ଫିଲ୍ମ ପାଇବା ପାଇଁ କଣ ଜଣେ ହିରୋଇନ ଏତେ ତଳକୁ ଖସି ଯାଇପାରନ୍ତି। ସଲମାନ ଖାଁ ଙ୍କର ଆସୁଥିବା ଆଗାମୀ ଫିଲ୍ମ ଟାଇଗର -୩ ରେ ହିରୋଇନ ହେବା ପାଇଁ ଜ୍ୟାକ୍ଲିଲୀନ ସଲମାନ ଙ୍କ ସହ ବିତାଉଛନ୍ତି ରାତି। ଶୁଣିବାକୁ ମିଳୁଛି ଦୁହେଁ ପୁରା ଦିନ ରାତି ଏକାଠି ଗୋଟିଏ ରୁମ ରେ ରହୁଛନ୍ତି। ଏବେ ସଲମାନ ଖାନ ଙ୍କ ଫାର୍ମ ହାଉସ ରେ ଦୁହେଁ ଏକାଠି ରହୁଛନ୍ତି। ସଲମାନ ଙ୍କୁ ଖୁସି କରିବାରୁ ଜ୍ୟାକଲିନ ଙ୍କୁ ଫିଲ୍ମ ମିଳିଛି।
ଲକଡାଉନ ମଧ୍ୟରେ ସଲମନଙ୍କ ସହିତ ଜ୍ୟାକଲିନ ସମୟ ବିତାଇବା ପରେ ଏହି ଭିଡ଼ିଓ ହୋଇଛି ଭାଇରାଲ।ଏହି ଲକଡାଉନ ସମୟରେ ଶ୍ରୀଲଙ୍କା କୁଇନ ଜ୍ୟାକଲିନ ସଲମନଙ୍କ ସହିତ ତାଙ୍କର ଫାର୍ମ ହାଉସରେ ରହୁଛନ୍ତି।ସଲମନ ଜ୍ୟାକଲିନଙ୍କୁ ତାଙ୍କର ଜନ୍ମଦିନରେ ବହୁତ ବଡ଼ ଉପହାର ମଧ୍ୟ ଦେଇଥିଲେ।ଏହି ଦୁଇଜଣ ପରସ୍ପରଙ୍କୁ ଡେଟ କରୁଛନ୍ତି।
କେତେଥର ମଧ୍ୟ ଦେଖାଯାଇଛି ଯେ ସଲମନ ଜ୍ୟାକଲିନଙ୍କୁ ଭେଟିବା ପାଇଁ ମଧ୍ୟ ତାଙ୍କର ଘରକୁ ଆସନ୍ତି।ତେବେ ଏହା ସ୍ପଷ୍ଟ କରୁଛି ଯେ ଏହି ଦୁଇଜଣ ପରସ୍ପର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି।ଏମାନେ ମଧ୍ୟ ପରସ୍ପରକୁ ଖୁବ ଭଲପାଉଛନ୍ତି।ତେବେ ଦେଖାଯାଉ ଏମାନଙ୍କ ସମ୍ପର୍କରେ ଆଗକୁ କଣ ହେଉଛି।
ଏହି ସମୟରେ ସେମାନେ ବହୁତ ମସ୍ତି କରିବା ସହିତ ଅନ୍ୟାନ୍ୟ କାମ ମଧ୍ୟ କରିଛନ୍ତି।ଜ୍ୟାକଲିନଙ୍କ ସହିତ ମଧ୍ୟ ସଲମନଙ୍କ ପାଖରେ ରହିବା ପାଇଁ ଆହୁରି ଦୁଇଜଣ ସୁନ୍ଦରୀ ଝିଅ ମାନେ ମଧ୍ୟ ଆସିଥିଲେ।
ଏହି ସୁନ୍ଦରୀ ଦୁଇ ଜଣଙ୍କ ସହିତ ମଧ୍ୟ ସଲମନ ଅନେକ ସମୟ ବିତାଇଛନ୍ତି।ଏହି ଫାର୍ମ ହାଉସରେ ରହିବା ସମୟରେ ସଲମନ ଜ୍ୟାକଲିନଙ୍କ ସହିତ ଏକ ମ୍ୟୁଜିକ ଭିଡିଓ ମଧ୍ୟ କରିଥିଲେ।ଯେଉଁଠାରେ ଦୁଇ ଜଣ ରୋମାନ୍ସ କରିବାର ଦେଖାଯାଇଥିଲା।ଦୁଇଜଣଙ୍କର ଏହି ହରକତକୁ ଦେଖି ଏହା ସ୍ପଷ୍ଟ ଭାବରେ କୁହାଯାଉଛି ଯେ ଏହି ଦୁଇଜଣ ପରସ୍ପରଙ୍କୁ ବହୁତ ଭଲପାଉଛନ୍ତି।
ଏହି ଲକଡାଉନ ଭଳି ଆଉ ଭଲ ସୁଯୋଗ ମଧ୍ୟ ଏମାନଙ୍କୁ ବୋଧେ ମିଳି ନଥାନ୍ତା।ଏହି ସମୟରେ ସେମାନେ ପରସ୍ପର ସହିତ ସମ୍ପର୍କ ମଧ୍ୟ ରଖିଛନ୍ତି।ଏହା ସହିତ ଦୁଇଜଣଙ୍କ ଭିତରେ ଅନେକ କିସ ମଧ୍ୟ ଦେବା ନେବା ଚାଲିଛି।ଏହି କିସ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଜ୍ୟାକଲିନ ସଲମନଙ୍କ ସହିତ ଏହି ଲାକଡାଉନରେ ସମୟ ବିତାଇବା ପରେ ଏହା ଜଣା ପଡୁଛି ଯେ ଦୁଇଜଣଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ଅଛି।
ଜ୍ୟାକଲିନଙ୍କ କହିବା କଥା ଯେ ସଲମନ ତାଙ୍କ ଜୀବନରେ ବହୁତ ସ୍ପେଶାଲ ପରସନ।ଯେତେବେଳେ ଜ୍ୟାକଲିନ ଇଣ୍ଡଷ୍ଟ୍ରିକୁ ନୂଆ ନୂଆ ଆସିଥିଲେ ସଲମନ ତାଙ୍କୁ ମଧ୍ୟ ବହୁତ ପସନ୍ଦ କରୁଥିଲେ।ସଲମନ ଅନେକ ସମୟରେ ଜ୍ୟାକଲିନଙ୍କର ମଧ୍ୟ ପ୍ରଶଂସା କରିଛନ୍ତି।ଏହି ହିରୋଇନ ଜଣକ ମଧ୍ୟ ସଲମନଙ୍କ ଉପରେ ଫିଦା ଅଛନ୍ତି।
ଯେତେବେଳେ ଜ୍ୟାକଲିନଙ୍କ ପାଖରେ କୌଣସିବି ଫିଲ୍ମରେ କାମ କରିବା ପାଇଁ ସୁଯୋଗ ମିଳୁ ନଥିଲା ସେତେବେଳେ ସଲମନ ତାଙ୍କର ସାହାରା ହୋଇ ଠିଆ ହୋଇଥିଲେ।ଜ୍ୟାକଲିନ ମଧ୍ୟ ଏହା ମାନୁଛନ୍ତି ଯେ ସଲମନଙ୍କ ପାଇଁ ଆଜି ସେ ବହୁତ ଉପରେ ପହଞ୍ଚିଛନ୍ତି।ସଲମନ ଜ୍ୟାକଲିନଙ୍କ ସହିତ ମଧ୍ୟ ଅନେକ ଫିଲ୍ମ କରିଛନ୍ତି।ଯେଉଁ ଗୁଡିକ ସୁପରହିଟ ହୋଇଛି।
ଅନ୍ୟ ପକ୍ଷରେ କହିବାକୁ ଗଲେ ଏହି ଦୁଇଜଣଙ୍କର ଯୋଡି ଦେଖିବାକୁ ବହୁତ ଭଲଲାଗେ।ଯେତେବେଳେ ଜ୍ୟାକଲିନଙ୍କ ପାଖରେ ରହିବାକୁ ମୁମ୍ବାଇରେ ଘର ନଥିଲା ସେତେବେଳେ ସଲମନ ତାଙ୍କ ପାଇଁ ବହୁତ ବଡ଼ ମାନେ କୋଟି କୋଟି ଟଙ୍କାର ଏକ ଫ୍ଲାଟ ଜ୍ୟାକଲିନଙ୍କୁ ଗିଫ୍ଟ କରିଥିଲେ।

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।
Be First to Comment