Press "Enter" to skip to content

ମାଡି ଆସୁଛି ମହା ବିପଦ ବନ୍ୟା,ବାତ୍ୟା,ମରୁଡି ରେ ଯିବ ଜୀବନ ବୈଜ୍ଞାନିକ ଦେଲେ ଭୟଙ୍କର ସୂଚନା ଜାଣନ୍ତୁ କଣ ? Special report

ପୃଥିବୀ କୁ ମାଡି ଆସୁଛି ମହା ବିପଦ l ବାତ୍ୟା,ବନ୍ୟା, ମରୁଡି ରେ ଜୀବନ ଜୀବ ବୈଜ୍ଞାନିକ ଦେଲେ ଚେତନା l ଆସନ୍ତା 5 ବର୍ଷ ମଧ୍ୟରେ ପୃଥିବୀ ର ତାପମାତ୍ରା 1ଦଶମିକ 5 ଡିଗ୍ରୀ ସେଲିସିଅସ ବୃଦ୍ଧି ପାଇବ l ଏହିପରି ପରିବର୍ତ୍ତନ ଦେଖାଦେଲେ ପାଣିପାଗ ରେ ବିନାଶକାରି ପରିବର୍ତନ ଦେଖା ଦେବ l

ଏପରି ହେଲେ କେଉଁଠି ବନ୍ୟାର ପରିସ୍ଥିତି ଦେଖା ଦେବ ତ କେଉଁଠି ଭୟଙ୍କର ବାତ୍ୟା ର l ଅନେକ ଯାଗାରେ ମରୁଡି ହୋଇ କୃଷି କ୍ଷେତ୍ରରେ ଭାରି ପ୍ରଭାବ ପକାଇବ l ସମୁଦ୍ରର ଜଳସ୍ତର ଆହୁରି ବୃଦ୍ଧି ପାଇବ l

ଜାତିସଙ୍ଘ ର ଏକ ରିପୋର୍ଟ ରେ ଲେଖା ଯାଇଛି ଯେ ଆଗାମୀ 5 ବର୍ଷ ମଧ୍ୟରେ ପୃଥିବୀ ର ତାପମାତ୍ରା ବୃଦ୍ଧି ପାଇବ l ଏ ନେଇ ବୁଧବାର ଜାରି ହୋଇଥିବା ରିପୋର୍ଟ ରେ କୁହାଯାଇଛି ପୂର୍ବ ଔଦେଗିକ ସ୍ତର ରେ ଅସ୍ଥାୟୀ ଭାବେ ତାପମାତ୍ରା ବୃଦ୍ଧି ପାଇବାର 40 ପ୍ରତିଶତ ଅଧିକା ରହିଛି l ପ୍ୟାରିସ କ୍ଳାଈମେଟ ରେ ହୋଇଥିବା 1.5 ପ୍ରତିଶତ ଅନୁସାରେ ବିଶ୍ୱ ପାର କରିସାରିଛି l ଏହି ତାପମାତ୍ରା ବୃଦ୍ଧିରେ ପାଖାପାଖି 30 ବର୍ଷ ରେ ଦେଖିବାକୁ ଜାଣିଥିବ ବୈଜ୍ଞାନିକ ମାନେ ମଧ୍ୟ ଭୟଭିତ

ତାପମାତ୍ରା ପୃଥିବୀ ଉପରେ ଯେତେ ବୃଦ୍ଧି ପାଇବ ପୃଥିବୀ ପାଇଁ ସେତେ ବିପଦ ଆସିବ ବୋଲି ସୂଚାଇ ଦେଇଛନ୍ତି ବୈଜ୍ଞାନିକ l ଗରମ ହାର ବଢିବା ମାତ୍ରେ ସବୁଠୁ ବେଶୀ ଏହା ପ୍ରଭାବ ପକାଇବ ବିଶ୍ୱ ଜଳବାୟୁ ଉପରେ l

ଧୀରେ ଧୀରେ ଯିବଜଗତ ବିନାଶ ଆଡକୁ ଗତି କରିବ l ଜଳ ବାୟୁ ରେ ଏପରି ପରିବର୍ତ୍ତନ କୁ ଦେଖିବାକୁ ମିଳିଲେ ସମୁଦ୍ରର ଜଳସ୍ତର ଅତ୍ୟଧିକ ବଢ଼ିବାରେ ଲାଗିବ l ଏପରି ହେଲେ ଦକ୍ଷିଣ ଆମେରିକା ରେ ମରୁଡି ପଡ଼ିଯିବ ବୋଲି ସୂଚନା ଦେଇଛନ୍ତି ବୈଜ୍ଞାନିକ l ସମ୍ପୂର୍ଣ୍ଣ ବିଶ୍ୱରେ ଏହି ପ୍ରଭାବ ଆଗାମୀ ବର୍ଷ ଠାରୁ ଦେଖା ଦେବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.