Press "Enter" to skip to content

କ-ରୋନା ପରେ ଆସୁଛି ଏକ ନୂଆ ଭାଇରସ ଏଥର ସମସ୍ତେ ମରିବେ ଜାଣନ୍ତୁ କଣ.? – breaking news

2020 ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱ କୁ ଥରହର କରିଛି ମହାମାରୀ କ-ରୋନା l ଏହାଦ୍ୱାରା ଅନେକ ରୋଗୀ ସଂକ୍ରମିତ ହୋଇ ସୁସ୍ଥ ହେଉଛନ୍ତି ତ କେତେକାଂଶ ରେ ମୃତ୍ୟୁ ବରଣ କରୁଛନ୍ତି l ବର୍ତ୍ତମାନ କ-ରୋନା ରୁ ସୁସ୍ଥ ହୋଇଥିବା ରୋଗୀ ଙ୍କ କଥା କହିବାକୁ ଗଲେ ଯେତେବେଳେ ରୋଗୀ ସୁସ୍ଥ ହେଉଛନ୍ତି ତା ପରେ ମାଡ଼ିବସୁଛି ଅନ୍ୟାନ୍ୟ ରୋଗ

ବ୍ରିଟିଶ ମେଡ଼ିକାଲ ଜର୍ଣ୍ଣାଲିଷମ ରୁ ପ୍ରକାଶିତ ହୋଇଛି ଯେ କ-ରୋନା ଯେତେବେଳେ ଶ-ରୀର ଛାଡେ ସେତେବେଳେ ଛାଡ଼ିଦେଇ ଯାଏ ଅନେକ ରୋଗ l ବିଶେଷଜ୍ଞ ଙ୍କ କହିବା ଅନୁଯାଇ 14 % କ-ରୋନା ରୋଗୀ ସୁସ୍ଥ ହେବାପରେ ମଧ୍ୟ ମେଡ଼ିକାଲ କୁ ଆସିବାକୁ ବାଧ୍ୟ ହେଉଛନ୍ତି l କାରଣ କ-ରୋନା ତାଙ୍କ ଶ-ରୀର ରେ ଅନେକ ସମସ୍ୟା ସୃଷ୍ଟି କରି ଛାଡୁଛି l

ଗତବର୍ଷ ଜାନୁଆରୀ 1 ରୁ ଅକ୍ଟୋବର 31 ମଧ୍ୟରେ ଗୋଟେ କୋଟି 93 ଲକ୍ଷ୍ୟ କ-ରୋନା ରୋଗୀ ଙ୍କ ମଧ୍ୟରେ ଏକ ଅଧୟନ ଜାରି କରିଥିଲେ l ଏହି ସର୍ଭେ ରେ 18 ରୁ 65 ବର୍ଷ ର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା l ଏହି ସର୍ଭେ ରେ କ-ରୋନା ସଂକ୍ରମିତ ହେବା ପରଠାରୁ 21 ଦିନ ପର୍ଯ୍ୟନ୍ତ ତାଙ୍କର ଧ୍ୟାନ ରଖାଯାଇଥିଲା ଏବଂ ତାଙ୍କର ପ୍ରତ୍ୟକ ଟି ଅବସ୍ଥା ବିଷୟରେ ଚିନ୍ତାଧାରା ପ୍ରସ୍ତୁତ କରାଯାଇଥିଲା l

ବିଶେଷଜ୍ଞ ମାନେ ଏହା ଜାଣିପାରିଲେ ଯେ ରୋଗୀ ସୁସ୍ଥ ହେବାପରେ ଆଗାମୀ 6 ମାସ ମଧ୍ୟରେ ଅନ୍ୟାନ୍ୟ ରୋଗ ରେ ସଂକ୍ରମିତ ହେବାରେ ସମ୍ଭାବନା ଅଧିକ ରହିଥାଏ l 14 % ଲୋକେ କ-ରୋନା ରୁ ସୁସ୍ଥ ହେବାପରେ ଅନ୍ୟାନ୍ୟ ରୋଗ ରେ ପୀଡିତ ହେବାର ଦେଖାଗଲା l ସୁସ୍ଥ ଲୋକଙ୍କ ଅପେକ୍ଷା କ-ରୋନା ରେ ସୁସ୍ଥ ହୋଇଥିବା କୋକଙ୍କ ମେଡ଼ିକାଲରେ ସଂଖ୍ୟା ଅଧିକ ବୋଲି ଜଣା ପଡିଥିଲା l

ମୁଖ୍ୟ ଗବେଷକ LM କହିଛନ୍ତି ଯେ ଯୁବକ ମାନେ କ-ରନାରେ ସୁସ୍ଥ ହେବାପରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଏବଂ ଏହା ବୃଦ୍ଧ ଙ୍କ କ୍ଷେତ୍ରରେ ବିପରୀତ ଦେଖା ଦେଇଥିଲା l ବୃଦ୍ଧ ବ୍ୟକ୍ତି କ-ରୋନା ରୁ ସୁସ୍ଥ ହେବାପରେ ଅନ୍ୟାନ୍ୟ ରୋଗ ର ସମ୍ଭାବନା କମ ଦେଖିବାକୁ ମିଳିଥିଲା l ତେଣୁକରି ଏହି ସମସ୍ୟାରୁ କ-ରୋନା ରୋଗୀ ଙ୍କୁ ସୁସ୍ଥ ହେବାପରେ 6 ମାସ ମଧ୍ୟରେ ଅନ୍ୟାନ୍ୟ ରୋଗ ହେଉଥିବାର 14% ଘଟଣା ଯୁବ ପିଢ଼ି ରେ ଦେଖିବାକୁ ମିଳିଛି l

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l

ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

More from BREAKING NEWSMore posts in BREAKING NEWS »

Be First to Comment

Leave a Reply

Your email address will not be published.