Press "Enter" to skip to content

ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖବର ସରକାର ଦେବେ ଛାତ୍ର ଛାତ୍ରୀ ଙ୍କୁ ଟଙ୍କା ଆରମ୍ଭ କଲେ ଏହି ନିୟମ ଜାଣନ୍ତୁ କେଉଁ ନିୟମ ? Special report

ସରକାର ବର୍ତ୍ତମାନ ଭିର୍ନ ଭିର୍ନ ଯୋଜନା କରୁଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ପାଇଁ ଆଣିଲେ ବଡ଼ ସୂଚନା l ବର୍ତ୍ତମାନ ଛାତ୍ର ଛାତ୍ରୀ ଙ୍କ ପାଇଁ ଆସି ପହଁଚିଛି ବଡ଼ ଅପଡେଟ ଯାହାଦ୍ୱାରା 11:80 ଦଶମିକ ପିଲା ଉପକୃତ ହେବେ l ଆପଣ ସମସ୍ତେ ଜାଣିଥିବେ ପୂର୍ବ ବର୍ଷ କ-ରୋନା ମହାମାରୀ ପାଇଁ ସରକାର ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ l

ଏବଂ ତା ଛଡା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ଟଙ୍କା ଦିଆଯାଇଥିଲା ଏମିତି କି ଖାଦ୍ୟ ଶସ୍ୟ ବି ଦିଆଯାଇଥିଲା l ବର୍ତ୍ତମାନ ମଧ୍ୟ ସରକାର ସେହିପରି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ଯାହାଦ୍ୱାରା ଅନେକ ଛାତ୍ର ଛାତ୍ରୀ ଉପକୃତ ହେବେ l

କେନ୍ଦ୍ରାପଡ଼ା ସରକାର ମାଧ୍ୟାନ୍ନ ଭୋଜନ ଯୋଜନାରେ ଏଣିକି ଛାତ୍ର ଛାତ୍ରୀ ଙ୍କୁ ପ୍ରତେକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି l ଏକ ସ୍ୱତନ୍ତ୍ର ପଦକ୍ଷେପ ଅନୁସାରେ କେନ୍ଦ୍ର ଶିକ୍ଷମନ୍ତ୍ରୀ ଙ୍କ ଅନୁସାରେ 11 କୋଟି 80 ଲକ୍ଷ୍ୟ ପିଲାଙ୍କୁ ଏହି ଆର୍ଥିକ ସୁବିଧା ଯୋଗାଇଦେବା ପ୍ରସ୍ତାବ ରଖିଛନ୍ତି l

ଏବଂ ଏହାକୁ ମଞ୍ଜୁରୀ ମଧ୍ୟ ପ୍ରଦାନ କରାଯାଇଛି ଏବଂ ଏହି ସୁବିଧା ଅନୁସାରେ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ଛାତ୍ର ଛାତ୍ରୀ ଉପକୃତ ହେବେ l

ତେବେ ଶିକ୍ଷା ମନ୍ତ୍ରାଳୟ କହିଛି ଏଥିପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ରେ ଅତିରିକ୍ତ 1200 କୋଟି ଟଙ୍କା ପ୍ରଦାନ କରିବେ l ତେବେ କ-ରୋନା ମହାମାରୀ ସମୟରେ ପିଲାମାନଙ୍କର ପୋଷଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହି ନିଷ୍ପତି ନିଆଯାଇଛି l

ପ୍ରଧାନମନ୍ତ୍ରି ଗରିବ କଲ୍ୟାଣ ଯୋଜନାରେ ଦିଆଯାଇଥିବା ଖାଦ୍ୟଶସ୍ୟ ସହ ଜ୍ୟୋଗ୍ୟ ପିଲାମାନଙ୍କୁ ସହାୟତା ପ୍ରଦାନ କରାଯିବ l ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ଆର୍ଥିକ ସହାୟତା ଦିଆଯିବ ବୋଲି ସୂଚନା ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.