Press "Enter" to skip to content

ଦେଖନ୍ତୁ କେନ୍ଦ୍ରାପଡ଼ା ର live accident ମୁଁହୁର୍ତ୍ତକେ ସବୁ ହେଇଗଲା ଶେଷ

ତେବେ ସାଙ୍ଗମାନେ ସଡ଼କ ଦୁ-ର୍ଘ-ଟ-ଣାରେ ଏକ ବର୍ଷରେ ଯେତେ ଲୋକ ପୁରା ବିଶ୍ୱରେ ମୃ-ତ୍ୟୁ ବରଣ କରୁଥିବେ ତାହା ଶୁଣିଲେ ଆପଣ ଆଚମ୍ବିତ ରହିଯିବେ।ବର୍ଷକୁ ହାରାହାରି ୧୩-୧୪ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମୃ-ତ୍ୟୁ-ବ-ର-ଣ କରୁଛନ୍ତି।

ତେବେ ଯଦି ଆପଣ ଏହି ସଂଖ୍ୟାଟିକୁ ଏତେ ବଡ ବୋଲି ଭାବୁ ନାହାନ୍ତି ତେବେ କହି ରଖୁଛୁ କୋ-ରୋ-ନା ମହାମାରୀରେ ଏହି ପ୍ରାୟ ୩୭ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି।ଯେଉଁଠି କି ୩ ବର୍ଷରେ ପାଖାପାଖି ୪୦ ଲକ୍ଷ ଲୋକ ସଡ଼କ ଦୁ-ର୍ଘ-ଟ-ଣାରେ ମୃତ୍ୟୁବରଣ କରିଥାନ୍ତି।

ତେବେ ଭାରତରେ ଏହାର ରେକର୍ଡ ଆହୁରି ଖରାପ୍।ବର୍ଷକୁ ପ୍ରାୟ ଦେଢ ଲକ୍ଷ ଲୋକ ସଡ଼କ ଦୁ-ର୍ଘ-ଟ-ଣାରେ ମୃ-ତ୍ୟୁ-ବ-ର-ଣ କରିଥାନ୍ତି।ମାନେ ପ୍ରତି ସାଢେ଼ ତିନି ମିନିଟରେ ଗୋଟେ ଲୋକ ସଡ଼କ ଦୁ-ର୍ଘ-ଟ-ଣାରେ ମୃ-ତ୍ୟୁ-ବ-ର-ଣ କରୁଛି।ଆପଣ ଏହି ଲେଖାଟିକୁ ସମ୍ପୂର୍ଣ୍ଣ ପଢ଼ିବା ଭିତରେ ଗୋଟେ ଲୋକ ମୃ-ତ୍ୟୁ-ବ-ର-ଣ କରିଥିବ।

ତେବେ ଏହା କେବଳ ମୃ-ତ୍ୟୁର ରେକର୍ଡ।ଏହାକୁ ଛାଡିଲେ ଏପରି ଅନେକ ଲୋକ ଥିବେ ଯେଉଁମାନେ ସଡ଼କ ଦୁ-ର୍ଘ-ଟ-ଣାରେ ସମ୍ପୂର୍ଣ୍ଣ ରୂପେ ଅକାମୀ ହେଇ ଯାଇଥିବେ।ଏଭଳି ବହୁତ ଲୋକ ଥିବେ ଯେଉଁମାନେ କୋମାରେ ଥିବେ।ତେବେ ସଡ଼କ ଦୁ-ର୍ଘ-ଟ-ଣାରେ ହେଇଥିବା ବି-ପ-ର୍ଯ-ୟକୁ ବର୍ଣ୍ଣନା କରିବା ଆରମ୍ଭ କଲେ ସରିବ ନାହିଁ।

ତେବେ ଏହି ଭଳି ଏକ ଭୟାନକ ଦୁ-ର୍ଘ-ଟ-ଣା ଘଟିଛି କେନ୍ଦ୍ରାପଡ଼ାରେ।ଦୁ-ର୍ଘ-ଟ-ଣାରେ କାରଟିଏ ଜୋରରେ ଦୁଇଟି ବାଇକ୍ ସହ ଧକ୍କା ହେଉଛି।ଏହି ସବୁ ଘଟଣାଗୁଡ଼ିକ ରାସ୍ତା କଡ଼ରେ ଥିବା ଏକ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହେଇ ଯାଇଛି।

ସୋସିଆଲ ମିଡିଆରେ ଏହି ଦୁ-ର୍ଘ-ଟ-ଣାର ଭିଡିଓ ଭାଇରାଲ୍ ହେଇଛି।ଯଦିଓ ଭିଡିଓଟିରେ କୌଣସି ଲୋକ ମୃ-ତ୍ୟୁ-ବ-ର-ଣ କଲା ଭଳି ଦେଖା ଯାଉନାହିଁ।ତେବେ ଏ ଘଟଣାର ସତ୍ୟତା ତ ସେଠି ପାଖରେ ଥିବା ଲୋକ ହିଁ ଭଲରେ ଜାଣିଥିବେ।

ତେବେ ବନ୍ଧୁମାନେ ମ-ହା-ମା-ରୀ ସମୟରେ ଯଦି ଆମେ ଏତେ ସତର୍କତା ଅବଲମ୍ବନ କରୁଛେ, ତେବେ ଯେଉଁ କାରଣରୁ ମ-ହା-ମା-ରୀଠାରୁ ବହୁତ୍ ଅଧିକ ମୃତ୍ୟୁ ହେଉଛି ସେଥିପାଇଁ କିନ୍ତୁ ଆମେ କିଛି କରୁନାହେଁ।ତେବେ ସାଙ୍ଗମାନେ ଅତି କମରେ କିଛି ନକଲେ ବି ସରକାରଙ୍କ ନିୟମକୁ ମାନି ଆଗରେ ଓ ପଛରେ ହେଲମେଟ ପିନ୍ଧିବେ।

କାରରେ ନିଜର ସିଟବେଲ୍ଟ ଯେମିତି ହେଲେ ବାନ୍ଧିବେ।ରାସ୍ତାରେ ଗଲାବେଳେ କେବେ ହେଲେ ଅଧିକ ବେଗରେ ଗାଡ଼ି ଚଳାଇବେ ନାହିଁ।ମ-ଦ୍ୟ-ପାନ କରି ଗାଡ଼ି କଦାପି ଗାଡ଼ି ଚଲାଇବେ ନାହିଁ।ଏହା ସହ ସଡକର ଅନ୍ୟାନ୍ୟ ନିୟମ ସବୁ ମାନି ଚଳିଲେ ସଡ଼କ ଦୁ-ର୍ଘ-ଟ-ଣାରେ ହଉଥିବା କ୍ଷୟକ୍ଷତିକୁ ଆମେ ସହଜରେ ଏଡାଇ ପାରିବା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.