Press "Enter" to skip to content

ଜୟ ଭୂମି ଙ୍କ ସମ୍ପର୍କ କୁ ନେଇ ବଡ଼ ଖୁଲାସା ଶେଷରେ ସତ ମାନିଲେ ଭୂମି – Ollywood

ବନ୍ଧୁଗଣ ସାର୍ଥକ ସିରିଏଲ ରେ ପ୍ରସାରିତ ହେଉଥିବା ସିରିଏଲ ତୋ ପାଇଁ ମୁଁ ରେ ଅଭିନୟ କରୁଥିବା ଜୟ ଏବଂ ଭୂମି ଙ୍କୁ ତ ଆପଣ ସମସ୍ତେ ଜାଣିଥିବେ l ଭୂମି ଚଳଚିତ୍ର ରେ ଅଭିନୟ କରୁଥିବା ଭୂମି ଙ୍କ ପ୍ରକୃତ ନାଁ ହେଉଛି ଦେବସ୍ମିତା l

ଏବଂ ଜୟ ଚରିତ୍ର ରେ ସାମ୍ନାକୁ ଆସିଥିବା ଜୟଙ୍କର ପ୍ରକୃତ ନାଁ ରିଷି l ଆକ୍ଟର ରିଷି ଏବଂ ଦେବସ୍ମିତା ଙ୍କୁ ବା କିଏ ନ ଜାଣିଛି l ଘରେ ଘରେ ପରିଚିତ ଅଛନ୍ତି ରିଷି ଏବଂ ଦେବସ୍ମିତା l

ଓଡ଼ିଆ ସିରିଏଲ ପ୍ରସାରିତ ହେଉଥିବା ଜ଼ି ସାର୍ଥକ ଚାନେଲ ରେ ତୋ ପାଇଁ ମୁଁ ସିରିଏଲ ରେ ଏକା ସାଙ୍ଗେ ଦେଖାଯାଇଥିଲେ ରିଷି ଏବଂ ଦେବସ୍ମିତା l ସିରିଏଲ ଟି ଖୁବ କମ ଦିନରେ ଲୋକପ୍ରିୟତା ପାଇଥିଲା ଏବଂ ଲୋକମାନେ ଦୁଇ ଯୋଡି କୁ ମଧ୍ୟ ପସନ୍ଦ କରିଥିଲେ l ଆପଣ ମାନେ ମଧ୍ୟ ତାଙ୍କୁ ଅନେକ ଭଲପାଇବା ଦେଇଛନ୍ତି ଏହି ସିରିଏଲ ମାଧ୍ୟମରେ l

ଜୟ ଏବଂ ଭୂମି ଙ୍କୁ ଯେମିତି ପରଦାରେ ଦେଖିବାକୁ ଭଲପାଆନ୍ତି ଠିକ ସେମିତି ତାଙ୍କୁ ବାସ୍ତବ ଦୁନିଆରେ ମଧ୍ୟ ଏକାଠି ଦେଖିବାକୁ ଚାଁହାନ୍ତି l କାହିଁକି ନା ଦୁହିଁଙ୍କ ଫୋଟ ସୋସିଆଲ ମିଡିଆରେ ଆସିଲା ମାତ୍ରେ ହିଁ ଲୋକମାନେ ପଚାରିଥାନ୍ତି ବାସ୍ତବ ଜୀବନରେ କେବେ ଏକାଠି ହେବେ ଜୟ ଭୂମି ଏବଂ ରିଲ ଲାଇଫ ରୁ ବାହାରି କେବେ ଦୁହେଁ ରିଅଲ ଲାଇଫ ଆରମ୍ବ କରିବେ

ଏହିସବୁ ପ୍ରଶ୍ନ କୁ ଦେଖି ଲୋକମାନେ ମଧ୍ୟ ସହମତି ଦିଅନ୍ତି l କିନ୍ତୁ ଦୁହିଁଙ୍କ ଭିତରେ ବାସ୍ତବରେ କଣ ଅଛି ସେଟା କେହି ଜାଣିବାକୁ ଚାହିଁନଥିଲେ l ଥରେ ଏକ ଇଂଟ୍ରଭୁ ରେ ଦେବସ୍ମିତା ଏବଂ ରିଷି ଙ୍କ ସମ୍ପର୍କ ରେ ପଚରାଯାଇଥିଲା ଦେବସ୍ମିତା ଙ୍କୁ l ଦେବସ୍ମିତା ଏହା ଶୁଣି ହସି ହସି ଏକ ଉତ୍ତର ରଖିଥିଲେ l

ଦେବସ୍ମିତା ଙ୍କ କହିବା ଅନୁସାରେ ରିଷି ଜଣେ ବହୁତ ଭଲ ମଣିଷ ଏବଂ ବହୁତ ଭଲ ବନ୍ଧୁ ଏବଂ ବହୁତ କେୟାରିଙ୍ଗ l କିନ୍ତୁ ଜୀବନସାଥୀ ହେବା ବା ପ୍ରେମ ସମ୍ପର୍କ ବିଷୟରେ କିଛି ଜଣାଇନଥିଲେ ଭୂମି l ଦେବସ୍ମିତା କିନ୍ତୁ ଯେତେବେଳେ କହିଥିଲେ ସେ ବହୁତ କେୟାରିଙ୍ଗ ସେହି କଥାରୁ ଜଣାପଡୁଥିଲା ଦେବସ୍ମିତା ମଧ୍ୟ ଭୂମିଙ୍କୁ ପସନ୍ଦ କରନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.