Press "Enter" to skip to content

ବଲିଉଡ ଗାୟିକା ସୋନା ମହାପାତ୍ର ଙ୍କ ଜୀବନ ଏହି କାରଣରୁ ହେଲା ବର୍ବାଦ ବର୍ତ୍ତମାନ ଭୋଗୁଛନ୍ତି ଅସହ୍ୟ ଯନ୍ତ୍ରଣା – Bollywood

କ-ରୋନା ଆଣିଛି ଯାତନା ମହାମାରୀରେ ଲକଡାଉନ୍ ହେତୁ ସାଧାରଣ ଲୋକଙ୍କ ବ୍ୟତୀତ ସେଲିବ୍ରେଟ ମାନେ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି l ଅନେକ ଷ୍ଟାର ଅଛନ୍ତି, ଯାହାଙ୍କର ସଞ୍ଚୟ ସମାପ୍ତ ହୋଇସାରିଛି l

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡ ଗାୟିକା ସୋନା ମହାପାତ୍ର, ଯିଏକି ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଛନ୍ତି l ସେ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ସାହାର୍ଯ୍ୟ କରିବାପାଇଁ ଆକୁଳ ନିବେଦନ କରୁଛନ୍ତି l

ସୋନା ମହାପାତ୍ର ଟ୍ୱିଟରରେ ହସୁଥିବା ଏକ ଫଟୋ ସେୟାର କରିଛନ୍ତି ଏହା ସହ ସେ ଲେଖିଛନ୍ତି, ‘ଯନ୍ତ୍ରଣାରୁ ଦୂରେଇ ରହିବା କଷ୍ଟକର କିନ୍ତୁ ସେଥିପାଇଁ ଚିନ୍ତିତ ରହିବା ଠିକ୍ ନୁହଁ ମୁଁ ନିଜକୁ ଖୁସି ରଖୁଛି l

ମୋର ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଘୁରି ବୁଲୁଛି ଏବଂ ଅନେକ ଉତ୍ସବରେ ସାମିଲ ହେଉଛି ମୋର ସମସ୍ତ ସଞ୍ଚୟ ଏହି ଫିଲ୍ମରେ ସରିଯାଇଛି ମହାମାରୀ ଠିକ୍ ପୂର୍ବରୁ ଆମକୁ ଏପରି ଏକ ଜାଗାରେ ଆଣି ଛିଡା କରିଦେଇଛି ​​ଯେଉଁଠାରେ ରୋଜଗାରର କୌଣସି ମାଧ୍ୟମ ନାହିଁ। l

ଏହାପୂର୍ବରୁ ସୋନା ସୂଚନା ଦେଇଥିଲେ ଯେ ତାଙ୍କ ଡକ୍ୟୁମେଣ୍ଟାରୀ ସାଟ୍ ଅପ୍ ସୋନା ନ୍ୟୁୟର୍କ ଭାରତୀୟ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଡକ୍ୟୁମେଣ୍ଟାରୀ ବର୍ଗରେ ମନୋନୀତ ହୋଇଛି l ଏହି ଡକ୍ୟୁମେଣ୍ଟାରୀଟି ଦୀପ୍ତି ଗୁପ୍ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବାବେଳେ ନିର୍ମାତା ସୋନା l ସାଟ୍ ଅପ୍ ସୋନା ଡକ୍ୟୁମେଣ୍ଟାରୀ ଗାୟିକାଙ୍କ ଜୀବନ ଉପରେ ଆଧାରିତ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ବଲିଉଡMore posts in ବଲିଉଡ »

Be First to Comment

Leave a Reply

Your email address will not be published.