Press "Enter" to skip to content

ଜୁନ 10 ରେ ହେବ ବର୍ଷ ର ପ୍ରଥମ ସୂର୍ଯ୍ୟା ପରାଗ କେତେବେଳ ହେବ ହାଣ୍ଡି ଛାଡ଼ ଓଡ଼ିଶାରେ କେମିତି ରହିବ ପ୍ରଭାବ ଜାଣନ୍ତୁ – special report

ବନ୍ଧୁଗଣ 2021 ର ପ୍ରଥମ ସୂର୍ଯ୍ୟା ପରାଗ ଜୁନ ମାସ 10 ତାରିଖ ରେ ହେବାକୁ ଯାଉଛି l ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡିବ ବିଶେଷ କରି ଗ-ର୍ଭବତୀ ମହିଳା ଙ୍କ ଉପରେ l ଯଦି ଘରେ ଗ-ର୍ଭବତୀ ମହିଳା ଥିବେ ତେବେ ନିଶ୍ଚିତ ଚିନ୍ତା କରିବାର ବିଷୟ l

ଚନ୍ଦ୍ର ଗ୍ରହଣ ହେଉ କି ସୂର୍ଯ୍ୟ ପରାଗ ସଭଠୁ ବେଶୀ ନକାରାତ୍ମକ ଉର୍ଜା ର ପ୍ରଭାବ ପକାଇଥାଏ l ତେବେ ଏହି ବର୍ଷ ପ୍ରଥମ ସୁର୍ଯ୍ୟ ପରାଗରେ ଗ-ର୍ବବତୀ ମହିଳା ବିଶେଷ ଧ୍ୟାନ ଦେଲେ ମା ଏବଂ ପିଲା ଦୁହେଁ ସୁସ୍ଥ ରହିବେ l

ଏହା ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଭାବେ ଦେଖାଦେବ l ଅର୍ଥାତ ବିଶେଷ ଭାବେ ଦେଖାଯିବ ନାହିଁ l ସୂର୍ଯ୍ୟ ପରାଗ ଲାଗିବା ସମୟ ଜୁନ 10 ତାରିଖ ବୁଧବାର ଅପରାହ୍ନ 1:42 ରୁ ଆରମ୍ଭ ହୋଇ ସନ୍ଧ୍ୟା 6 : 41 ରେ ଶେଷ ହେବ l

ଏହି ପରାଗ ମହାକାଶ ରେ ପ୍ରାୟ 5 ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ l ସାଧାରଣତଃ ସୂର୍ଯ୍ୟ ଗ୍ରହଣ 3 ପ୍ରହର ପୂର୍ବରୁ ହାଣ୍ଡିଛାଡ଼ ହୋଇଥାଏ l ଏବଂ ପରାଗ ଲାଗିବାର 3-4 ପ୍ରହର ମଧ୍ୟରେ ପାପ ସମୟ ଅନୁଭବ ହୁଏ l

ଏବଂ ସୁତକ ସମୟ ମଧ୍ୟ କୁହାଯାଇ ଥାଏ l ଯେହେତୁ ସୂର୍ଯ୍ୟ ପରାଗ ହେବାକୁ ଯାଉଛି 12 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ ହେବ l ଏହା ଭାରତରେ ଆଂଶିକ ସୂର୍ଯ୍ୟପରାଗ ଦେଖା ଯାଉଥିବା ହେତୁ ଓଡ଼ିଶାରେ ଏହା ପୂର୍ଣ ରୂପରେ ଦୃଶ୍ୟମାନ ହେବନାହିଁ l ଏହା ଭାରତ ବାହାରେ ତଥା ଅନ୍ୟାନ୍ୟ ଦେଶରେ ପୂର୍ଣ ରୂପରେ ଦୃଶ୍ୟମାନ ହେବ l ଯେମିତିକି କାନାଡ଼ା, ଇୟୁରୋପ,ଋଷ, ଚାଇନା ଦେଶ ମାନଙ୍କରେ ପୂର୍ଣ ରୂପରେ ଦେଖାଯିବ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ଆଂଶିକ ଦୃଶ୍ୟମାନ ହେଉଥିବା ହେତୁ ଓଡ଼ିଶାରେ ହାଣ୍ଡିଛାଡ଼ ନିୟମ ମାନ୍ୟ ହେବନାହିଁ l ସେହି ପରାଗ ଏବଂ ସୂର୍ଯ୍ୟଗ୍ରହଣ ଖାଲି ଆଖିରେ ଦେଖା ଦେଇଥାଏ ତାହା ହିଁ ମାନ୍ୟ ହୁଏ ଏବଂ ରୀତିନୀତି ପାଳନ ହୋଇଥାଏ l

କିନ୍ତୁ ଏହାର ପ୍ରଭାବ ଗ-ର୍ଭବତୀ ମହିଳା ଙ୍କ ଉପରେ ନିଶ୍ଚିତ ପଡିଥାଏ l ସେଥିପାଇଁ ଗ-ର୍ଭବତୀ ମହିଳା ନିଶ୍ଚିତ ଭାବେ ସତର୍କ ରହିବା ଆବଶ୍ୟକ l ସୂର୍ଯ୍ୟ ପରାଗ ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ l ଏବଂ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.