Press "Enter" to skip to content

ସ୍ତ୍ରୀ ହୁଅନ୍ତୁ କି ପୁରୁଷ ପେଟ କମାନ୍ତୁ ଏହି ଉପାୟରେ ମାତ୍ର 7 ଦିନ ରେ କମିବ ପେଟ – health tips

ବନ୍ଧୁଗଣ ମେଦବହୁଳତା ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରେ l ମେଦ ବହୁଳତା ପାଇଁ ଶରୀର ରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୁଏ ଏବଂ ସବୁବେଳେ ଶରୀର ରେ ଆଳସ୍ୟ ପଣ ର ଅନୁଭୂତି ହୁଏ l ମେଦ ବହୁଳତା ପାଇଁ ଖାଇବା ପିଇବା ମଧ୍ୟ କଠିନ ପରିସ୍ଥିତି ହୋଇଉଠେ ଏବଂ ନିଜର ପ୍ରିୟ ଖାଦ୍ୟ ଆମକୁ ଛାଡିବାକୁ ପଡିଥାଏ l

ଆଜି ଆମେ ଆପଣଙ୍କୁ ଓଜନ କମାଇବା ପାଇଁ ଏକ ରାମଵାଣ ଉପାୟ କହିବାକୁ ଯାଉଛୁ ଯାହା କି ଆପଣ 7 ଦିନ ଲଗାତାର ଏହି ଉପାୟ କଲେ ଆପଣଙ୍କୁ ନିଶ୍ଚିତ ଲାଭ ହେବ ଏବଂ ଏହି ଉପାୟରେ କୌଣସି କ୍ଷତି ହେବାର ନାହିଁ l ଏହା ଏକ ଘରୋଇ ଉପଚାର ଅଟେ l ତେବେ ଆସନ୍ତୁ ଜାଣିବା କଣ କଣ ଆବଶ୍ୟକ ସାମଗ୍ରୀ ଆମକୁ ଦରକାର l

ଆବଶ୍ୟକ ସାମଗ୍ରୀ – କାକୁଡି, ହେଙ୍ଗୁ, ଛେଚା ଅଦା, ଲେମ୍ବୁ, ଏବଂ ଡାଲଚିନି ଗୁଣ୍ଡ..

ସର୍ବ ପ୍ରଥମେ କାକୁଡି କୁ ଛୋଟ ଛୋଟ ଖଣ୍ଡ କାଟି ଚୋପା ଛଡାଇ ଡାଲଚିନି ଗୁଣ୍ଡ ଏବଂ ହେଙ୍ଗୁ, ଛେଚା ଅଦା କୁ ଏକାଠି ଗ୍ରାଇଣ୍ଡର ରେ ବାଟି ଏହାର ରସ ଏକ ଗ୍ଲାସ ରେ ବାହାର କରନ୍ତୁ l ଏହାପରେ ଏହା ଉପରେ ଏକ ଚାମଚ ଲେମ୍ବୁ ରସ ଆଡ଼ କରନ୍ତୁ ଏବଂ ଏହାକୁ ଏକ ଚାମଚ ସହାର୍ଯ୍ୟରେ ମିଶ୍ରଣ କରନ୍ତୁ l

ଏହା ଏବେ ସଂପୂର୍ଣ ପ୍ରସ୍ତୁତ ଏହାକୁ ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ସେବନ କରନ୍ତୁ l ଏହାକୁ ସେବନ କରିବାଦ୍ବାରା ଆପଣଙ୍କ ଶରୀରରେ ଥିବା ଅତ୍ୟାବଶୀକୀୟ ଚର୍ବି ଧୀରେ ଧୀରେ ହ୍ରାସ ପାଇବ ଏବଂ ଏହାର ଫରକ ଆପଣ ନିଜେ 7 ଦିନ ମଧ୍ୟରେ ଦେଖିପାରିବେ l ଏହାକୁ ଖାଲି ପେଟରେ ସକାଳେ ସେବନ କରନ୍ତୁ ଲାଭ ମିଳିବ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ସ୍ଵାସ୍ଥ୍ୟMore posts in ସ୍ଵାସ୍ଥ୍ୟ »

Be First to Comment

Leave a Reply

Your email address will not be published.