Press "Enter" to skip to content

‘କାହା ବାପା ର ଦମ ନାହିଁ ମତେ ଆରେଷ୍ଟ କରିବାରେ’ video ଭାଇରଲ ଅଡୁଆରେ ବାବା ରାମଦେବ

ବାବା ରାମଦେବ କହିଛନ୍ତି କାହାର ବାପା ପାଖରେ ଶକ୍ତି ନାହିଁ ଯିଏ ମୋତେ ଗିରଫ କରିପାରିବ l ଏହି ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି l ଯୋଗ ଗୁରୁ ରାମଦେବ ଆଜିକାଲି କ-ରୋନା ସମୟରେ ଏଲୋପାଥିକ ଔଷଧ ଉପରେ ଦେଇଥିବା ବିବୃତ୍ତି ବିଷୟରେ ଚର୍ଚାରେ ଅଛନ୍ତି l

ବୁଧବାର ଯୋଗ ଗୁରୁ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ତାଙ୍କୁ ଗିରଫ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ କରୁଥିବା ଜଣାପଡିଛି l

ଏହାପୂର୍ବରୁ ଭାରତୀୟ ମେଡିକାଲ ଆସୋସିଏସନ ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଯୋଗୁ ରାମଦେବଙ୍କ ଉପରେ ଦେଶଦ୍ରୋହ ଅଭିଯୋଗ ଆଣିଛନ୍ତି କୋ-ଭିଡ 19 ର ଚିକିତ୍ସା ପାଇଁ ସରକାରଙ୍କ ପ୍ରୋଟୋକଲକୁ ଚ୍ୟାଲେଞ୍ଜ କରି ଟୀକାକରଣ ଉପରେ ଭୁଲ ତଥ୍ୟ ପ୍ରଚାର କରିଥିଲେ ବାବା ରାମଦେବ l ତାଙ୍କ ଅଧୀନରେ ଏକ ମାମଲା ପଞ୍ଜିକୃତ ହେବା ଉଚିତ୍ ବୋଲି ତଥ୍ୟ ଉପସ୍ଥାପନା କରିଛନ୍ତି ଆଇଏମଏ l

ସୋସିଆଲ ମିଡିଆରେ 40 ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି ସ୍ୱାମୀ ରାମଦେବ କହୁଛନ୍ତି l କେହି ତାଙ୍କୁ ଗିରଫ ମଧ୍ୟ କରିପାରିବେ ନାହିଁ l ପତଞ୍ଜଳି ର ସଦସ୍ୟ ମାନେଭିଡିଓ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି l

କେନ୍ଦ୍ର ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ l ଯେଉଁଭଳି ଭାବେ ଉଭୟ ପକ୍ଷରୁ ବିବୃତ୍ତି ସାମ୍ନାକୁ ଆସୁଛି ବିବାଦ ବନ୍ଦ ହେବା ପରିବର୍ତ୍ତେ ବଢ଼ିବାରେ ଲାଗିଛି l ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଅତ୍ୟନ୍ତ ଉତ୍ୟକ୍ତ ହୋଇଛି l ଏବଂ ସଭିଏଁ ରାମଦେବ ବାବାଙ୍କୁ କ୍ଷମା ମାଗିବାପାଇଁ ସୋସିଆଲ ମିଡିଆରେ ପ୍ରସ୍ତାବ ରଖିଛନ୍ତି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.