ନମସ୍କାର ସାଙ୍ଗମାନେ ଵଲିଉଡ଼ର ଭାଇଜାନ ଅର୍ଥାତ ଅଭିନେତା ସଲମାନଖାନଙ୍କ ନୂତନ ଫିଲ୍ମ ରାଧେ ମୋଷ୍ଟ ୱାଣ୍ଟେଡ଼ ଭାଇ ରିଲିଜ ହୋଇଯାଇଛି।ଫ୍ୟାନମାନଙ୍କ ଭଲପାଇବା ଏବଂ ସପୋର୍ଟପାଇଁ ଏହା ଓଟିଟି ପ୍ଲାଟଫର୍ମରେ ରେକର୍ଡ ତିଆରି କରିସାରିଛି।ଏବଂ କ୍ରିଟିକସଙ୍କ ମଧ୍ୟରେ ଫିଲ୍ମକୁ ମିଳାମିଶା ରିଭିଉ ମିଳୁଛି।
ଏବଂ ରାଧେର ରିଲିଜ ହେବା ପରେ ଏହାର ଏକ ଗୀତ ଜୁମଜୁମର ଏକ ଭିଡିଓ ସାମ୍ନାକୁ ଆସିଛି।ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏହି ଭିଡିଓ ବିଷୟରେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ଏହି ଭିଡିଓରେ ଏହା କୁହାଯାଇଛି ଲକଡାଉନ ମଧ୍ୟରେ କିପରି ଏହି ଗୀତର ସୁଟିଙ୍ଗ କରାଜାଇଛି।ଏହି ଗୀତର ପଛରେ ଥିବା ଦୃଶ୍ୟରୁ ଏହା ଜଣାପଡୁଛି ଯେ ପୂର୍ବବର୍ଷ ଲକଡାଉନ ଖୋଲିବା ପରେ ଏହି ଗୀତର ଶୁଟିଙ୍ଗ କରାଯାଇଥିଲା।ଚେନ୍ନାଇରୁ ପ୍ରଭୁଦେବା ଟିମକୁ ଭିଡିଓ କଲ ଜରିଆରେ ଜଏନ କରିଥିଲେ।
କ-ରୋ-ନା ଭାଇରସକୁ ଦେଖି ପୁରା ଟିମ ନିୟମକୁ ଭଲ ଭାବରେ ପାଳନ ମଧ୍ୟ କରିଥିଲେ।ସେହି ସେଟରେ ଅଭିନେତ୍ରୀ ଦିଶା ପଟାନିଙ୍କ ସହିତ ସମସ୍ତେ ମାସ୍କ ମଧ୍ୟ ପିନ୍ଧିଥିଲେ।ଏବଂ ଏହି ଭିଡ଼ିଓରେ ଦିଶା ପଟାନିଙ୍କ ଲୂକ ସବୁବେଳେ ପରିବର୍ତ୍ତନ ହେବାର ନଜର ଆସିଥିଲା।ଏବଂ ସେ ସବୁବେଳେ ବୋଲଡ଼ ଅବତାରରେ ନଜର ଆସିଥିଲେ।ସେହି ଭିଡ଼ିଓରେ ସଲମାନ ଖାନ ଡ୍ୟାନ୍ସ କରିବାର ମଧ୍ୟ ନଜର ଆସିଥିଲେ।
କିଛି ଭଲ ଷ୍ଟେପ ନ ହେଉଥିଲେ ସେ ଟିମକୁ ଏହା କହିବାର ନଜର ଆସିଥିଲେଯେ ତାଙ୍କୁ ଅଳ୍ପ ସମୟ ଲାଗିବ କାରଣ ସେ ୬ ମାସ ପରେ ସେଟକୁ ଆସିଛନ୍ତି ଏବଂ ଏହିଭଳି ଡ୍ୟାନ୍ସ କରୁଛନ୍ତି।ଏହାପରେ ଅନ୍ୟ ଏକ ଷ୍ଟେପରେ ସଲମାନ ଏବଂ ଦିଶା ଏକ ସାଙ୍ଗରେ ଡ୍ୟାନ୍ସ କରିବାର ନଜର ଆସିଥିଲେ।
ଏବଂ ସେହି ସମୟରେ ଦିଶାଙ୍କ ଵାଲାନ୍ସ ବିଗିଡି ଯାଇଥିଲା ଏବଂ ଏହାପରେ ସଲମାନ ଦିଶାଙ୍କୁ ପଡିଯିବାରୁ ବଞ୍ଚାଇଥିଲେ ଓ ଏହାପରେ ଦୁଇଜଣ ଡ୍ୟାନ୍ସ ପ୍ରାକ୍ଟିସ କରିବାର ମଧ୍ୟ ନଜର ଆସିଥିଲେ।ଏହି ସିନ ଭୁଲଭାଲ ହେବା କାରଣରୁ ଏହାକୁ ପୁନର୍ବାର ସୁଟ କରାଯାଇଥିଲା।ସେହି ଭିଡ଼ିଓରେ ଦିଶା ଏବଂ ସଲମାନ ବହୁତ ମଜାକରିବାର ମଧ୍ୟ ନଜର ଆସିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment