Press "Enter" to skip to content

ବୁଢ଼ି ହେଲେ ବି ଦେଖାଯିବେ ଯବାନ କେବଳ ଏହି ଉପାୟରେ ଜାଣନ୍ତୁ ଜାପାନ ଲୋକଙ୍କ ଯବାନ ହେବାର ସିକ୍ରେଟ – special report

ବନ୍ଧୁଗଣ ସୁନ୍ଦର ଚେହେରା ଏବଂ ଫିଟନେସ ପାଇବାପାଇଁ ସମସ୍ତଙ୍କର ଇଚ୍ଛା ଥାଏ l କିନ୍ତୁ ସମସ୍ତେ ଏହା ପାଇପାରନ୍ତି ନାହିଁ l କିନ୍ତୁ ସବୁବେଳେ ପ୍ରାକୃତିକ ଉତ୍ସ ର ମହତ୍ୱ ରହିଥାଏ ଯାହା ଦ୍ୱାରା ପୂର୍ବରୁ ଏବଂ ଏବେ ମଧ୍ୟ ପ୍ରକୃତି ଦ୍ୱାରା ସୁନ୍ଦରତା ପ୍ରାପ୍ତି ହୋଇଥାଏ ଯାହାକୁ ଜାପାନ ଦେଶରେ ମଧ୍ୟ ବ୍ୟବହାର କରାଯାଏ l

ଯଦି ଆପଣଙ୍କ ବୟସରେ 25 ବର୍ଷ ରୁ ଉର୍ଦ୍ଧ ହୋଇସାରିଲାଣି ତେବେ ନିଶ୍ଚିତ ଆପଣଙ୍କୁ ଏହି ଉପାୟ କାମ ଦେବ ଏବଂ ଆପଣ ଏହାକୁ ବ୍ୟବହାର କଲେ ନିଶ୍ଚୟ ଆପଣଙ୍କ ବୟସରୁ 10 ବର୍ଷ କମ ବୟସର ଦେଖାଯିବେ l

ଆଜି ଆମେ ଆପଣଙ୍କୁ ଏକ ସିକ୍ରେଟ ସିରମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଥରେ ବ୍ୟବହାର କଲେ ତାହାର ପ୍ରତିକ୍ରିୟା ନିଜେ ଅନୁଭବ କରିପାରିବେ ଏବଂ ଏହି ସିରମ ରେ କୌଣସି ବିପଦ ନାହିଁ l ତେବେ ଡେରି ନକରି ଆସନ୍ତୁ ଆରମ୍ଭ କରିବା l ଆପଣଙ୍କୁ ଏହି ସିରମ ତିଆରି ପାଇଁ କମଳା ଦରକାର ହେବ l

ପ୍ରଥମେ କମଳା ରୁ ଚୋପା କୁ ଅଲଗା କରନ୍ତୁ ଏହି କମଳା ଚୋପା ରେ ଆମେ ସିରମ କରିବା l ଏକ ଗ୍ଲାସ ପାଣି କଡେଇରେ ଗରମ କରନ୍ତୁ ଏବଂ କମଳା ଚୋପା ସେହିଥିରେ ପକାନ୍ତୁ l ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ପାଣି ଅଧା ଗ୍ଲାସ ନ ହୋଇଛି ସେ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ l

ଏବେ ଏହି ପାଣି କୁ ଏକ ପାତ୍ର ରେ କାଢନ୍ତୁ ଏବଂ ଏହିଥିରେ ଏକ ଚାମଚ ଘି କୁଆଁରୀ ରସ ଏବଂ ଏକ ଚାମଚ ଗ୍ଲୀସେରିନ l ଏହାପରେ ଭିଟାମିନ E କ୍ୟାପସୁଲୁ ଆଡ଼ କରିବେ l ଏହା ଏବେ ପ୍ରସ୍ତୁତ l ଏହାକୁ ଆପଣ ଦିନକୁ ଦୁଥର ବ୍ୟବହାର କରିପାରିବେ ଏବଂ ଫରକ ଦେଖିପାରିବେ l ଏହା ବ୍ୟବହାର କରିବା ଦ୍ୱାରା ସୁନ୍ଦର ଏବଂ ଚିକଣ ଚେହେରା ପ୍ରାପ୍ତି ହୋଇଥାଏ

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.