ରୀୟଜନ ଙ୍କ ଠାରୁ ମୂଲ୍ୟବାନ ଉପହାର ପ୍ରାପ୍ତି କରିପାରିବେ l ସୂର୍ଯ୍ୟ ପରାଗ ଠାରୁ ଆଗାମୀ ଭବିଷ୍ୟତ ଉଜ୍ବଳ ହେବାକୁ ଯାଉଛି l
କୁମ୍ଭ – ବହୁତ ଦିନ ଧରି ଅଟକିଥିବା ଧନ୍ ପ୍ରାପ୍ତି ହେବା ସହ ଜମି ଜିମା ଦ୍ୱାରା ଜୟଯୁକ୍ତ ହୋଇପାରନ୍ତି l ଶୁଭ ଖବର ପାଇଁ ଖୁସି ହେବେ ଧନ୍ ପ୍ରାପ୍ତି ରେ ଅଭାବ ପାରିଲକ୍ଷୀତ ହେବ ନାହିଁ l ପ୍ରିୟଜନଂ ମାନେ ଆପଣଙ୍କୁ ଆପଣଙ୍କ କାର୍ଯ୍ୟ ପାଇଁ ସଂମ୍ମାନ କରିପାରନ୍ତି l
ମୀନ ରାଶି – ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବର୍ତ୍ତମାନ ସବୁ କ୍ଷେତ୍ରରେ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି l ଯାହା ଫଳରେ ଯେ କୌଣସି କ୍ଷେତ୍ରରେ ଚାହିଁବେ ସଫଳତା ପ୍ରାପ୍ତି କରିପାରିବେ l ଆପଣଙ୍କ ପାଇଁ ନୂଆ ଘର ଆରମ୍ଭ କରିବାର ଶୁଭ ଯୋଗ ହେଉଅଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment