Press "Enter" to skip to content

ଆପଣଙ୍କ ପ୍ରିୟଏହି ଛୋଟ କଳାକାର ଙ୍କ ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦର ଆପଣ ଦେଖିଲେ ଆଖିରୁ ପଲକ ପଡ଼ିବନି Bollywood

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ରେ ମୋଟା ଠୁ ଆରମ୍ଭ କରି ପତଳା ପର୍ଯ୍ୟନ୍ତ ଏବଂ ଡେଙ୍ଗା ଠୁ ଆରମ୍ଭ କରି ବାମନ ପର୍ଯ୍ୟନ୍ତ ଅନେକ କଳାକାର ଅଛନ୍ତି ଯାହାଙ୍କ ପାଇଁ ଆଜି ବଲିଉଡ ଇଣ୍ଡଷ୍ଟ୍ରି ଖ୍ୟାତି ଅର୍ଜନ କରିପାରିଛି l ବଲିଉଡ ରେ ସମସ୍ତ କଳାକାର ଦେଶ ବାସୀଙ୍କର ପ୍ରିୟ ହୋଇଥାନ୍ତି l

ଆଜି ଆମେ ବଲିଉଡ ର କେକେ ଗୋସ୍ୱାମୀ ଙ୍କ ବିଷୟରେ କହିବାକୁ ଯାଉଛୁ l ଯିଏ କି ଛୋଟ ଉଚତା ର ହୋଇ ମଧ୍ୟ ଭାରତରେ ଖ୍ୟାତି ଅର୍ଜନ କରିଛନ୍ତି l ସେ ବଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଖ୍ୟାତି ଅଭିନେତା ଅଟନ୍ତି l ଅଧିକାଂଶ ସମୟରେ ତାଙ୍କୁ କମେଡି ସିନ କରୁଥିବାର ଦେଖାଯାଏ l

ତାଙ୍କ ଜନ୍ମ 3 ସେପ୍ଟେମ୍ବର 1973 ରେ ହୋଇଥିଲା l ସେ ବିହାର ର ମୁର୍ଜାଫର ଜିଲାରେ ଜନ୍ମ ହୋଇଥିଲେ l କେକେ ଗୋସ୍ୱାମୀ ଗୋଟେ ଛୋଟ ଗାଁ ର ବାସିନ୍ଦା ଅଟନ୍ତି l ତାଙ୍କ ପରିବାର ର କୌଣସି ସମ୍ବନ୍ଧୀୟ ବ୍ୟକ୍ତି ଫିଲ୍ମ ସହ ଜଡିତ ନଥିଲେ l କେକେ ଗୋସ୍ୱାମୀ ବହୁତ ଗରିବ ଘଋର ଥିଲେ ତାଙ୍କ ପରିବାର ର ଦାଇତ୍ୱ ଥିଲା ତାଙ୍କ ଉପରେ l ତାଙ୍କ ଛୋଟ ବୟସ ବେଳେ ସମୟ ଏତେ ଖରାପ ଥିଲା ଯେ ତାଙ୍କୁ ଅନେକଥର ଆର୍ଥିକ ପରିସ୍ଥିତି ର ସାମ୍ନାରେ କରିବାକୁ ପଡିଥିଲା l

ଥରେ ଥରେ ଗୋସ୍ୱାମୀ ଭୋକ ରେ ଶୋଉଥିଲେ l ଛୋଟ ଉଚତା ପାଇଁ ତାଙ୍କୁ ଚାକିରୀ ମଧ୍ୟ ମିଳୁ ନଥିଲା l ଏବଂ ଲୋକମାନେ ତାଙ୍କ ଉଚତା କୁ ଦେଖି ହସୁଥିଲେ ଯାହା ଫଳରେ ଗୋସ୍ୱାମୀ ଙ୍କୁ ବହୁତ ଖରାପ ଲାଗୁଥିଲା l କିନ୍ତୁ ଗୋସ୍ୱାମୀ ଧର୍ଯ୍ୟ ଧରି ଅନେକ କଷ୍ଟ କରି ବଲିଉଡ ରେ ପାଦ ଦେଇଥିଲେ l ଧୀରେ ଧୀରେ ଗୋସ୍ୱାମୀ ଇଣ୍ଡଷ୍ଟ୍ରି ରେ ଅଲଗା ହିଁ ଯାଗା ତିଆରି କରିଦେଇଥିଲେ l ସେ ବିକ୍ରାଲ ଗବ୍ରାଲ, ଶକ୍ତିମାନ, ଘୁଟରଘୁ ପରି ଅନେକ ସିରିଏଲ ରେ ସାମ୍ନାକୁ ଆସିଥିଲେ l

କେ କେ ଗୋସ୍ୱାମୀ ଙ୍କ ପତ୍ନୀ କୌଣସି ବଲିଉଡ ଅଭିନେତ୍ରୀ ଠୁ କମ ନୁହନ୍ତି l କେକେ ଗୋସ୍ୱାମୀ ଙ୍କ ଉଚତା 3 ଫୁଟ ହେଲେ ତାଙ୍କ ପତ୍ନୀ ଙ୍କ ଉଚତା 5 ଫୁଟ ଅଟେ l କିନ୍ତୁ ଦୁହିଁଙ୍କ ବୈବାହିକ ଜୀବନ ବହୁତ ସୁଖମୟ ଅଟେ l ତାଙ୍କ ପତ୍ନୀ ଙ୍କ ନାଁ ପିକୁ ଗୋସ୍ୱାମୀ ଏବଂ ସେ ଦୁହେଁ ପ୍ରେମ ବିବାହ କରିଥିଲେ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ବଲିଉଡMore posts in ବଲିଉଡ »

Be First to Comment

Leave a Reply

Your email address will not be published.