Press "Enter" to skip to content

ବର୍ଷା ଘରୁ ଗୋଡ଼ କାଢିଲେ ଲକ୍ଷ୍ମୀ ଛଡା ହେଲେ ପରିବାର ବର୍ଷା ଙ୍କ ସହ ଚାଲିଗଲେ ଘରର ଲକ୍ଷ୍ମୀ – Ollywood

ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ତ ଆପଣ ସମସ୍ତେ ଜାଣିଥିବେ l ଅଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତି ପ୍ରେମ ବିବାହ କରିଥିଲେ l ଦୁହିଁଙ୍କ ଯୋଡି ଅଲିଉଡ ରେ ସୁପରହିଟ ଯୋଡି ବୋଲି ଦର୍ଶକ କୁହନ୍ତି l ଅନୁଭବ ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ର ସାଂସଦ ଅଟନ୍ତି l

ଅନୁଭବ ଙ୍କ ବିରୁଦ୍ଧରେ ବର୍ଷା କିଛିଦିନ ତଳେ ଘରୋଇ ହିଂସା ଏବଂ ଅତ୍ୟାଚାର ର ଅଭିଯୋଗ ଆଣିଥିଲେ ଯାହା ଫଳରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଲା ଏହି ଘଟଣା l ଅନୁଭବ ବର୍ଷା ଙ୍କୁ ଛାଡ଼ପତ୍ର ଦେବାକୁ ଚାଁହୁଥିବା ବେଳେ ବର୍ଷା ତାଙ୍କ ସହ ରହିବାକୁ ଚାଁହୁଥିଲେ ଏବଂ ତାଙ୍କ ସହ ହୋଇଥିବା ଅନ୍ୟାୟ ପାଇଁ ନ୍ୟାୟ ମାଗିଥିଲେ ବର୍ଷା l

ମାତ୍ର ତର୍କ ବିତର୍କ ରେ ଏହି ଘଟଣା ବହୁତ ବଡ଼ ଧାରଣ ର ହେଲା ଏବଂ ଦୁହେଁ ଅଲଗା ହୋଇଗଲା l ଅନୁଭବ ଏବଂ ବର୍ଷା ଦୁହେଁ ଅଲଗା ହେବାପରେ ଅନୁଭବ ଙ୍କ ଲୋକପ୍ରିୟତା ଧୀରେ ଧୀରେ ହ୍ରାସ ପାଉଛି l ଲୋକେ ଅନୁଭବ ଙ୍କ ବିରୋଧୀ ହୋଇପଡିଛି ଅଧିକାଂଶ ଜନତା ଏହି ଘଟଣାରେ ଅନୁଭବ ଙ୍କୁ ହିଁ ଦୋଷୀ ବୋଲି ଭାବୁଛନ୍ତି l

ବର୍ଷାଙ୍କୁ ସବୁବେଳେ ଲୋକ ପ୍ରିୟତା ଆଗରୁ ଅଧିକ ମିଳିଛି ଏବଂ ବର୍ଷା ସମସ୍ତଙ୍କ ସହ ସକ୍ରିୟ ଅଟନ୍ତି l ତେଣୁକରି ବର୍ଷା ଙ୍କ ଏହି କଷ୍ଟକର ପରିସ୍ଥିତି ରେ ତାଙ୍କ ସପକ୍ଷରେ ସମସ୍ତେ ଠିଆ ହେଲେ l

ବର୍ତ୍ତମାନ ସୋସିଆଲ ମିଡିଆରେ ଅନୁଭବ ଏବଂ ତାଙ୍କ ବାପାଙ୍କର ଜାଲି ସାର୍ଟିଫିକେଟ ପାଇଁ ଖୁବ ଜୋରେ ଚର୍ଚ୍ଚା ଚାଲିଛି l ସମସ୍ତଙ୍କ ମତରେ ଅନୁଭବ ଙ୍କ ଘରୁ ବର୍ଷା ଯିବାପରେ ଲକ୍ଷ୍ମୀ ଛାଡ଼ିଯାଇଛି l

ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କର ବର୍ଷା ଘରୁ ଯିବାପରୁ କେବଳ କ୍ଷତି ହିଁ ହଉଛି l ନାରୀ ଘରର ଲକ୍ଷ୍ମୀ ହୋଇଥିବା ବେଳେ ଲକ୍ଷ୍ମୀ ଙ୍କ ସହ ଘରେ ଅତ୍ୟାଚାର ହୋଇଥିବାର ମନ୍ତବ୍ୟ ରଖିଥିଲେ ବର୍ଷା l

ବର୍ଷା ଙ୍କୁ ଘରେ କେତେବେଳ ଏସି କନେକ୍ସନ କଟାଯାଉଥିଲା ତ ଆଉ କେତେବେଳ ସମୟ ସମୟରେ ଖାଇବାକୁ ମଧ୍ୟ ଦିଆଯାଉନଥିଲା l ବର୍ଷା ଙ୍କ ରୁମ ରେ ଯେ ଚାଁହୁଥିଲେ ଘରେ ପଶି ଆସୁଥିଲେ ଯାହାର ଭିଡ଼ିଓ ବର୍ଷା ରେକଡ଼ କରି ସୋସିଆଲ ମିଡ଼ିଆରେ ପକେଇଥିଲେ l

ବର୍ତ୍ତମାନ ଅନୁଭବ ଏବଂ ତାଙ୍କ ପରିବାର ଙ୍କ ପ୍ରତି ଆଣୁଥିବା ବିପଦ କୁ ବର୍ଷା ଙ୍କ ଘରୁ ଚାଲିଯିବା ପରେ ହିଁ ହେଉଛି ଏହାକୁ ଲୋକେ ସୋସିଆଲ ମିଡିଆରେ ଅନୁଭବ ଏବଂ ତାଙ୍କ ପରିବାରଠୁ ଲକ୍ଷ୍ମୀ ଛାଡିଯିବାର ମନ୍ତବ୍ୟ ରଖିଛନ୍ତି

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.