Press "Enter" to skip to content

୧୦ ବର୍ଷ ସାନ ଯୁବକ ଙ୍କୁ ବାହାହେଲେ ମହିଳା ୟେ ପ୍ରେମ ନା ପାପ ? ଜାଣନ୍ତୁ ପୁରା ଖବର – Viral news

ବନ୍ଧୁଗଣ ପ୍ରକୃତ ପ୍ରେମ ପାଇଁ ସବୁବେଳେ ସମସ୍ତେ ପାଇବା ପାଇଁ ଚେଷ୍ଟା କରିଥାନ୍ତି ମାତ୍ର ଏହା ସମସ୍ତଙ୍କ ଭାଗ୍ୟରେ ସମ୍ଭବ ହୋଇନଥାଏ l ଯେ କୋଟିଏ ପୁଣ୍ୟ କରିଥିବ ସେ ହିଁ ପ୍ରକୃତ ପ୍ରେମ ପ୍ରାପ୍ତି କରିବାର ଆଶ୍ରିବାଦ ଲାଭ କରେ l କିନ୍ତୁ ବେଳେ ବେଳେ ପ୍ରେମ ଜୀବନ ବର୍ବାଦ କରିଦିଏ କାହାପାଇଁ ଭଲ ତ କାହାପାଇଁ ଖରାପ ସାଜେ ପ୍ରେମ ଯାହାର ଉଦାହରଣ ପାଲଟିଛି ଆଜିର ବିଷୟବସ୍ତୁ l

କୁହାଯାଏ ପ୍ରେମ ପବିତ୍ର କିନ୍ତୁ ଯେତେବେଳେ ପ୍ରେମ ନୀତି ବିରୋଧୀ ହୋଇଯାଏ ସେତେବେଳେ ପ୍ରେମ ରେ ଲାଗିଯାଏ କଳଙ୍କ l ବଲାଙ୍ଗୀର ଜିଲ୍ଲା ଖପରାଖଲି ରେ ଅନୁଷ୍ଠିତ ହୋଇଯାଇଛି ଏମିତି ଏକ ବିବାହ ଯେଉଁଥିରେ ପ୍ରେମିକ ପାଇଁ ନିଜ ଜନ୍ମକଲା ପିଲାଙ୍କୁ ପଛରେ ପକେଇ ଦେଇଛି ମା l ନିଜଠାରୁ 10 ବର୍ଷ ସାନ ପ୍ରେମିକ କୁ କରିଛି ବିବାହ l ପ୍ରେମିକ କୁ ପିନ୍ଧାଇଛି ବରଣ ମାଳା ଏବଂ ତା ହାତରୁ ପିନ୍ଧିଛି ସିନ୍ଧୁର l

5 ବର୍ଷ ତଳେ ଖପରଖଲି ଥାନା ଅନକାମରା ଗାଁ ର ଭଜମନ ବଡ଼ିଆ ସବିତା ବଡ଼ିଆ ଙ୍କୁ ବିବାହ କରିଥିଲେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ l ସେମାନଙ୍କର ଦୁଇଟି ପୁଅ ଅଛନ୍ତି l ହେଲେ 33 ବର୍ଷ ବୟସ ସବିତାଙ୍କର 22 ବର୍ଷ ପଡୋଶୀ ମୁକେଶ ଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ l

ମାସେ ପୂର୍ବରୁ ଦୁଇ ଛୁଆ ଏବଂ ସ୍ୱାମୀ ଙ୍କୁ ଛାଡି ପ୍ରେମିକ ମୁକେଶ ଙ୍କ ସହ ଫେରାର ହୋଇଯାଇଥିଲେ ସବିତା l ଭଜମନ ଖପରଖଲି ଥାନା ର ଦ୍ୱାରସ୍ତ ହୋଇଥିଲେ ଏବଂ ଅଭିଯୋଗ କରିଥିଲେ ଏହାପରେ ପୋଲିସ ଦୁହିଁଙ୍କୁ ବାହାର ଜିଲାରୁ ଉଦ୍ଧାର କରିଥିଲେ l ହେଲେ ପର ପୁରୁଷ ସହ ଫେରାର ହୋଇଯାଇଥିବା ଜାଣି ଭଜମନ ତାଙ୍କୁ ଗ୍ରହଣ କରିବାକୁ ମନା କରିଦେଇଥିଲେ l

ଏବଂ ସବିତାଙ୍କୁ ତାଙ୍କ ବାପ ଘର ଲୋକ ମଧ୍ୟ ଗ୍ରହଣ କରିନଥିଲେ l ଏହା ଫଳରେ ପୋଲିସ ଦୁହିଁଙ୍କର ବିବାହ କରାଇଛି l ମଦିର ସାମ୍ନାରେ ରୀତିନୀତି ଅନୁସାରେ ସିନ୍ଦୁର ପିନ୍ଧାଇଛି ମୁକେଶ l ଏବେ 2 ପୁଅ ବାପା ଙ୍କ ପାଖରେ ରହୁଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.