Press "Enter" to skip to content

ଭୁବନେଶ୍ୱର ନୟାପଲ୍ଲୀ ରେ ମହିଳାଙ୍କୁ ଛୁରୀ ମାରି ଲୁଟ ଉଦ୍ୟମ CCTV ରେ କଏଦ ହେଲା ଦୃଶ୍ୟ ଦେଖନ୍ତୁ ଭିଡ଼ିଓ – Breaking news

ଦିନକୁ ଦିନ ଅସାଧୁ ଲୋକ ମାନେ ଲୁଟ କରିବାପାଇଁ ଅନ୍ୟାନ୍ୟ ବାଟ ଆପଣଉଛନ୍ତି l ତାଲାବନ୍ଦ ବେଳେ ଅପରାଧୀ ଙ୍କ ପାଇଁ ପାଲଟିଛି ସୁବର୍ଣ୍ଣ ସୁଯୋଗ l ବିଚ ରାସ୍ତାରେ ମହିଳାଙ୍କୁ ଛୁରୀ ମାରି ଚାଲିଗଲେ ଦୁର୍ବୁତ୍ତ l ଜଣେ ମହିଳା ଭୁବନେଶ୍ୱର ନୟାପଲ୍ଲୀ ରାଜ ରାସ୍ତାରେ ଏକୁଟିଆ ଚାଲିଚାଲି ଆସୁଥିବାବେଳେ ଆକ୍ରମଣ କଲେ ଜଣେ ଦୁର୍ବୁତ୍ତ l

ପ୍ରଥମେ ମହିଳାଙ୍କୁ କିଛି ମାଗିବାରୁ ମହିଳା ଦେଲେନାହିଁ ଯାହାଫଳରେ ଦୁର୍ବୁତ୍ତ ବ୍ୟକ୍ତି ଜଣଙ୍କ ତାଙ୍କୁ ଛୁରୀ ମାରିବାକୁ ବାଧ୍ୟ ହୋଇଥିଲେ ଏବଂ ଛୁରୀ ମରିସାରିବା ପରେ ସେଠାରୁ ଖସି ଚାଲିଯିବାକୁ ଉଦ୍ୟମ କରୁଥିଲେ l

ଦୁର୍ବୁତ୍ତ ଜଣଙ୍କ 10-12 ପାଦ ଆଗକୁ ଯାଇ ପୁଣି ବୁଲି ଆସି ମହିଳାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ l ମହିଳା ସେତେବେଳେ ଭୟଭିତ ହୋଇଯାଇ ରାସ୍ତାରେ ଦୌଡ଼ି ଚିଲେଇବାକୁ ଲାଗିଲେ ଯାହା ଫଳରେ ଲୋକ ତାଙ୍କ କଥା ଶୁଣିପାରିଲେ ଏବଂ ଦୁର୍ବୁତ୍ତ ଜଣଙ୍କ ମହିଳାଙ୍କ ଏପରିପାଟି କରିବାର ଦେଖି ଭୟଭିତ ହୋଇ ଦୌଡ଼ି ପଳାଇଲା l

ଏହି ଦୃଶ୍ୟ କଏଦ ହୋଇଛି ସିସିଟିଭି ରେ l ମହିଳା ଜଣଙ୍କ ସୁନା ଚେନ ପକାଇନଥିଲେ କିନ୍ତୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା l ମହିଳାଙ୍କ ଉପରେ ଆଗରୁ ମଧ୍ୟ ଦୁଇଥର ଏହିପରି ଆକ୍ରମଣ ହୋଇଥିବା ବେଳେ ମହିଳା ଜଣଙ୍କ ବିବାହିତ ହେବ ତାଙ୍କ ସ୍ୱାମୀ ଜଣେ ବ୍ୟବସାୟୀ ବୋଲି ଜଣାପଡିଛି l

ମହିଳା ଙ୍କୁ ରାସ୍ତା ଉପରେ ଲୋକ ଗହଳି ମଧ୍ୟରେ ଛୁରାମାଡ଼ ହୋଇଥିବାରୁ ରାଜଧାନୀ ରେ ଏହି ବିଷୟରେ ଲଜ୍ୟା ଖେଳିଯାଇଛି l ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ମେଡ଼ିକାଲ କୁ ନିଆଯାଇଥିଲା ଏବଂ ଏହିବିଷୟରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ପୋଲିସ କୁ ନିଜର ବୟାନ ଦେଇଥିବା ବେଳେ ପୋଲିସ ଆରମ୍ଭ କରିଛି ତଦନ୍ତ ଏବଂ ଖୁବ ଶୀଘ୍ର ଅପରାଧୀ ଙ୍କୁ ଧରିବେ ବୋଲି ପ୍ରତିଶୃତି ଦେଇଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.