ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଦୃଶ୍ୟମାନ ହୋଇଥିବା ଏକ ବିରଳ ଦୃଶ୍ୟ ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।ବର୍ତ୍ତମାନ ସମୟରେ ଏକ ବିରଳ ଦୃଶ୍ୟ ସାମ୍ନାକୁ ଅସିଛି।ଏବଂ ସାଧାରଣ ଲୋକ ମାନଙ୍କ ଦ୍ୱାରା ସେହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ସେହି ଦୃଶ୍ୟରେ ଏହା ଦେଖାଯାଉଛି ଯେ ଏକ ନାଗ ସାପ ଏବଂ ଏକ ଢମଣା ସାପ ପରସ୍ପର ସହିତ ଗୁଡ଼େଇହୋଇ ଖେଳୁଛନ୍ତି।ସତେ ଯେପରି ନାଗନଗୁଣି ଖେଳନ୍ତି।ନାଗ ନଗୁଣି ଖେଳିବା କଥା ତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ କିନ୍ତୁ କେବେହେଲେ ଆପଣ ନାଗ ସାପ ଏବଂ ଢମଣା ସାପ ଖେଳିବାର କଥା ଦେଖିଛନ୍ତି।ଏହା ନିଶ୍ଚିତ ଆଶ୍ଚର୍ଯ୍ୟକର ଘଟଣା।
ସାଙ୍ଗମାନେ ଏହି ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲାର।ଏକ ଗ୍ରାମରୁ ମିଳିଛି ଏପର ଦୃଶ୍ୟ।ଏବଂ ଏହି ଦୃଶ୍ୟଟି ଯେତିକି ବିରଳ ସେତିକି ଭୟଙ୍କର ମଧ୍ୟ।ଏହି ଖରା ସମୟରେ ସାପମାନେ ନିଜ ଗାତରୁ ବାହାରକୁ ଆସିବା ତ ଏକ ସାଧାରଣ କଥା।
କିନ୍ତୁ ଏହି ପରି ଦୃଶ୍ୟ କେଉଁଠାରେ ଦେଖିବାକୁ ମିଳିନଥିବା।ଯେଉଁ ସ୍ଥାନରେ ଏହି ଭିଡ଼ିଓଟି ସୁଟ ହୋଇଛି।ସେହି ସ୍ଥାନରେ ଅନେକ ଛୋଟ ପିଲାଙ୍କ ଖେଳିବାର ଶବ୍ଦ ମଧ୍ୟ ଶୁଣାଯାଉଛି।ତେବେ ଭାବନ୍ତୁ ଏହା କେତେ ଭୟଙ୍କର ହୋଇପାରେ।
ଏହି ସାପ ଦୁଇଟିର ଆକାର ମଧ୍ୟ ବୃହତ।ଏବଂ ସେମାନେ ପରସ୍ପର ଭାବରେ ଏପରି ଗୁଡ଼ାଇ ହୋଇଛନ୍ତି ଦେଖିଲେ ଜଣେ ସାଧାରଣ ଲୋକ ଡରିଯିବ ଏବଂ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବ।
ଏବଂ ଏହି ଦୁଇଟି ସାପ ଗୁଡେଇହେବା ସହିତ ନିଜ ଫଣା ଉପରକୁ କରି ମଧ୍ୟ ଖେଳବାର ଦୃଶ୍ୟ ଦେଖିବାକୁ ମିଳିଛି।ଏହି ଦୃଶ୍ୟ ପାଇଁ ଆଖ ପାଖରେ ଅନେକ ଲୋକ ମଧ୍ୟ ରୁଣ୍ଡ ହୋଇଛନ୍ତି ଏବଂ ସେମାନଙ୍କ ଶବ୍ଦ ମଧ୍ୟ ଶୁଣାଯାଉଛି ଭିଡିଓଟିରେ।ଏବଂ ଏକ ଗ୍ରାମରେ ଏହିପରି ଭାବରେ ଦୃଶ୍ୟ ବହୁତ ଭୟଙ୍କର।
ଏବଂ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ସାପ ଦୁଇଟି ମଧ୍ୟରୁ ଗୋଟିଏ ସାପ ନାଗ ହୋଇଥିବା ବେଳେ ଅନ୍ୟଟି ଢମଣା।ଏହି ଦୃଶ୍ୟ ଦେଖିବାପରେ ଏହି ସମୟରେ ଆପଣ ସତର୍କ ରୁହନ୍ତୁ।ରାସ୍ତାରେ ଯିବାଆସିବା କରିବା ସମୟରେ ସାବଧାନତା ରକ୍ଷା କରନ୍ତୁ।ଏବଂ ନିଜର ଆଖ ପାଖ ଉପରେ ନଜର ରଖନ୍ତୁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment