Press "Enter" to skip to content

ବଢିଲା ତାଲାବନ୍ଦ ବଦଳିଲା ନିୟମ ଜୁନ 1 ରୁ ଜାରି ହେବ ନୂଆ ନିୟମ ଦେଖନ୍ତୁ କଣ ହେଲା ନୂଆ ନିୟମ – Breaking news

ନୂଆ ତାଲାବନ୍ଦ ପ୍ରକ୍ରିୟା କୁ କେନ୍ଦ୍ର କରି ଆପଣଙ୍କ ଜୀବନରେ ପଡ଼ିବାକୁ ଯାଉଛି ଗଭୀର ପ୍ରଭାବ l ଛୋଟ ଠାରୁ ବଡ଼ ବ୍ୟବସାୟୀ ପର୍ଯ୍ୟନ୍ତ ଜାରି ହେଲା ନୂଆ ନିୟମ ଟାକ୍ସ ଠୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ବଦଳିଲା ନିୟମ l ଖୁଚୁରା ବ୍ୟବସାୟୀ ଙ୍କ ଉପରେ ପଡିଲା ବଡ଼ ପ୍ରଭାବ l

ଘରେ ଘରେ ବ୍ୟବହୃତ ହେଉଥିବା LPG ଗ୍ୟାସ ର ଦର ବଢିବାକୁ ଯାଉଛି l ତାଲାବନ୍ଦ ର ପ୍ରଭାବ ପଡିଛି ଗ୍ୟାସ ଉପରେ ତେଣୁକରି 1 ତାରିଖରୁ ସୂଚନା ମିଳୁଛି ନୂଆ ଆକାରରେ ମୂଲ୍ୟ ହେବ ନିର୍ଣ୍ଣୟ l ବର୍ତ୍ତମାନ LPG ସିଲିଣ୍ଡର ର ଦାମ ହଜାରେ ଟଙ୍କାରୁ କିଛି ଟଙ୍କା କମ ରହିଛି l ତେବେ ଏହା ବଢିବାର ସୂଚନା ମିଳିଛି l

ଜୁନ 1 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ ନୂଆ ୱେବ୍ସାଇଟ ଢାଞ୍ଚା ଆରମ୍ଭ ହେବାକୁ ଯାଉଛି l ଆଇଟିଆର ଜୁନ 7 ତାରିଖ ଠାରୁ ନୂଆ ୱେବ୍ସାଇଟ ଲଞ୍ଚ କରିବ ଏବଂ 1 ତାରିଖ ରୁ 6 ତାରିଖ ପର୍ଯ୍ୟନ୍ତ ପୁରୁଣା ୱେବ୍ସାଇଟ ଆଉ ଚାଲୁ ହେବ ନାହିଁ l

ବଦଳିଯିବ ଆଇଏଫସି କୋର୍ଡ l କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କ ର ମିଶ୍ରଣ କୁ ଲକ୍ଷ୍ୟ ରଖି ସିଣ୍ଡିକେଟ ବ୍ୟାଙ୍କ ର ଗ୍ରାହକ ଙ୍କୁ ଆଇଏଫସି କୋର୍ଡ ଅପଡେଟ କରିବାପାଇଁ ନିର୍ଦେଶ ଦିଆଯାଇଛି l କାରଣ ଜୁଲାଇ 1 ତାରିଖ ରୁ ପୁରୁଣା ଆଇଏଫସି କୋର୍ଡ ଅମାନ୍ୟ ହୋଇଯିବ l

ଗୁଗୁଲ ଷ୍ଟୋରେଜ ପଲିସୀ ରେ ପରିବର୍ତନ l ଜୁନ ଏକ ତାରିଖରେ ଗୁଗୁଲ ଷ୍ଟୋରେଜ ରେ ପରିବର୍ତ୍ତନ ଦେଖା ଦେବ l ଆପଣ ଗୁଗୁଲ ଫୋଟୋ ରେ ମନେଇଚ୍ଛା ଫୋଟୋ ଅପଲୋଡ଼ କରିପାରିବେ ନାହିଁ l ଗୁଗଲ ଅନୁଯାଇ ପ୍ରତେକ ଜିମେଲ ଉଜ୍ୱର ଙ୍କ ପାଇଁ 15 ଜୀବି ର ସ୍ପେସ ମିଳିବ l ଏହାଠାରୁ ଅଧିକ ସ୍ପେସ ଦରକାର ହେଲେ ଆପଣଙ୍କୁ ଟଙ୍କା ଦେବାକୁ ହେବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.