Press "Enter" to skip to content

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ଘରୁ ଆସିଲା ଦୁଃଖ ଖବର ସମସ୍ତେ କାନ୍ଦି କାନ୍ଦି ହେଲେ ଅଥୟ ଜାଣନ୍ତୁ କାହିଁକି? Ollywood

ବନ୍ଧୁଗଣ ତପୁ ମିଶ୍ର ଙ୍କୁ କିଏ ବା ନଜାଣିଛି l ତପୁ ମିଶ୍ର ଙ୍କ ସୁମଧୁର କଣ୍ଠ ରେ ସାରା ଓଡିଶା ପ୍ରସିଦ୍ଧି ଲାଭ କରିଛି l ଏତେ ସୁନ୍ଦର ଗୀତ ତପୁ ମିଶ୍ର ବୋଲନ୍ତି ଯେ ଯାହା ମନକୁ ଛୁଇଁଯିବ l ତପୁ ମିଶ୍ର, ଇରା ମହାନ୍ତି, ନମିତା ଅଗ୍ରୱାଲ ଏହି ସମସ୍ତେ ହେଉଛନ୍ତି ଓଡ଼ିଆ ସଂଗୀତ ଦୁନିଆର ମୂଳ ଦୁଆ l

ତପୁ ମିଶ୍ର ଙ୍କ ଗୀତ ଯେତିକି ସୁନ୍ଦର ତାଙ୍କ ହୃଦୟ ମଧ୍ୟ ସେତିକି ସୁନ୍ଦର l ସବୁବେଳେ ଉତ୍ତମ ଆଚରଣ ଏବଂ ଅନ୍ୟକୁ ସ୍ନେହ ଦେବାରେ ଆଗରେ ଥାନ୍ତି ତପୁ l ତପୁ ମିଶ୍ର ଙ୍କ ଗୀତ ଓଡ଼ିଆ ସଂଗୀତ ଜଗତକୁ ଏକ ବରଦାନ ସଦୃଶ l

ତାଙ୍କ ଗୀତରେ ଏକ ପ୍ରକାର ଯାଦୁ ଅଛି ବୋଲି କହିଲେ ମଧ୍ୟ କମ ହେବନାହିଁ l ଗତ କିଛିଦିନ ତଳେ ତପୁ ମିଶ୍ର କ-ରୋନା ରେ ଆକ୍ରାନ୍ତ ହୋଇଥିଲେ l

ଏବଂ କ-ରୋନା ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ l କିଛି ଦିନ ମଧ୍ୟରେ ତାଙ୍କର ଦେହ ଅତ୍ୟଧିକ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା l

ଏବଂ ଏହି ଖବର ଟି ସୋସିଆଲ ମିଡିଆରେ ପହଞ୍ଚିଥିଲା ଏବଂ ଖୁବ ଭାଇରଲ ମଧ୍ୟ ହୋଇଥିଲା l ସମସ୍ତେ ତପୁ ମିଶ୍ର ଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ l ଏବଂ ବର୍ତ୍ତମାନ ସମୟରେ ତପୁ ମିଶ୍ର ଙ୍କ ଘରୁ ଏକ ଦୁଖଃଦ ଖବର ଆସି ପହଁଚିଛି l

ଜଣାପଡିଛି ଯେ ତପୁ ମିଶ୍ର ଚିକିତ୍ସିତ ହେଉଥିବା ଅବସ୍ଥାରେ ଗୁରୁତର ହୋଇପଡିଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଧୀରେ ଧୀରେ ସାଙ୍ଘାତିକ ହେବାରେ ଲାଗିଛି l ଏହି ଖବର ପାଇଁ ତପୁ ମିଶ୍ର ଫ୍ୟାନ ବହୁତ ଦୁଃଖିତ ଅଛନ୍ତି ଏବଂ ତାଙ୍କ ଆରୋଗ୍ୟ ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.