Press "Enter" to skip to content

ରାଜଧାନୀ ରେ ଫିଲ୍ମ ଷ୍ଟାଇଲ ରେ ଦୁବୃତ୍ତ କଲେ ଅପହରଣ ଦେଖନ୍ତୁ ପୁରା Exclusive video

ବିହାର୍ ଶୈଳୀରେ ହେଇଛି ଅ-ପ-ହ-ର-ଣ।ରାଜଧାନୀ ଭୁବନେଶ୍ଵରରେ ଦିନ ଦ୍ବିପହରରେ ଅ-ପ-ହ-ର-ଣ।ଭୁବନେଶ୍ୱର ଡେଲ୍ଟା ଛକରେ ଅ-ପ-ହ-ର-ଣ କରାଯାଇଛି ଜଣେ ଯୁବକଙ୍କୁ।୩ଜଣ ଯୁବକ ମିଶି ଜଣେ ଯୁବକଙ୍କୁ ଜୋର୍ ଜବରଦସ୍ତି ଏକ କାରରେ ବସାଇ ଫେରାର ହେଇ ଯାଉଛନ୍ତି।ଘଟଣା ପଛରେ ରହିଛି ଟଙ୍କା କାରବାରର କାହାଣୀ।ଟଙ୍କାକୁ ନେଇ ଭୁବନେଶ୍ୱରରେ ଖୁଲମ୍ ଖୋଲା ଦାଦାଗିରି ଦେଖିବାକୁ ମିଳିଛି।

ତେବେ କିଏ ଏ ଅ-ପ-ହ-ର-ଣ-କା-ରୀ।କାହାର ଅ-ପ-ହ-ର-ଣ କରାଯାଉଛି ଏ ବିଷୟରେ କିଛି ବିଶେଷ ସୂଚନା ମିଳିନାହିଁ।ତେବେ ଏ ସବୁ ଘଟଣାର ଭିଡିଓ ଗୋଟେ ରେକର୍ଡ ହେଇ ଯାଇଛି ଏବଂ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ୍ ହେଇଚାଲିଛି।

ତେବେ ପୋଲିସ୍ କୁ ଏହା ଏକ ଖୋଲା ଚାଲେଞ୍ଜ ମିଳିଛି।ତେବେ ଏହି ଲକ୍ ଡାଉନ୍ ସମୟରେ ପୋଲିସମାନେ ମଧ୍ୟ ବହୁତ୍ କଷ୍ଟ କରି ଚାଲିଛନ୍ତି।ତେବେ ଏ ସ୍ଥାନଟି ଖଣ୍ଡଗିରି ଥାନା ଅଧୀନରେ ଆସୁଛି।

ଟଣା ଓଟରା ଚାଲିଥିଲା, ଗାଳି ଗୁଲଜ ଚାଲିଥିଲା।ତେବେ ମଝିରେ ମଝିରେ ଶୁଣିବାକୁ ମିଳିଥିଲା କି ସେ ଟଙ୍କାକୁ ଆଜି ଯାଏଁ କଣ ପାଇଁ ଫେରେଇନୁ।ତେବେ ଏକ ବାଇକ୍ ରେ ଦୁଇ ଜଣ ଆସିଥିଲେ ଏବଂ ବାଇକ୍ ରେ ବସିଥିବା ଲୋକ ଜଣଙ୍କ ହେଲମେଟ lଟି ଖସି ଯାଇଥିଲା।ତେବେ ତୁରନ୍ତ ପୋଲିସ ଆସି ଜାଗାଟିର ତଦନ୍ତ କରିବା ଆରମ୍ଭ କରିଦେଇଛି।ଘଟଣା ସ୍ଥଳରୁ ପୋଲିସକୁ ଖାଲି ଜୋତାଟିଏ ମିଳିଛି।

ଯେହେତୁ ନିକଟସ୍ଥ ଅଞ୍ଚଳରେ କୌଣସି ସିସିଟିଭି ନାହିଁ ତେବେ ସେହି ଜାଗାରୁ କାରଟି କୁଆଡେ ଯାଇଛି ତାର ଅତାପତ୍ତା ମିଳୁନାହିଁ।ତେବେ ସେ ଅ-ପ-ହ-ର-ଣ-କା-ରୀ ପିଲା ଗୁଡିକ ଖୁବ୍ କମ୍ ବୟସର।ତେବେ ଅ-ପ-ହ-ର-ଣ ହେଇଥିବା ପିଲାଟିର ପରିବାର ଲୋକଙ୍କର କିଛି ଅଭିଯୋଗ ନେଇ ଆସିନାହାନ୍ତି।

ତେବେ ଘଟଣାସ୍ଥଳରେ କେତେକ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି ଯେଉଁ ମାନେ ସମ୍ପୂର୍ଣ୍ଣ ଘଟଣାଟିକୁ ନିଜ ଆଖିରେ ଦେଖିଛନ୍ତି।ସେମାନେ ମିଡ଼ିଆର ପ୍ରଶ୍ନଗୁଡିକ ଠିକ୍ ଠିକ୍ ରୁପରେ ଦେଇ ଦେଇଛନ୍ତି।

ତେବେ ପ୍ରତ୍ୟକ୍ଷଦର୍ଶୀ ଜଣଙ୍କ ସମ୍ପୂର୍ଣ୍ଣ ଘଟଣାଟିକୁ ଠିକ୍ ରୁପରେ ବର୍ଣ୍ଣନା କରିଛନ୍ତି।ତେବେ ସିସିଟିଭିରେ କାରଟିର ନମ୍ବର ସ୍ପଷ୍ଟ ଭାବରେ ଦେଖା ଯାଉଅଛି ।ତେବେ ପୋଲିସ ଘଟଣାଟିକୁ ଟିକେ ଭଲରେ ଯାଞ୍ଚ କଲାପରେ ଏ ଅ-ପ-ହ-ର-ଣ ପଛରେ ଲୁଚି ରହିଥିବା ଛୋଟ ଛୋଟ ରହସ୍ୟ ସବୁ ସାମ୍ନାକୁ ଆସିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.