Press "Enter" to skip to content

90 ଦଶକ ରାମାୟଣ ସିରିଏଲ ର ଲବ କୁଶ ଙ୍କ ସ୍ତ୍ରୀ ଦେଖିବାକୁ ଏତେ ସୁନ୍ଦର ଦେଖିଲେ ହୋସ ଉଡିଯିବ – Special report

ରାମାନନ୍ଦ ସାଗର ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାମାୟଣ ବର୍ତ୍ତମାନ ସମୟରେ ମଧ୍ୟ ଘରେ ଘରେ ପରିଚିତ l ରାମାୟଣ କଥା ମନରେ ଆସିଲେ ରାମାନନ୍ଦ ସାଗର ଙ୍କର ଛବି ଆସେ ଯିଏ କି ହିନ୍ଦୁ ଧର୍ମ କୁ ରାମାୟଣ କୁ ଏତେ ସୁନ୍ଦର ଭାବରେ ଉପସ୍ଥାପନା କରି ଉପହାର ଦେଇଛନ୍ତି l

ରାମାନନ୍ଦ ଙ୍କ ରାମାୟଣ ସଫଳ ହେବାପରେ ରାମାନନ୍ଦ ଉତ୍ତରରାମଚରିତ ଆରମ୍ଭ କରିଥିଲେ ଯେଉଁଥିରେ ରାମଚନ୍ଦ୍ର ସୀତା ମାତା ଙ୍କ ପୁତ୍ର ଲବ ଏବଂ କୁଶ ଙ୍କ ଚରିତ୍ର ବର୍ଣନା ହୋଇଥିଲା l

ଏବଂ ଉତ୍ତର ରାମଚରିତ କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଥିଲେ l ରାମାୟଣ ନବେ ଦଶକରେ ପ୍ରସାରିତ ହେଉଥିବା ବେଳେ ବର୍ତ୍ତମାନ କ-ରୋନା ମହାମାରୀ କାରଣରୁ ପୁଣିଥରେ ରାମାୟଣ ପ୍ରସାରିତ ହେଉଥିଲା l

ଏବଂ ଏହା ଏବେମଧ୍ୟ ଲୋକମାନଙ୍କର ଅତିପ୍ରିୟ ରାମାୟଣ ହୋଇପାରିଥିଲା l ଲୋକେ ତାଲାବନ୍ଦ ସମୟରେ ଘରେ ବସି ରାମାୟଣ ଦେଖିବାକୁ ଖୁବ ପସନ୍ଦ କରିଥିଲେ ଏବଂ ସମସ୍ତ ପରିବାର ବର୍ଗ ଙ୍କ ସହ ବସି ରାମାୟଣ ଦେଖିଥିଲେ l

ଉତ୍ତର ରାମଚରିତରେ ଲବ ଚରିତ୍ର ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ନାଁ ମୟୁରେସ ଅଟେ ଏବଂ କୁଶ ଚରିତ୍ର ରେ ଅଭିନୟ କରୁଥିଲେ ସୁପ୍ନିଲ ଯୋଶୀ l ରାମାୟଣ ରେ ଦୁହେଁ ପ୍ରଥମକରି ଟିଭି ପରଦାରେ ଦେଖା ଦେଇଥିଲେ ଏବଂ ଉତ୍ତମ ଅଭିନୟ କରିଥିଲେ l

ସୁପ୍ନିଳ ଯୋସି ବର୍ତ୍ତମାନ 41 ବର୍ଷ ରେ ପାଦ ଥାପିଛନ୍ତି l ସେ ଅନେକ ମରାଠୀ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି l ତାଙ୍କ ପତ୍ନୀ ଙ୍କ ନାଁ ଲିନା ଆରାଧ୍ୟା ଅଟେ ଏବ ତାଙ୍କର ଏକ ମାୟେରା ନାମକ ଝିଅ ମଧ୍ୟ ଅଛନ୍ତି l

ଲବ ଚରିତ୍ର ରେ ନଜର ଆସିଥିବା ମୟୁରେସ ଆଜି 43 ବର୍ଷ ରେ ପାଦ ଥୋଇଛନ୍ତି l ବର୍ତ୍ତମାନ ସେ ଆମେରିକା ରେ ରହୁଥିବାର ସୂଚନା ମିଳିଛି l ଏବଂ ଏକ IT କମ୍ପାନୀରେ ପ୍ରେସିଡେଣ୍ଟ ଅଛନ୍ତି l ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ଏବଂ ତାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରୁଛନ୍ତି l

ଆପଣଙ୍କୁ ରାମାୟଣ ରେ ଲବ ଏବଂ କୁଶ ଙ୍କର ଚରିତ୍ର କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.