ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ମଜାଦାର ଏବଂ କୌତୁହଳ ପ୍ରଶ୍ନ ଉତ୍ତର ଦେଖିବା ଯାହାକୁ ଆପଣ ସକାରତ୍ମକ ହିସାବରେ ନିଅନ୍ତୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଦେଖିବା ଏହି ପ୍ରଶ୍ନ।
ପ୍ରଥମ ପ୍ରଶ୍ନ:- ପୃଥିବୀରେ ଏମିତି ଲୋକ ଅଛନ୍ତି ଅଧେ ରାତି ସାରା କରନ୍ତି ଏବଂ ଅଧେ ଲୋକ ଅର୍ଦ୍ଧରାତି ପର୍ଯ୍ୟନ୍ତ କରନ୍ତୁ।ସେଇଟା କଣ?ପ୍ରତ୍ୟେକ ପ୍ରଶ୍ନ ଡବଲ ଅର୍ଥ ଯୁକ୍ତ ରହିବ ଏହାର ଉତ୍ତର ଆପଣ ସକାରତ୍ମକ ଭାବରେ ଦିଅନ୍ତୁ।ତେବେ ଏହି ପ୍ରଶ୍ନର ଉତ୍ତର ପାଞ୍ଚ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।
ଏହାର ସଠିକ ଉତ୍ତର ହେଉଛି ମୋବାଇଲ ଫୋନ ଚାର୍ଜ କରିବା।ପ୍ରାୟ ଲୋକ ଏହା ରାତି ସାରା କରିଥାନ୍ତି ଏବଂ ଅଧେ ଲୋକ ଅଛନ୍ତି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ କରିଥାନ୍ତି।
ଦ୍ୱିତୀୟ ପ୍ରଶ୍ନ:- ଝିଅମାନେ ଚାଲିବାବେଳେ କେଉଁ ଦୁଇଟି ଜିନିଷ ହଲେ?ଏହାର ଉତ୍ତର ଆପଣ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।
ସାଙ୍ଗମାନେ ଏହାର ସଠିକ ଉତ୍ତର ହେଉଛି କାନଫୁଲ।ଯାହାକି ଝିଅମାନେ ଚାଲିବା ସମୟରେ ତାଙ୍କର କାନଫୁଲ ଦୁଇଟି ହଲିଥାଏ।
ତୃତୀୟ ପ୍ରଶ୍ନ:- ଇଛା ହେଲେ ଚିପି ବାହାର କରିବା ଏବଂ ଇଛା ନହେଲେ ଚିପି ପୁରେଇବା।ତାହା କଣ?ଏହାର ଉତ୍ତର ପାଞ୍ଚ ସେକେଣ୍ଡ ମଧ୍ୟରେ ଭାବିର ଚେଷ୍ଟା କରନ୍ତୁ।
ଏହାର ସଠିକ ଉତ୍ତର ହେଉଛି ଟିପାଟିପି ପେନ।ଆମେ ଚିପିବା ଦ୍ୱାରା ଏହାର ମୁନ ବାହାରିଥାଏ ଏବଂ ଠେଲିଲେ ତାହା ଭିତରକୁ ଯାଇଥାଏ।
ଚତୁର୍ଥ ପ୍ରଶ୍ନ:- ଏମିତି ଏହା ଜିନିଷ ଅଛି ଯାହାକୁ ଦେଖିବା ମାତ୍ରେ ପୁରେଇବାକୁ ଇଛା ହୁଏ।ତାହା କଣ?ଏହାର ଉତ୍ତର ମଧ୍ୟ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।
ଏହାର ସଠିକ ଉତ୍ତର ହେଉଛି ବୋତଲରେ ପାଣି।କାରଣ ଖାଲି ବୋତଲ କେଉଁଠାରେ ଦେଖିଲେ ଲୋକ ସେଥିରେ ପାଣି ରଖିଥାନ୍ତି।
ପଞ୍ଚମ ପ୍ରଶ୍ନ:- କେଉଁ ଜିନିଷ ଝିଅର ବାହାରୁ ଦେଖାଯାଏ ଏବଂ ପୁଅର ଭିତରେ ଥାଏ ଦେଖାଯାଏ ନାହିଁ?ଏହାର ଉତ୍ତର ମଧ୍ୟ ୫ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।
ଏହାର ସଠିକ ଉତ୍ତର ହେଉଛି ମନୀପର୍ସ।ଯାହାକି ଝିଅମାନେ ବାହାରେ ରଖିଥାନ୍ତି ଏବଂ ପୁଅମାନେ ନିଜ ପକେଟ ଭିତରେ ରଖିଥାନ୍ତି।
ଷଷ୍ଠ ପ୍ରଶ୍ନ:- ପୁରେଇଲାବେଳେ ଅଳ୍ପ କଷ୍ଟ ଲାଗେ।ଅଧା ପଶିଲେ ଜୋରରେ କଷ୍ଟ ଲାଗେ ଏବଂ ପଶିସାରିଲେ ଆନନ୍ଦ ଲାଗେ ତାହା କଣ?ଏହାର ଉତ୍ତର ମଧ୍ୟ ୫ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।
ଏହାର ସଠିକ ଉତ୍ତର ହେଉଛି ଚୁଡି ପିନ୍ଧିବା।ଚୁଡି ପିନ୍ଧିବା ବେଳେ ପ୍ରଥମେ ଅଳ୍ପ କଷ୍ଟ ଲାଗିଥାଏ ଓ ମଝିରେ ଜୋରରେ କଷ୍ଟ ଲାଗିଥାଏ ଏବଂ ପିନ୍ଧିସାରିବାପରେ ଆନନ୍ଦ ଲାଗିଥାଏ।
ସପ୍ତମ ପ୍ରଶ୍ନ:-ଏମିତି କେଉଁ ଜିନିଷ ଅଛି ଯାହା ପୁଅର କଳା ଏବଂ ଝିଅର ମଧ୍ୟ କଳା।ଏହାର ମଧ୍ୟ ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାର ଚେଷ୍ଟା କରନ୍ତୁ।
ଏହାର ସଠିକ ଉତ୍ତର ହେଉଛି ଚୁଟି।କାରଣ ପୁଅ ଏବଂ ଝିଅ ଉଭୟଙ୍କର ଚୁଟି କଳା ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment