Press "Enter" to skip to content

ରଜ ପରେ ଖୋଲିବ କି ଲକଡାଉନ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା – Breaking news

ସାରା ବିଶ୍ୱରେ କ-ରୋନା ଭାଇରସ ଦେଖା ଦେଇଥିବା ବେଳେ ଭାରତରେ କ-ରୋନା ର ଦ୍ୱିତୀୟ ଲହରି ଦେଖା ଦେଇଛି l ଯେଉଁଥିରେ ଲୋକଙ୍କର ମୃ-ତ୍ୟୁ ହାର ଏବଂ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ି ଚାଲିଛି l

ଭାରତରେ ବର୍ତ୍ତମାନ ମହାରାଷ୍ଟ୍ର ରେ କ-ରୋନା ର ପ୍ରକୋପ ଧୀରେ ଧୀରେ କମିବାକୁ ଲାଗିଛି ଯାହା ଫଳରେ କିଛି କିଛି ସ୍ଥାନରେ କଟକଣା ଢିଲା ହେଲାଣି l ମହାରାଷ୍ଟ୍ର ର ଦୁଇ ରୁ ତିନି ଟି ଯାଗାରେ ସମ୍ପୂର୍ଣ ଭାବେ କ-ରୋନା ରୋଗୀ ସୁସ୍ଥ ହେବା ସହ ସଂକ୍ରମଣ ସଂଖ୍ୟା ତୀବ୍ର ବେଗରେ ହ୍ରାସ ପାଉଛି l

ଭାରତରେ କିଛି ରାଜ୍ୟରେ କ-ରୋନା ବେଗ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି କିଛି ରାଜ୍ୟରେ l ଯାହା ଫଳରେ ସରକାର ତାଲାବନ୍ଦ ନିଷ୍ପତି କୁ ଧୀରେ ଧୀରେ କୋହଳ କରିବାକୁ ନିଷ୍ପତି ନେଉଛନ୍ତି l ଆଗାମୀ ଦିନରେ ମହାରାଷ୍ଟ୍ର ଯଦି କ-ରୋନା ସଂକ୍ରମଣ ମୁକ୍ତ ହୁଏ ତେବେ ସୁନିଶ୍ଚିତ ଭାବରେ କଟକଣା କୋହଳ ହେବ ଏବଂ ସମ୍ପୂର୍ଣ୍ଣ ମହାରାଷ୍ଟ୍ର ତାଲାବନ୍ଦ କଟକଣା ରୁ ମୁକ୍ତି ପାଇପାରିବ l

ଓଡ଼ିଶାରେ ମଧ୍ୟ କ-ରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି ଏବଂ ତାଲାବନ୍ଦ ଜାରି ରହୁଛି l ତେଣୁକରି ରାଜ୍ୟ ସରକାର ରଜ ପର୍ବ ପରେ ନୂଆ ଗାଇଡଲାଇନ ଆରମ୍ଭ କରିବାକୁ ଯାଉଛନ୍ତି ଯାହା ଫଳରେ କଟକଣା କୋହଳ ହେବାର ସମ୍ଭାବନା ରହିଛି l ଅନ୍ୟାନ୍ୟ ରାଜ୍ୟରେ କ-ରୋନା ସଂକ୍ରମଣ ଦ୍ରୁତ ଗତି ରେ ହ୍ରାସ ପାଉଛି ଯାହା ଫଳରେ ରାଜ୍ୟ ସରକାର ଧୀରେ ଧୀରେ କଟକଣା କୋହଳ କରିବାର ଚିନ୍ତା କରୁଛନ୍ତି l

ରଜ ପର୍ବ ପରେ ଯଦି ବର୍ତ୍ତମାନ ପରି କ-ରୋନା ସଂକ୍ରମଣ ନିମ୍ନ ମାନର ହୁଏ ତେବେ ପରବର୍ତ୍ତୀ କଟକଣା ରେ ଦୋକାନ ବଜାର ଠୁ ଆରମ୍ଭ କରି ସବୁକିଛି ଖୋଲା ଯିବ ବୋଲି ସୂଚନା ମିଳିଛି l ନୂଆ ଗାଇଡଲାଇନ ସରକାର ଙ୍କ ତରଫରୁ ନୂତନ ଭାବେ ଆରମ୍ଭ କରାଯିବ ଯାହା ଫଳରେ ଖୁଚୁରା ବ୍ୟବସାୟୀ ଠୁ ଆରମ୍ଭ କରି ସମସ୍ତଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ପ୍ରାପ୍ତି ହେବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.