Press "Enter" to skip to content

ଝିଅ ନିଜ ପାର୍ଟନର ଠାରୁ କଣ ଚାଁହାନ୍ତି ଥରେ ଜାଣିଲେ ଆପଣଙ୍କ ପ୍ରେମ ଗାଡି କେଭେ ଅଟକିବନି – special report

ବନ୍ଧୁଗଣ ପ୍ରେମ ସମସ୍ତଙ୍କ ପାଇଁ ପବିତ୍ର ଏବଂ ସାସ୍ୱତ୍ୱ ଅଟେ l ପ୍ରେମିକ ପ୍ରେମିକା ଦୁହେଁ ଦୁହିଁଙ୍କୁ ଭଲ ପାଇବାର ମୁଖ୍ୟ କାରଣ ଦୁହିଁଙ୍କୁ ଭଲ ଜୀବନସାଥୀ ରୂପେ ପାଇଥିବାର l ଯେତେବେଳେ ପୁଅ ଝିଅ ପ୍ରଥମେ ପ୍ରେମରେ ପଡନ୍ତି ସେତେବେଳେ ସେମାନଙ୍କର ଉପଯୁକ୍ତ ପାର୍ଟନର ଙ୍କୁ ସେମାନଙ୍କ ଭିତରେ ଦେଖିପାରନ୍ତି l ପ୍ରେମ ପ୍ରଥମେ ଆରମ୍ଭ ହୁଏ ବନ୍ଧୁତ୍ୱ ରୁ ଏବଂ ଏହା ପରେ ପ୍ରେମରେ ପରିବର୍ତ୍ତିତ ହୁଏ l

ଯେତେବେଳେ ଦୁହେଁ ଦୁହିଁଙ୍କୁ ବୁଝିପାରନ୍ତି ଏବଂ ପରସ୍ପର ଙ୍କ ମଧ୍ୟରେ ବିଶ୍ୱାସ ଗଢିଉଠେ ସେତେବେଳେ ପ୍ରେମ ହେବାକୁ ବେଶୀ ସମୟ ଲାଗେ ନାହିଁ l ସାଧାରଣତଃ ପ୍ରେମ ସମ୍ପର୍କ ମୂଲ୍ୟବାନ ହୋଇଥାଏ ଏବଂ ଯାହାକୁ ଥରେ ଉପଯୁକ୍ତ ପ୍ରେମ ମିଳିଯାଏ ସେ ତାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପ୍ରେମ ର ପୂଜାରୀ ହୋଇ ରହିଥାଏ l

ଏବଂ ସାରାଜୀବନ ହସଖୁସିରେ ମଧ୍ୟ ଜୀବନ ପରିଲକ୍ଷିତ ହୋଇଥାଏ l କିନ୍ତୁ ବନ୍ଧୁଗଣ ପ୍ରେମରେ ଆପଣ ଜାଣନ୍ତି କି ଝିଅମାନେ ସବୁଠୁ ଅଧିକ କଣ ଚାଁହାନ୍ତି ଏବଂ କେଉଁକାରଣ ପ୍ରେମ ସବୁଦିନ ପାଇଁ ଦୁଦୃଢ଼ କରିହୁଏ l ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ : –

ବିଶ୍ୱାସ – ଝିଅମାନେ ସବୁବେଳେ ଚାଁହାନ୍ତି ତାଙ୍କ ପାର୍ଟନର ତାଙ୍କୁ ବହୁତ ବିଶ୍ୱାସ କରୁ ଏବଂ ସବୁବେଳେ ତାଙ୍କ କଥା ର ଇଯତ ରଖୁ ଏବଂ ତାଙ୍କୁ କେଭେ ମଧ୍ୟ ଅନ୍ୟକଥାରେ ପଡି ସନ୍ଦେହ ନାକରୁ l

ଯତ୍ନ – ଝିଅମାନେ ଚାଁହାନ୍ତି ଏମିତି କେହି ତାଙ୍କ ଜୀବନରେ ଆସନ୍ତୁ ଯିଏ କି ତାଙ୍କର ବହୁତ ଯତ୍ନ ନିଅନ୍ତୁ l ଏବଂ ତାଙ୍କର ସବୁ ପରିସ୍ଥିତି ରେ ତାଙ୍କ ସହ ହାତ ରେ ହାତ ମିଶେଇ ଠିଆ ହୁଅନ୍ତୁ l

ବାରମ୍ବାର ମନେ ପକାଇବା – ଝିଅମାନେ ଚାଁହାନ୍ତି ତାଙ୍କ ଜୀବନସାଥୀ ତାଙ୍କୁ ପ୍ରତେକ ମୁହୂର୍ତ୍ତରେ ମନେ ପକାନ୍ତୁ ଏବଂ ସବୁବେଳେ ତାଙ୍କର ଅନୁଭବ କୁ ନିଜ ପାଖରେ ପରିଲକ୍ଷିତ କରନ୍ତୁ l

କଥା ଦେଇ କଥା ରଖିବା – ପ୍ରତେକ ଝିଅ ଚାଁହାନ୍ତି ତାଙ୍କୁ ଏମିତି ଏକ ଜୀବନସାଥୀ ମିଳୁ ଯିଏ କି ତାଙ୍କୁ ଦେଇଥିବା ସମସ୍ତ କଥା ପୁରଣ କରନ୍ତୁ l ଏବଂ ସବୁବେଳେ ତାଙ୍କୁ ସଂମ୍ମାନ ଦିଅନ୍ତୁ l

ଏହିସବୁ ପ୍ରେମ ରେ ହେଲେ ପ୍ରେମ ଜୀବନସାଥୀ ହେବାକୁ ବେସିସମୟ ଲାଗେନାହିଁ l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

More from ସ୍ପେଶାଲ ଖବରMore posts in ସ୍ପେଶାଲ ଖବର »

Be First to Comment

Leave a Reply

Your email address will not be published.