Press "Enter" to skip to content

ସାବିତ୍ରୀ ରେ ଭୁଲରେ ବି କରନ୍ତୁ ନାହିଁ ଏପରି ୫ ଟି ଭୁଲ ନହେଲେ ଖୁବ ଶୀଘ୍ର ହେବ ସ୍ୱାମୀ ଙ୍କ ମୃ-ତ୍ୟୁ – Adhyatmika

ବନ୍ଧୁଗଣ ଦୁନିଆର ସବୁବେଳେ ସ୍ତ୍ରୀ ଚାଁହାନ୍ତି ସ୍ୱାମୀ ଙ୍କ ଥାଉ ଥାଉ ନିଜେ ସଧବା ହୋଇ ଏହି ଇହଧାମ ତ୍ୟାଗ କରିବାକୁ l ମାତ୍ର ସମସ୍ତଙ୍କ ଭାଗ୍ୟରେ ଏହି ଖୁସିନଥାଏ l ସ୍ତ୍ରୀ କୁ ଘରର ଲକ୍ଷ୍ମୀ କୁହାଯାଏ l ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଷ୍ଣୁ ଏବଂ ଲକ୍ଷ୍ମୀ ଙ୍କ ପରି l ଯେପରି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଙ୍କ ଯୋଡି ପରି ଦୁନିଆରେ ପ୍ରତେକ ସ୍ୱାମୀ ସ୍ତ୍ରୀ ସେହିପରି ସାଥି ହୋଇ ରହିବାର ସ୍ବପ୍ନ ଦେଖିଥାନ୍ତି l

କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସାବିତ୍ରୀ ବ୍ରତରେ 5 ଟି ଭୁଲ କରିବାଦ୍ବାରା ସ୍ୱାମୀ ଙ୍କ ଉପରେ ଖରପ ପ୍ରଭାବ ପଡିପାରେ l ସାବିତ୍ରୀ ବ୍ରତରେ ନିହାତି ଧ୍ୟାନ ରଖିବା ଆବଶ୍ୟକ l ତେବେ ଆସନ୍ତୁ ଜାଣିବା 5 ଟି ଭୁଲ ଯାହାକି କରିବା ଦ୍ୱାରା ସ୍ୱାମୀ ଙ୍କ ପାଇଁ ବିପଦ ଆସିପାରେ l

ସର୍ବ ପ୍ରଥମେ ସାବିତ୍ରୀ ରେ କଳା ଶାଢ଼ୀ ବିଲକୁଲ ମଧ୍ୟ ପରିଧ୍ୟାନ କରନ୍ତୁ ନାହିଁ l ସାବିତ୍ରୀ ବ୍ରତ ଦିନ ଯେତେ ଲାଲ ରଙ୍ଗର ବସ୍ତ୍ର ତଥା ଅଳଙ୍କାର ପରିଧାନ କରିପାରିବେ ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଶୁଭ ହେବ l ଯେମିତି କି ଲାଲ ଶଙ୍ଖା, ଲାଲ ଶାଢ଼ୀ, ଲାଲ ସିନ୍ଦୁର, ଲାଲ ଅଳତା ଆଦି ପରିଧାନ କରନ୍ତୁ l

ସାବିତ୍ରୀ ବ୍ରତଦିନ ଯାହା ଭୋଗ ଲଗାଉଛନ୍ତି ସେହିଦିନ କେବଳ ସେହି ଭୋଗ ଖାନ୍ତୁ l ଫଳ ତଥା ଗଜାମୁଗ ଆଦି ଆପଣ ପୂଜା କରି ଦିନସାରା ଖାଇ ପାରିବେ l କିନ୍ତୁ ଭୋଗ ହୋଇନଥିବା ଜିନଷ ଖାଆନ୍ତୁ ନାହିଁ l

ସାବିତ୍ରି ରାତି ଅମାବାସ୍ୟା ହୋଇଥିବା ହେତୁ ସେଦିନ ନିଜର କିମ୍ବା ସ୍ୱାମୀଙ୍କର ବସ୍ତ୍ର ରାତିରେ ବାହାରେ ଶୁଖାନ୍ତୁ ନାହିଁ l କୌଣସି ବି ପରିସ୍ଥିତି ରେ ଏପରି କରନ୍ତୁ ନାହିଁ ନହେଲେ ଘରେ ନକାରାତ୍ମକ ଉର୍ଜା ବଢ଼ିଯିବ ଏବଂ ଆପଣଙ୍କ ପାଇଁ ଏବଂ ସ୍ୱାମୀଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ l

ସାବିତ୍ରି ବ୍ରତଦିନ କୌଣସି ମତରେ ସ୍ୱାମୀ ସ୍ତ୍ରୀ ଶା-ରୀରିକ ସମ୍ବନ୍ଧ ବନାନ୍ତୁ ନାହିଁ l କେବଳ ସାବିତ୍ରୀ ବୋଲି ନୁହେଁ କୌଣସି ମତରେ ଯେ କୌଣସି ପରିସ୍ଥିତି ରେ କୌଣସି ବ୍ରତରେ ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ରଖନ୍ତୁ ନାହିଁ l

ସାବିତ୍ରୀ ବ୍ରତ ସ୍ୱାମୀ ଙ୍କ ପାଇଁ ହୋଇଥିବା ହେତୁ ସ୍ୱାମୀ ଙ୍କ ସହ ସାବିତ୍ରୀ ଦିନ କୌଣସି ମତାନ୍ତର ରଖନ୍ତୁ ନାହିଁ l ସ୍ୱାମୀ ରାଗିଗଲେ ମଧ୍ୟ ସ୍ୱାମୀ ଙ୍କ କଥାକୁ ରାଗିଯାଇ ପ୍ରତିଉତ୍ତର ଦିଅନ୍ତୁ ନାହିଁ l ସ୍ୱାମୀ ଙ୍କୁ ସବୁବେଳେ ପୂଜନୀୟ ଭାବି ତାଙ୍କର ପ୍ରତିଟି କ୍ଷେତ୍ରରେ ତାଙ୍କ ସହ ସାଥି ହୋଇ ଚାଲନ୍ତୁ ଜୀବନ ସୁଖ ମୟ ହେବ ଏବଂ ଆପଣଙ୍କ ସିନ୍ଦୁର ସାରାଜୀବନ ସୁରକ୍ଷିତ ରହିବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଆଧ୍ୟାତ୍ମିକMore posts in ଆଧ୍ୟାତ୍ମିକ »

Be First to Comment

Leave a Reply

Your email address will not be published.