Press "Enter" to skip to content

କ-ରୋନା ହେଲେ କମୁଛି ପୁରୁଷତ୍ୱ କ୍ଷମତା ବିଜ୍ଞାନ ଦେଲା ବଡ଼ ତଥ୍ୟ – Viral news

ନମସ୍କାର ସାଙ୍ଗମାନେ ପୁରୁଷଙ୍କ ପ୍ରା-ଇ-ଭେ-ଟ ପାର୍ଟରୁ ମିଳିଲା କ-ରୋ-ନା ଭାଇରସ।ସୁସ୍ଥ ହେବାପରେ କମୁଛି ଯୌ-ନ କ୍ଷମତା।ସ୍କନିଂ ବେଳେ ସାମ୍ନାକୁ ଅସିଛି ଏହିଭଳି ଏକ ଭୟଙ୍କର ଚିତ୍ର।କ-ରୋ-ନାରୁ ସୁସ୍ଥ ହେବାପରେ ପୁରୁଷଙ୍କ ପ୍ରତି ଅଧିକ ବିପଦ ରହିଛି।

ସୁସ୍ଥ ହେବାର ଅନେକ ମାସଅପରେ ମଧ୍ୟ ପୁରୁଷମାନେ କରୋନା ଜାଲରୁ ଖସି ପାରନ୍ତି ନାହିଁ।ଏକ ନୂଆ ଗବେଷଣାରୁ ଏହି ସବୁ ତଥ୍ୟ ଅସିଛି।ଏପରିକି ସୁସ୍ଥ ହେବାପରେ ପୁରୁଷଙ୍କ ପ୍ରାଇଭେଟ ପାର୍ଟରେ କ-ରୋ-ନା ଭୁତାଣୁ ରହିଥାଏ ବୋଲି ଗ-ବେ-ଷ-ଣାରୁ ଜଣାପଡ଼ିଛି।ଏହାଫଳରେ ପୁରୁଷମାନେ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି।

ପୁରୁଷଙ୍କ ଜୌ-ନା-ଙ୍ଗରେ ଥିବା ଇରେକ୍ଟଆଇଲ କୋଷ ଗୁଡିକୁ ଭାଇରସ ନଷ୍ଟ କରିଦିଏ।ଫଳରେ ଯୌ-ନ କ୍ଷମତା ଉପରେ ଏହାର ପ୍ରଭାବ ପଡିଥାଏ।ଏକ ବିଶ୍ୱ ବିଦ୍ୟାଳୟର ରିପୋର୍ଟ ଅନୁସାରେ ଦୁଇ କ-ରୋ-ନା ଆକ୍ରାନ୍ତ ପୁରୁଷଙ୍କ ପ୍ରା-ଇ-ଭେ-ଟ ପାର୍ଟକୁ ସ୍କାନ କରାଯାଇଥିଲା।ଏହି ସ୍କନିଂ ସୁସ୍ଥ ହେବାର ୬ ମାସ ପରେ କରାଯାଇଥିଲା।

ଏବଂ ଏହି ସ୍କାନରୁ ଏହା ଜଣାଯାଇଥିଲା ଯେ ପ୍ରା-ଇ-ଭେ-ଟ ପାର୍ଟରେ ଥିବା ଇରେକ୍ଟଆଇଲ କୋଷରେ ଭାଇରସ ରହିଛି।ଏହା ଫଳରେ ଇରେକ୍ଟଆଇଲ କାର୍ୟ୍ଯ ନ କରିବାର ସମସ୍ୟା ହେଉଛି ଏହା ମଧ୍ୟରୁ ଜଣେ ପୁରୁଷ ଗୁରୁତର ଭାବରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଅନ୍ୟ ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିଲା।କିନ୍ତୁ ଉଭୟ ଏକା ସମସ୍ୟାର ସମ୍ମୁଖିନ ହେଉଥିଲେ।ଯାହା ଏହି ଘାତକ ଲକ୍ଷଣ ଅଟେ।ଯାହା ଦ୍ୱାରା ଯୌ-ନା-ଙ୍ଗରେ ରକ୍ତ ପ୍ରବାହ କମିଯାଏ।ଏବଂ ଯୌ-ନ ସମ୍ପର୍କ ବେଳେ ଅସୁବିଧାର ସାମ୍ନା କରିବାକୁ ହୋଇଥାଏ।

ଡାକ୍ତର କହିଛନ୍ତି ଯେଉଁ ପୁରୁଷ ଏହି ସମସ୍ୟାର ସମ୍ମୁଖିନ ଆଗରୁ ହେଉନଥିଲେ ସଂକ୍ରମିତ ହେବାପରେ ସେମାନେ ଏହି ସମସ୍ୟାରେ ସଂକ୍ରମିତ ହେଉଛନ୍ତି।ତାଙ୍କର ସ୍କାନିଂ ଗଭୀର ଭାବରେ କରାଯାଇଥିଲା ଏବଂ ୧୦୦ ନାନୋ ମିଟର ସ୍ଥଳରେ ଭାଇରସର ଠାବ ମିଳିଥିଲା।

ଉଭୟ ସୁସ୍ଥ ହେବାର ୬ ମାସ ପରେ ମଧ୍ୟ କୋ-ଭି-ଡ ପଜେଟିଭ ଚିହ୍ନଟ ହୋଇଥିଲେ।ରୋମରେ ମଧ୍ୟ ଏକ ଗବେଷଣାରୁ ୨୮ ପ୍ରତିଶତ ପୁରୁଷ ଏହି ସମସ୍ୟାରେ ସମ୍ମୁଖିନ ହେଉଥିବାର ଜଣାପଡିଥିଲା।ସାଧାରଣ ଭାବରେ ଏହି ପୁରୁଷଙ୍କ ବୟସ ପ୍ରାୟ ୩୩ ବର୍ଷରୁ କମ ଥିବାର ଜଣାପଡିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ଭାଇରଲ ଖବରMore posts in ଭାଇରଲ ଖବର »

Be First to Comment

Leave a Reply

Your email address will not be published.