Press "Enter" to skip to content

ବିବାହର ପ୍ରଥମ ରାତିରେ ସ୍ୱାମୀ ସ୍ତ୍ରୀ ଙ୍କ ହସକଥା ଶୁଣିଲେ ହସି ହସି ଗଡିଯିବେ – Odia joke

ଆମେ ଆପଣଙ୍କ ପାଇଁ କିଛି ମଜାଳିଆ ଥଟ୍ଟା ଆଣିଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି l ଆମେ ନିଶ୍ଚିତ ଯେ ଏହି ଥଟ୍ଟାଗୁଡ଼ିକ ପଢ଼ିବା ପରେ ତୁମେ ହସିବା ବନ୍ଦ କରିବ ନାହିଁ l ତେବେ ଆସନ୍ତୁ ହସିବାର ଏହି ପ୍ରକ୍ରିୟା ଆରମ୍ଭ କରିବା l

1)

ପୁଅ- ମା ମତେ 100 ଟଙ୍କା ଦିଅ କାମ ଅଛି

ମାତା- କାହିଁକି ? ମୁଁ ପୂର୍ବ ଦିନ ଦେଇଥିଲି 100 ଟଙ୍କା ଦେଇଥିଲି ପ୍ରଥମେ ଏହାର ହିସାବ ଦିଅ…

ପୁଅ – ଯଦି ହିସାବ ଦେବାକୁ ପଡିବ

ଯେତେବେଳେ ମୋର ପିଲାଦିନର ସମ୍ପର୍କୀୟମାନେ ମୋତେ ଟଙ୍କା ଦେଇଥିଲେ ତାର ବି ହିସାବ ଦିଅ ମତେ…

ଏହା ପରେ ମାଆ ପୁଅ ମୁହଁକୁ ମାରି ମାରି ଲାଲ କରିଦେଲା!

2)

ଜଣେ ଗରିବ ଲୋକ କହିଲା – ମୃ-ତ୍ୟୁ ବହୁତଭଲ ଏଭଳି ଜୀବନ ଅପେକ୍ଷା l

ହଠାତ୍ ଯମଦୂତ ଆସି କହିଲା…

ମୁଁ ତୁମ ଜୀବନ ନେବାକୁ ଆସିଛି ତୁମ ଇଚ୍ଛା ପୂର୍ଣ ହେଲା….

ଗରିବ ମଣିଷ- ଏବେ ଗରିବ ଲୋକ ଥଟା ବି କରିପାରିବନି ନା କଣ

3)

ବସ୍ – ତୁମେ ବିବାହିତ କି?

ପପୁ – ହଁ, ଜଣେ ଝିଅ ସହ

ବସ୍- ବିବାହ କେବଳ ଗୋଟିଏ ଝିଅ ସହିତ ହିଁ ହୁଏ..

ପପୁ – ନା ତ ମୋ ଭଉଣୀର ଗୋଟିଏ ପୁଅ ସହିତ ବିବାହ ହୋଇଛି l

ବସ ବେହୋସ

4)

ଦୁଇ ହାତରେ ପାତ୍ର ଧରି ଭିକାରୀ

ଭିକ ମାଗୁଥିଲେ

ଚିଣ୍ଟୁ ତାଙ୍କର ଗୋଟିଏ ପାତ୍ରରେ 5 ଟଙ୍କା ରଖି ପଚାରିଲା…

ଚିଣ୍ଟୁ – ଏହି ଦ୍ୱିତୀୟ ପାତ୍ର କ’ଣ ପାଇଁ?

ଭିକାରୀ-ସାର୍, ମୁଁ ମୋର ବ୍ୟବସାୟ ବଢ଼ୋଉଛି,

ତେଣୁ ଦ୍ୱିତୀୟ ବ୍ରାଞ୍ଚ ଖୋଲିଛି…

5)

ଚତୁର୍ଥୀ ରାତିରେ ସ୍ୱାମୀ ସ୍ତ୍ରୀ କୁ…

ସ୍ୱାମୀ – ବାହାଘର ପୂର୍ବରୁ ତମର କେତେଟା ବଏଫ୍ରେଣ୍ଡ ଥିଲେ

ସ୍ତ୍ରୀ ଚୁପ ରହିଲେ…

ସ୍ୱାମୀ ଚିଲେଇକି – ଏ ନୀରବତା ର ଅର୍ଥ କଣ ବୁଝିବି

ସ୍ତ୍ରୀ – ହେ ଭଗବାନ ଚିଲଉଛ କଣ ପାଇଁ ଗଣୁଛି ପା…

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from Odia jokesMore posts in Odia jokes »

Be First to Comment

Leave a Reply

Your email address will not be published.