Press "Enter" to skip to content

ପୁଅ ଏକ ନମ୍ବରୀ ବାପା ଦଶ ନମ୍ବରୀ ଜାଲି ସାର୍ଟିଫିକେଟ ରେ ଗଢ଼ିଛନ୍ତି ଭବିଷ୍ୟତ ଦେଖନ୍ତୁ ସମ୍ପୂର୍ଣ୍ଣ ସତ – Ollywood

ବାଳୁଙ୍ଗା ଟୋକାଙ୍କ ନାଁ ରେ ବିବାଦ ଥମିବାରେ ନାଁ ଧରୁନି ପୁଣି ବିବାଦରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି l କିଛିଦିନ ତଳେ ଅନୁଭବ ବର୍ଷା ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଇଥିବ ବେଳେ ସୋସିଆଲ ମିଡିଆରେ ବେଶ ଚର୍ଚାର ବିଷୟ ସାଜିଥିଲା ଏହି ଘଟଣା l ଅନୁଭବ ବର୍ଷା ଙ୍କୁ ଛାଡ଼ପତ୍ର ଦେବାକୁ ଚାଁହୁଥିବା ବେଳେ ବର୍ଷା ତାଙ୍କ ସହ ରହିବାକୁ ଚାଁହୁଥିଲେ l

କେବଳ ନ୍ୟାୟ ପାଇବା ପାଇଁ ଆଇନ ର ଆଶ୍ରୟ ନେଇଥିଲେ l ବର୍ତମାନ ଅନୁଭବ ବର୍ଷା ଙ୍କ ରାସ୍ତା ଅଲଗା ଅଲଗା l ଅନୁଭବ ଙ୍କ ପାଖରେ ରହୁନାହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ l ଅନୁଭବ ଏବଂ ବର୍ଷା ଙ୍କ ଯୋଡି କୁ ଅଲିଉଡ ର ସୁପରହିଟ ଯୋଡି କୁହାଯାଉଥିଲା ଏବଂ ଦୁହିଁଙ୍କୁ ପରଦା ଦୁନିଆରେ ଦେଖିବାପାଇଁ ଲୋକଙ୍କ ଆଗ୍ରହ ଉତ୍ସାହ ଲାଗିରହୁଥିଲା l

କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି ଦୁହିଁଙ୍କୁ ଏକାଠି ଦେଖିବାକୁ ଚାଁହୁଥିଲେ ମଧ୍ୟ ଅନୁଭବ ବର୍ଷା ଏକାଠି ରହିବାକୁ ଚାଁହୁନାହାନ୍ତି l ପୂର୍ଣ ଭାବରେ ଆଇନଗତ ଆଶ୍ରୟ ନେଇ ଦୁହେଁ ଅଲଗା ହେବାକୁ ଚାଁହୁଛନ୍ତି

ବର୍ତ୍ତମାନ ଅନୁଭବ ଙ୍କ ନାଁ ରେ ପୁଣି ବିବାଦ ସୃଷ୍ଟି ହେଇଛି l ଅନୁଭବ ଯୁକ୍ତ 2 ଫେଲ ହୋଇଥିବା କଥା ସାମ୍ନାକୁ ଆସିଥିବା ବେଳେ ଅନୁଭବ ଙ୍କ ପାଖରେ ଅଛି ଯୁକ୍ତ 3 ପ୍ରମାଣ ପତ୍ର l ସେଥିପାଇଁ କୁହାଯାଉଛି ପୁଅ ଏକ ନମ୍ବରୀ ବାପା ଦଶ ନମ୍ବରୀ l ବାପା ପୁଅ ଉଭୟଙ୍କ ପାଖରେ ରହିଛି ଜାଲି ସାର୍ଟିଫିକେଟ l

ପୁଅଙ୍କଠାରୁ ବଳିଗଲେ ବାପା ଯେମିତି ବାପା ଙ୍କୁ ସେମିତି ପୁଅ ଯୁଆଡେ ଦେଖିବେ ବାଳୁଙ୍ଗାମି l ଦୁର୍ନୀତି କମିବାର ନାଁ ଗନ୍ଧ ଧରୁନି l ଦୁର୍ନୀତି ଜାଲିଆତି ରେ ଛନ୍ତି ହୋଇଛନ୍ତି ଅନୁଭବ l ଅନୁଭବ ଙ୍କ ପରି ତାଙ୍କ ବାପା ଙ୍କୁ ମଧ୍ୟ ଜାଲି ସାର୍ଟିଫିକେଟ ରଖିବାର ସୂଚନା ମିଳିଛି l କିଛିଦିନ ତଳେ କଂଗ୍ରେସ ତରଫରୁ ଅନୁଭବ ଙ୍କ ନାଁ ରେ ଆସିଥିଲା ସଂଗୀନ ଅଭିଯୋଗ l

କଂଗ୍ରେସ ମୁଖ୍ୟ ନିଶିକାନ୍ତ ମିଶ୍ର ସାମ୍ବାଦିକ ସମିଳନୀ ରେ ଅନୁଭବ ଙ୍କ ଶିକ୍ଷାଗତ ଯୋଗ୍ୟତାର ପୋଲ ଖୋଲିଥିଲେ l ଅନୁଭବ ଏବଂ ତାଙ୍କ ବାପାଙ୍କ ସାର୍ଟିଫିକେଟ ଜାଲିଆତି କୁ ନେଇ ବଡ଼ ପ୍ରମାଣ ମିଳିଛି l ଅନୁଭବ ଙ୍କ ବାପା କନ୍ଦରପୁର କଲେଜ ର ପ୍ରିନ୍ସପାଲ ଥିବାବେଳେ ତାଙ୍କ ପୁଅ ଙ୍କୁ ଜାଲି ସାର୍ଟିଫିକେଟ ପାଇବାରେ ସାହାର୍ଯ୍ୟ କରିଥିଲେ ବୋଲି ତଥ୍ୟ ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from OllywoodMore posts in Ollywood »

Be First to Comment

Leave a Reply

Your email address will not be published.