Press "Enter" to skip to content

ଆଉ କେତେ ହୃଦୟ କିଣିବ ସୋନୁ ସୁଦ ପୁଣି ସହାୟତା ର ହାତ ବଢ଼ାଇଲେ ଓଡ଼ିଆ ସିଙ୍ଗର ତପୁ ମିଶ୍ର ଙ୍କୁ – Ollywood

ବନ୍ଧୁଗଣ ତପୁ ମିଶ୍ର ଙ୍କୁ ତ ଆପଣ ସମସ୍ତେ ଜାଣିଥିବେ l ଓଡ଼ିଶାର ସୁନାମ ଧନ୍ୟ ସଂଗୀତକାର ଭାବେ ତପୁ ମିଶ୍ର ଖ୍ୟାତି ଅର୍ଜନ କରିଛନ୍ତି l ତପୁ ମିଶ୍ର ଦେଖିବାକୁ ଯେତିକି ସୁନ୍ଦର ତାଙ୍କ କଣ୍ଠ ମଧ୍ୟ ସେତିକି ସୁନ୍ଦର l ଗତ କିଛିଦିନ ଧରି ତପୁ ମିଶ୍ର କରୋନା ରୋ-ଗରେ ଆକ୍ରାନ୍ତ ଥିଲେ l

ଯାହା ଫଳରେ ସେ ଘରେ ସଂଗରୋଧ ହୋଇ ଚିକିତ୍ସିତ ହେଉଥିଲେ l ଧୀରେ ଧୀରେ ତାଙ୍କ ଅବସ୍ଥା ଶଙ୍କଟା ପର୍ଣ ହୋଇଯିବାରୁ ତାଙ୍କୁ କଟକ ସ୍ଥିତ ଘରୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପର୍ଣ ହେବାର ଜଣାପଡିଥିଲା l

ଓଡିଶା ବାସି ମଧ୍ୟ ତପୁ ମିଶ୍ର ଙ୍କର ଏହି ଅବସ୍ଥା ପାଇଁ ଦୁଃଖ କରୁଥିଲେ l ଏବଂ ଭଗବାନ ଙ୍କ ନିକଟରେ ତାଙ୍କ ଆରୋଗ୍ୟ ନିମନ୍ତେ ପାର୍ଥନା କରିଥିଲେ l ତପୁ ମିଶ୍ର ଙ୍କର ବର୍ତ୍ତମାନ ଅବସ୍ଥା ସାଙ୍ଘାତିକ ଥିବାର ସୂଚନା ମିଳିଛି ଯାହା ଫଳରେ ଆତ୍ମୀୟ ସ୍ୱଜନ୍ନ ଚିନ୍ତିତ ହୋଇପଡିଛନ୍ତି ଏବଂ ତାଙ୍କ ଆରୋଗ୍ୟ କାମନା ନିମନ୍ତେ ଭଗବାନ ଙ୍କୁ ପାର୍ଥନା କରୁଛନ୍ତି l ଡାକ୍ତର ମାନେ ତାଙ୍କର ସବୁପ୍ରକାର ଚେଷ୍ଟା ଚଳେଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତନ ଦେଖାଦେଉ ନାହିଁ l

ତପୁ ଙ୍କ ଏହି ଶଙ୍କଟାପର୍ଣ ଅବସ୍ଥାକୁ ନେଇ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି ଯାହାକି ତପୁ ଙ୍କର ଏକ ସାଙ୍ଗ ଗୀତା ଦାସ ଯିଏ କି ତପୁ ମିଶ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ବିଷୟରେ ସୋନୁ ସୁଦ ଙ୍କୁ ଟ୍ୱିଟ ମାଧ୍ୟମରେ ଜଣାଇଥିଲେ l ଗୀତା ଜଣାଇଥିଲେ ତପୁଙ୍କ ପାଇଁ 2ଡିଜି ଷ୍ଟେଚର ଆବଶ୍ୟକ ହେଉଛି ଯାହାକି ବର୍ତ୍ତମାନ ପାଖରେ ନାହିଁ l ଏବଂ ଗୀତା କହିଥିଲେ ବହୁତ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ 2ଡିଜି ଷ୍ଟେଚର l

ଯାହା ଫଳରେ ତାଙ୍କ ପ୍ରିୟ ସାଥି ପପୁଲାର ସିଙ୍ଗର ତପୁ ମିଶ୍ର ଙ୍କ ଅବସ୍ଥା ଶଙ୍କଟାପର୍ଣ ହେଇଯାଉଛି ଏବଂ ସୋନୁ ସୁଦ ଙ୍କୁ ସାହାର୍ଯ୍ୟ ପାଇଁ ବିନତି କରିଥିଲେ ଗୀତା l ଏହା ପରେ ସୋନୁ ସୁଦ ଟ୍ୱିଟ ର ରିପ୍ଲାଏ ଦେଇଥିଲେ l

ତପୁ ମିଶ୍ର ଙ୍କର କିଛି ହେବନି ସେ ଜଲଦି ତାଙ୍କପାଇଁ ବ୍ୟବସ୍ଥା କରିବେ ଏବଂ ତପୁ ମିଶ୍ର ପୁଣି ଆଗପରି ଭଲ ଗୀତ ଗାଇବେ ବୋଲି ପ୍ରତିଶୃତି ଦେଇଥିଲେ ସୋନୁ ସୁଦ l ଏହି ଖବର ଗଣ ମାଧ୍ୟମ ରେ ପ୍ରସାରିତ ହେବାପରେ ସମସ୍ତେ ଆଶ୍ବସ୍ତି ଲାଭ କରିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.