ଇଏ ପ୍ରେମ ନା ଜବରଦସ୍ତି l ପ୍ରେମ ଏକ ପବିତ୍ର ବନ୍ଧନ ଯାହା ହୃଦୟରୁ ଆରମ୍ଭ ହୋଇଥାଏ l ଦୁହିଁଙ୍କ ସହମତି ରେ ପ୍ରେମ ବିବାହ ର ରୁପ ନିଏ l ପ୍ରେମ ସାସ୍ୱତ୍ୱ, ପ୍ରେମ ପବିତ୍ର, ପ୍ରେମ ଚିରନ୍ତନ, ପ୍ରେମ ବିଶ୍ୱାସ ମଧ୍ୟ l
କିନ୍ତୁ ବନ୍ଧୁଗଣ ଯେଉଁଠି ଜବରଦସ୍ତି ଥାଏ ସେଠାରେ ପ୍ରେମ ଥାଏ କି ? ପ୍ରେମ ରେ ରାଗ ଅଭିମାନ ରହିବା ସ୍ୱାଭାବିକ ଘଟଣା କିନ୍ତୁ ପ୍ରେମରେ ଜୋର ଜବରଦସ୍ତ ନଥାଏ l ପରସ୍ପର ଇଚ୍ଛା ବିରୁଦ୍ଧରେ ମଧ୍ୟ ବିବାହ କିମ୍ବା ପ୍ରେମ ରାସ୍ତାରେ ଆଗେଇ ହୁଏନି l
ଆଜିର ଘଟଣାରେ ଘଟିଯାଇଛି ଏକ ଅଭାବ ନିୟ ଘଟଣା ଯେଉଁଥିରେ ଦେଖିବାକୁ ମିଳିଛି ପୁଅ ଝିଅଟିକୁ ବିବାହ କରିବା ନିମନ୍ତେ ସମ୍ପୂର୍ଣ ମନା କରିଦେଇଛନ୍ତି l ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ଆପଣ ମଧ୍ୟ ତଳେ ଦିଆଯାଇଥିବା ଲିଙ୍କ କୁ ଯାଇ ଭିଡ଼ିଓ ଦେଖିପାରିବେ ଏବଂ ସମ୍ପୂର୍ଣ ଘଟଣା ଟି ନିଜେ ବୁଝିପାରିବେ l
ଘଟଣା ଟି ହେଉଛି ଦୁଇ ଜଣ ପ୍ରେମ ସମ୍ପର୍କ ରେ ବାନ୍ଧି ହୋଇଥିବା ବେଳେ ଝିଅଟି ଜବରଦସ୍ତ ବାହାହେବାକୁ ଚାଁହୁଛି ଏବଂ ପୁଅଟି ସଫା ସଫା କହିଦେଇଛି ଉଦଣ୍ଡି ସୀତା କୁ କିଏ ବାହା ହବ l 5 ଟା କେସ ଖାଇବି ପଛେ ଉଦଣ୍ଡି ଝିଅକୁ ବାହା ହେବିନି l
ପୁଅ ଟିର କହିବା ଅନୁସାରେ କିଛି ତୃଟି ପାଇଁ ସେ ଝିଅକୁ ବିବାହ କରିବାକୁ ମନା କରିଦେଇଥିଲେ ପ୍ରଥମରୁ ମାତ୍ର ଝିଅଟି ବାରମ୍ବାର ତାଙ୍କ ଘର ସାମ୍ନାକୁ ଯାଇ ପାଟିତୁଣ୍ଡ କରିବାର ପୁଅଟି କହୁଥିଲେ l
ଯାହାଫଳରେ ପୁଅର ପରିବାର ଲୋକେ ମଧ୍ୟ ତାଙ୍କୁ ନା ପସନ୍ଦ କରିଥିଲେ l ଝିଅଟି ବାରମ୍ବାର ନିଜ ଘରେ ନକହି ପୁଅ ଘର ଆଗରେ ଗାଳି ଗୁଲଜ କରିବାର ଜାଣିବାପରେ ଝିଅମଧ୍ୟ ଘରେ ମାଡ଼ ଖାଇଥିଲେ
ତାଲାବନ୍ଦ ସମୟରେ ବସ ଚଳାଚଳ ବନ୍ଦଥିବାରୁ ଝିଅଟି ଟ୍ରେନ ସହାର୍ଯ୍ୟରେ ପୁଣି ପୁଅ ଘରକୁ ଆସିଥିବାର ଏବଂ ଝଗଡା ହେବ ସମୟରେ ମିଡ଼ିଆ ଭାଇ ପହଂଚିଥିଲେ ଏବଂ କଏଦ କରିଥିଲେ ଏପରି ଦୃଶ୍ୟ କୁ l ଝିଅଟି ଅନେକ ଥର ଘରୁ ପଳେଇଆସିଥିବା ବେଳେ ତାଙ୍କୁ ପୁଅ ବ୍ୟବସ୍ଥା କରେଇ ଘରେ ଛାଡିବା କଥା ମଧ୍ୟ କହିଥିଲେ l
ଭିଡ଼ିଓ ଦେଖି ଏ ଘଟଣା ରେ ଭୁଲ କାହାର ଆମକୁ କମେଣ୍ଟ କରନ୍ତୁ l
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
Be First to Comment