ବନ୍ଧୁଗଣ ଡାକ୍ତର ଭଗବାନ ଙ୍କର ଦ୍ୱିତୀୟ ରୂପ ହୋଇଥାଏ l ଯେତେବେଳେ ମଣିଷ ରୋଗରେ ସମୁଖୀନ ହୋଇଥାଏ ସେତେବେଳେ ଆଖି ବନ୍ଦ କରି ଡାକ୍ତର ଙ୍କୁ ବିଶ୍ୱାସ କରିଥାଏ କିନ୍ତୁ ଆପଣ ଏଭଳି ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ l ଡାକ୍ତର ରୋଗୀ ଙ୍କୁ ଅତି ନୃଶଂସ ଭାବରେ ମାଡ଼ ମାରୁଥିବାର ଦୃଶ୍ୟ ଚିତ୍ର ସିସିଟିଭି ରେ କଏଦୀ ହୋଇଛି l
ଡାକ୍ତର ରୋଗୀଙ୍କୁ ଅତି ନୃଶଂସ ଭାବରେ ମାଡ଼ ମାରୁଛନ୍ତି ଏବଂ କେହି ଦେଖିଦେବେ ଭୟ ରେ ରୋଗୀ ଥିବା ରୁମ ରେ ପଡ଼ିଥିବା ସ୍କ୍ରିନ କୁ ଲୁଚାଇ ମାଡ଼ ମାରୁଛନ୍ତି l
କିନ୍ତୁ ଯେତିକି ମଧ୍ୟ ସିସିଟିଭିରେ କଏଦୀ ହୋଇଛି ସେତିକି ଦେଖିଲେ ଆପଣ ହୁଏତ ଡାକ୍ତର ରୁପି ଭଗବାନ ଙ୍କୁ ଆଉ କେଭେ ମଧ୍ୟ ବିଶ୍ୱାସ କରିବେ ନାହିଁ l ଡାକ୍ତର ମାନେ ଭଗବାନ ଙ୍କ ଦ୍ୱିତୀୟ ରୁପି ହେଇଥିବାର ଆମେ ପ୍ରଥମରୁ ଶୁଣି ଆସୁଥିଲେ ଏବଂ ଅନେକ ଉଦାହରଣ ଦେଖିଛେ ମଧ୍ୟ l
ଏ ଦୃଶ୍ୟ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି ଏବଂ ସମସ୍ତେ ଡାକ୍ତର ଙ୍କୁ ଛି ଛି କହୁଛନ୍ତି l ସିସିଟିଭି ରେ କଏଦ ହୋଇଥିବା ଦୃଶ୍ୟ ପଟିଆଲା ରୁ କଏଦୀ ହୋଇଛି l
ଡାକ୍ତର ଅମାନୁଷିକ ଭାବେ କିଭଳି ଅତ୍ୟାଚାର କରିଚାଲିଛନ୍ତି ତାହା ଛାତି ଥରାଦୃଶ୍ୟ ଅଟେ l ଅମଣିଷ ଭଳି ମାରି ଚାଲିଛନ୍ତି ରୋଗୀକୁ ଏବଂ ଏହା ପୁଣି ସାମାନ୍ୟ ମାତ୍ରା ରେ ନୁହେଁ ଅତି ତୀବ୍ର ମାତ୍ରା ରେ ମାଡ଼ ମାରିଚାଲିଛନ୍ତି l
ଜଣେ ଡାକ୍ତର ଯିଏ କି ରୋଗୀଙ୍କୁ ବଞ୍ଚାଇବା ତାର ଧର୍ମ ହୋଇଥାଏ l ସେତେବେଳେ ରୋଗୀ ବିପଦରେ ପଡିଥାଏ ସେତେବେଳେ ସେ ପ୍ରଥମେ ଡାକ୍ତର ଙ୍କୁ ନିଜର ସମସ୍ୟା ଜଣାଇଥାଏ l ଏବଂ ସମସ୍ତ ଅସୁବିଧା ବିଷୟରେ କହିଥାଏ l
କିନ୍ତୁଜଣେ ଡାକ୍ତର ହୋଇ ରୋଗୀଙ୍କୁ ଏପରି ଅତ୍ୟାଚାର କରିବା କେତେଦୂର ଠିକ ତାହା ଆପଣ ଭାବନ୍ତୁ ଏବଂ ବହୁ ମତ ଭାବରେ ଏହାକୁ ସେଆର କରନ୍ତୁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।
ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment