Press "Enter" to skip to content

ଆସୁଛି ଲଘୁଚାପ ଏହି ଜିଲାରେ ହେବ ଅଧିକ ବର୍ଷା ପାଣିପାଗ ବିଭାଗ ଦେଲା ବଡ଼ ସୂଚନା – weather update

କେରଳ ଛୁଇଁଲା ମୌସୁମୀ ବାୟୁ l ଭାରତୀୟ ପାଣିପାଗ ବିଭାଗ ଦେଲା ବଡ଼ ସୂଚନା l ଲଘୁଚାପ ସୃଷ୍ଟି ହୋଇଛି କେରଳରେ ଏବଂ ଭାରତୀୟ ପାଣିପାଗ ବିଭାଗ ଗବେଷଣା ଅନୁଯାଇ ଖୁବ ଶୀଘ୍ର ମୌସୁମୀ ଓଡିଶା ଛୁଇଁବ l ଓଡ଼ିଶାରେ ମୌସୁମୀ ପହଞ୍ଚିଲେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହେବ l

ଆସନ୍ତା 11 ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ଗବେଷକ କହିଛନ୍ତି l ପ୍ରତିବର୍ଷ ଜୁନ 10 ରୁ 12 ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥାଏ l ଏଥର ମଧ୍ୟ ସେହି ତାରିଖ ସୁଦ୍ଧା ମୌସୁମୀ ପହଁଞ୍ଚିବାର ଆଶା କରାଯାଉଛି l

ଜୁନ ରେ ଓଡ଼ିଶାରେ ଆଶାଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି l ବର୍ତ୍ତମାନ କେରଳ ଉପକୂଳରେ ମୌସୁମୀ ପ୍ରବାହିତ ହେଉଥିବା ବେଳେ ଓଡ଼ିଶାରେ ଖୁବ ଶୀଘ୍ର ପହଞ୍ଚିବା ନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ l କେରଳ ରେ ଜୁନ 1 ତାରିଖ ରୁ 3 ତାରିଖ ମଧ୍ୟରେ ମୌସୁମୀ ପହଁଞ୍ଚିଥାଏ ସବୁବର୍ଷ ଏବଂ ଏହିବର୍ଷ ମଧ୍ୟ ସଠିକ ସମୟରେ ମୌସୁମୀ ପହଁଚିଛି l

ତେଣୁକରି ଓଡ଼ିଶାରେ ମଧ୍ୟ ସଠିକ ସମୟରେ ମୌସୁମୀ ପହଞ୍ଚିବାର ଆଶା କରାଯାଉଛି l ଜୁନ ମାସ ରେ ମଧ୍ୟ ଓଡ଼ିଶାରେ ବର୍ଷା ହେବ ଏହା ସାମାନ୍ୟ ଠାରୁ କିଛିମାତ୍ରା ରେ ଅଧିକ ରହିବ l

ଭାରତରେ ସମସ୍ତ ସ୍ଥାନରେ ମୌସୁମୀ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚିଥାଏ l ଯାହାର ଝଲକ ଦେଖିବାକୁ ମିଳିଛି ବର୍ତ୍ତମାନ କେରଳ ରେ l ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ସ୍ଥିତି ତଥା ପରିମାଣ କେମିତି ରହିବ ଚିନ୍ତା କରାଯାଇଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.