ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ କିଛି ବ୍ୟାୟାମ ବିଷୟରେ ଜଣାଇବୁ।ଯଦି ଆପଣ ଏହି ବ୍ୟାୟାମ କରନ୍ତି ତେବେ ଆପଣଙ୍କ ବ୍ରେ-ଷ୍ଟ ଆକାର କମ ହେବା ସଙ୍ଗେସଙ୍ଗେ ଏବଂ ତାହାକୁ ଏକ ବହୁତ ଭଲ ଆକାର ମିଳିବ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବ୍ୟାୟାମ ବିଷୟରେ।
ତେବେ ପ୍ରଥମ ବ୍ୟାୟାମ ପାଇଁ ଆପଣଙ୍କୁ ଆପଣଙ୍କ ଆଣ୍ଠୁକୁ ନୁଆଁନ୍ତୁ ଏହାପରେ ନିଜ ଶରୀରକୁ ଆଗକୁ କରନ୍ତୁ ଏହାପରେ ଆପଣଙ୍କ ହାତ ଆଗକୁ ରଖି ପଛପଟକୁ ଜୋରରେ ଟାଣନ୍ତୁ।ଏହା କରିବା ଦ୍ୱାରା ଆପଣଙ୍କ ପୁରା ବ୍ରେ-ଷ୍ଟ ପଛକୁ ଯାଇଥାଏ ଏବଂ ଟାଣି ହୋଇଥାଏ ଏହାଦ୍ୱାରା ଆପଣଙ୍କ ବ୍ରେ-ଷ୍ଟରେ ଥିବା ଅଧିକାଂଶ ମୋଟାପଣ ଦୂର ହୋଇଯାଇଥାଏ ଏବଂ ତାହା ଏକ ଭଲ ଅକୃତିକୁ ଆସିଯାଇଥାଏ।ଏହାକୁ ଆପଣ ୨୦ ଥର କରନ୍ତୁ ଏବଂ ଏହାର ଚାରୋଟି ସେଟ କରନ୍ତୁ।
ଏହିଭଳି ଭାବରେ ଆପଣଙ୍କୁ ୨୦ ଥର ବାମ ପଟେ ଏବଂ ୨୦ ଥର ଡାହାଣ ପଟେ କରନ୍ତୁ।ଏହାପରେ ଆପଣଙ୍କ ପ୍ରଥମ ବ୍ୟାୟାମ ଶେଷ ହେବ।ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ବ୍ୟାୟାମ ବିଷୟରେ।
ଦ୍ୱିତୀୟ ବ୍ୟାୟାମ ପାଇଁ ଆପଣଙ୍କ ଦୁଇ ହାତକୁ ଲକ କରନ୍ତୁ ଏବଂ ଉପରକୁ ସିଧା ଭାବରେ ଉଠାଇ ରଖନ୍ତୁ।ଏହାପରେ ପୁର୍ନବାର ତଳକୁ କରନ୍ତୁ।ତଳକୁ କରିବା ସମୟରେ ଆପଣଙ୍କ ବ୍ରେ-ଷ୍ଟର ସିଧାରେ ରଖନ୍ତୁ।ଏବଂ ଏହାପରେ ପୁନର୍ବାର ଉପରକୁ କରନ୍ତୁ।
ଏହିଭଳି ଭାବରେ ଉପରକୁ କରିବାଦ୍ୱାରା ଆପଣ ଅନୁଭବ କରିବେ ଆପଣଙ୍କ ପୁରା ବ୍ରେ-ଷ୍ଟ ଉପରକୁ ଉଠିଥାଏ ଏବଂ ଏହାଦ୍ୱାରା ସେଥିରେ ଥିବା ଅଧିକାଂଶ ମୋଟାପଣ କମ ହୋଇଥାଏ।ଏହାକୁ ମଧ୍ୟ ଆପଣ ୨୦ ଥର କରନ୍ତୁ ଏବଂ ଏହାର ୪ ସେଟ କରନ୍ତୁ।ଏବେ ଆସନ୍ତୁ ଜାଣିବା ତୃତୀୟ ବ୍ୟାୟାମ ବିଷୟରେ।
ତୃତୀୟ ବ୍ୟାୟାମ ପାଇଁ ଆପଣ ନିଜ ହାତକୁ ନମସ୍ତେ ପୋଜିସନରେ ରଖନ୍ତୁ ଏହାପରେ ଆପଣ ନିଜ କହୁଣୀକୁ ପରସ୍ପର ସହିତ ମାଡ଼ କରନ୍ତୁ।ଏହାକରିବା ଦ୍ୱାରା ବ୍ରେ-ଷ୍ଟ ସଙ୍କୁଚିତ ହୋଇଥାଏ ଏବଂ ଏହାଦ୍ୱାରା ମଧ୍ୟ ମୋଟାପଣ କମିଥାଏ।ଏହାକୁ ଆପଣ ୨୦ ଥର କରନ୍ତୁ ଏବଂ ଏହାର ମଧ୍ୟ ୪ଟି ସେଟ କରନ୍ତୁ।
ଏହାପରେ ଚତୁର୍ଥ ବ୍ୟାୟାମ ପାଇଁ ନିଜ କହୁଣୀକୁ ପ୍ରଥମେ ଗୋଟେ ଉପରକୁ ଏବଂ ଗୋଟେ ତଳକୁ କରି ପରସ୍ପର ସଙ୍ଗେ ମାଡ଼ କରନ୍ତୁ ଏବଂ ଏହାପରେ ଏହାର ବିପରୀତ କରନ୍ତୁ।ଏହାର ମଧ୍ୟ ସେହିପରି ୨୦ ଥର କରନ୍ତୁ ଏବଂ ୪ଟି ସେଟ କରନ୍ତୁ।ଏହାପରେ ପଞ୍ଚମ ବ୍ୟାୟାମ ପାଇଁ ନିଜ ବାହୁକୁ ପରସ୍ପରକୁ କ୍ରସ କରନ୍ତୁ ଏବଂ ଏହାପରେ ଏହାର ବିପରୀତ କରନ୍ତୁ।ଏହାର ମଧ୍ୟ ଆପଣ ୨୦ ଥର ଏବଂ ୪ଟି ସେଟ କରନ୍ତୁ।
ଏହାପରେ ଷଷ୍ଠ ବ୍ୟାୟାମ ପାଇଁ ନିଜ ହାତକୁ ଉପରକୁ କ୍ରସ କରନ୍ତୁ।ଏବଂ ଏହାପରେ ଏହାକୁ ପଛକୁ ଟାଣନ୍ତୁ।ଏହାଦ୍ୱାରା ମଧ୍ୟ ଜମିଥିବା ମୋଟାପଣ ଦୂର ହୋଇଜାଇଥାଏ ଥାଏ ଏହାର ମଧ୍ୟ ୨୦ ଥର କରନ୍ତୁ ଏବଂ ୪ଟି ସେଟ କରନ୍ତୁ।
ଏହି ବ୍ୟାୟାମକୁ ଆପଣ ଯେତେବେଳେ ଚାହିଁବେ କରିପାରିବେ କିନ୍ତୁ ସକାଳେ କରିବା ଦ୍ୱାରା ଆପଣଙ୍କୁ ବେସି ଲାଭ ହେବ ଏବଂ ଆପଣ ଅଧିକ ଆକ୍ଟିଭ ଅନୁଭବ କରିବେ।କିନ୍ତୁ ଯଦି ଆପଣଙ୍କ ପାଖରେ ସମୟ ନଥାଏ ତେବେ ଆପଣ ସନ୍ଧ୍ୟାରେ ମଧ୍ୟ କରିପାରିବେ କିନ୍ତୁ ଅଧିକ ରାତ୍ରିରେ କରନ୍ତୁ ନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।
Be First to Comment